Browsing Tag

bargarh news

ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପିଣିମୋରା ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ(୧୦୨)ଙ୍କୁ ଆଜି ‌ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଉପଢ଼ୌକନ ଦେଇ
Read More...

ଟେଣ୍ଟ ହାଉସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟେଣ୍ଟ ହାଉସ, ଲାଇଟ୍ ଡେକୋରେଟର ଏବଂ ଫ୍ଲାଓ୍ବ।ର ଡେକୋରେଟର ସଂଘ ପକ୍ଷରୁ ଆଜି ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ସମୟରୁ ଗତ ଦୁଇ ବର୍ଷରୁ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଡିଇଓଙ୍କ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷ ବନ୍ଦ ଥିବା ସତ୍ୱେ ଉକ୍ତ ସ୍କୁଲ ଗୁଡିକରେ ନବୀକରଣ, ଇକୋ କ୍ଲବ ନିର୍ମାଣ ଏବଂ ଖେଳ ସାମଗ୍ରୀ କିଣାବିକା ନାମରେ ମିଥ୍ୟା ବିଲ ଭାଉଚର ଦେଇ
Read More...

ବରିଷ୍ଠ କବି ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି, ଲେଖକ, ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରଗଡ଼ ଅଗ୍ରଗାମୀ ଯୁବକ ସଂଘଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଜିଲ୍ଲା ସ୍ତରୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଜିଲ୍ଲାର ସମସ୍ତ ଶିକ୍ଷାଧିକାରୀ ମାନଙ୍କର ଏକ ଦିବସୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

କ୍ୟାନ୍‌ସର୍‌ ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଳବ ଥୁଆପଲିର ସଦସ୍ୟ ଆଜି ବରଗଡ଼ ୧୫ନମ୍ବର ୱାର୍ଡରେ ବସବାସ କରୁଥିବା କ୍ୟାନ୍ସର ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି । 'କୋଶଳ ପ୍ରବାହ' ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ
Read More...

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ(ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ପବିତ୍ର ପୀଠ ସ୍ଥଳୀ ମା' ବୈଷ୍ଣୋଦେବୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜାବର ସଭାପତି ରବି ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେରେ
Read More...

କୋଷ୍ଠା ସେବା ସମବାୟ ସମିତି ପୁରସ୍କୃତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ସଦର ମହକୁମାରେ ଥିବା କୋଷ୍ଠା ସେବା ସମବାୟ ସମିତିକୁ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଛି । ସମିତିର ଉତ୍ତମ କାର୍ଯ୍ୟ ଶୈଳୀ ତଥା ନୂତନ ବୁଣାକାର ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନରେ ସଫଳତା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଦୁଇ ଦିବ୍ୟାଙ୍ଗଙ୍କୁ ମିଳିଲା ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ସଚେତନତା ଅଭାବରୁ ପ୍ରକୃତ ହିତାଧିକାରୀ ଏହାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ।ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ
Read More...

ବରପାଲି ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜାତୀୟ ହସ୍ତତନ୍ତ ଦିବସ ବରପାଲି ମେହେର ଧର୍ମଶାଳା ଠାରେ ପାଳିତ ହୋଇଯାଇଛି । ମହେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ବୟନ ଶିଳ୍ପ
Read More...