୧୫ କିମି ରାସ୍ତାକୁ ୧୮କୋଟିରୁ ଅଧିକ ବ୍ୟୟ : ବାରଖମା-ରେବିଙ୍ଗିଆ ରାସ୍ତା ମରଣଯନ୍ତା ପାଲଟିଛି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତାଟି ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟି ଯାଇଛି । ବାରମ୍ବାର ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ମଧ୍ୟ ସୁଧୁରିନାହିଁ । ପ୍ରକାଶ ଯେ, ବାରଖମା ଠାରୁ!-->…
Read More...
Read More...