Browsing Tag

bargarh news

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ୟୁନାଇଟେଡ଼ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆନ୍ତଃ କ୍ଲବ କ୍ରିକେଟ୍‌ରେ ୟୁନାଇଟେଡ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜି ବିକାଶ ଗ୍ରାଉଣ୍ଡରେ ବରଗଡ ଫାଇଟରସ ଦଳ
Read More...

ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଅକ୍ତସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ଘୁଲିପାଲି ଆମ୍ବେଦକର ଛକଠାରେ ବାବା ସାହେବଙ୍କ
Read More...

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କଦଲିପାଲି ଏକାଦଶ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ କଦଲିପାଲି ଏକାଦଶ ଚାମ୍ପିଅନ ହୋଇଛନ୍ତି । ଆଜି ଫାଇନାଲ ଖେଳ ସିଲେଟ ଏକାଦଶ ଓ କଦଲିପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More...

ଇମ୍ପରିୟଲ କଲେଜରେ ଏକାଦଶତମ ଆର୍ନ୍ତଜାତୀୟ ଆଲେକ୍ସଜର କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜର ଏକାଦଶତମ ଆର୍ନ୍ତଜାତୀୟ ସେମିନାର ଆଲେକ୍ସଜର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଡ.ସଞ୍ଜୟ ମିଶ୍ର ରେଜିଷ୍ଟର, ଆଡାମାସ ବିଶ୍ଵ ବିଦ୍ୟାଳୟ
Read More...

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ ୟୁନାଇଟେଡ ସ୍ପୋର୍ଟସ ବରଗଡ଼ ଏବଂ ସିମନ ଷ୍ଟାର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ସୁଦ୍ଧା ଉଭୟ ଦଳ ଗୋଲ୍ ଶୂନ୍ୟ ରହିବା ପରେ
Read More...

ବରଗଡ଼ ସହରରେ ଏସିଡ୍‌ ମାଡ଼ : ୫ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧୀନସ୍ଥ ୧୧ ନଂ ୱାର୍ଡ ନୂଆପଡ଼ାରେ ଆଜି ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି,
Read More...

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ମ୍ୟାଚ୍‌ଗୁଡିକରେ ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ ହୋଇଛନ୍ତି । ଗତକାଲି ବିକାଶ ଗ୍ରାଉଣ୍ଡରେ ପଦ୍ମପୁର ରାଜ ବୋରାସମ୍ବର କ୍ଲବ ଟସ୍ ଜିତି
Read More...

ଲଖନପୁର ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ
Read More...

କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସ୍ଥଗିତ ରଖାଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଧନୁଯାତ୍ରା ମହୋତ୍ସବ
Read More...

ତୋରାଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତ ସ୍ପିନିଙ୍ଗ ମିଲ ଖେଳ ପଡିଆରେ ଆଜି ଠାରୁ ତ୍ରି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଆଜି ପ୍ରଥମ ମ୍ୟାଚ ମୁଣ୍ଡାପଡା ଏବଂ ରଞ୍ଜିତା କ୍ଲବ ଭେଡେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଣ୍ଡାପଡା
Read More...