ସ୍ୱାଧୀନତା କପ୍ ଫୁଟବଲ୍ ଚମ୍ପିୟାନ୍ସିପ ଉଦ୍ଯାପିତ : ଫାଇନାଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ୍ ଫୁଟବଲ୍ ଚମ୍ପିୟାନ୍ସିପର ଫାଇନାଲ ଖେଳ ୮୦ ତମ ସ୍ୱାଧୀନତା ଦିବସରେ ଉଦ୍ଯାପିତ ହୋଇଯାଇଛି । ଏଥିରେ ସିନ୍ଦ୍ରିଗାଁ ସହ ଆଦିବାସୀ ମହାବିଦ୍ୟାଳୟ!-->…
Read More...
Read More...