Browsing Tag

balangir news

ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଟାଉନ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ବଡି ବିଲ୍‌ଡର ଚମ୍ପିୟନ ସିପ୍‌ରେ ଚମ୍ପିୟାନ ହେଲେ ବଲାଙ୍ଗିରର ପ୍ରଶାନ୍ତ କୁମାର ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୋଲକତା ଠାରେ ବଡି ବିଲ୍‌ଡର ଚମ୍ପିୟନ ସିପ୍‌ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରୁ ଆସି ଏଥିରେ ଭାଗ ନେଇଥିଲେ ବଡି ବିଲ୍‌ଡର ମାନେ । ତେବେ ଏଥିରେ ବଲାଙ୍ଗିରର ପ୍ରଶାନ୍ତ କୁମାର ଦାଶ (ମୁନା) ଚମ୍ପିୟାନ ହୋଇ ବଲାଙ୍ଗିର ମାଟିକୁ ଗୌରବାନ୍ୱିତ…
Read More...

ଜିଲ୍ଲାସ୍ତରୀୟ ଅମଲାମାନଙ୍କର ‘ମିଶନ ୪୨ଠଠ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ଓଡିଶା ଅମଲା ସଂଘର ଆହ୍ୱାନ ଓ ଗତ ତା.୩୦.୧୦.୨୦୨୨ରିଖରେ ଆୟୋଜିତ ବୈଠକର ନିଷ୍ପତ୍ତି କ୍ରମେ ଅଦ୍ୟ ତା.୧୫.୧୧.୨୦୨୨ରିଖରେ ଶତାଧିକ ଅମଲାଙ୍କ ଉପସ୍ଥିତିରେ ଏକ ରାଲି ଜରିଆରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 'ମିଶନ ୪୨୦୦' ପାଇଁ ସ୍ମାରକ…
Read More...

ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ତରଫରୁ ସ୍ୱର୍ଗତ ମଣି ବରିହା ଫୁଟବଲ କୋଚଙ୍କ ନାରେ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ଖେଳ ପଡିଆରେ ପ୍ରଥମ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ମଣି ବରିହା ସ୍ମାରକୀ ଫୁଟବଲ…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସୀ କ୍ରାନ୍ତିବୀର ମହାନ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କ ୧୪୭ତମ ଜନ୍ମ ଦିବସ ବଲାଙ୍ଗିର ସହର ଓ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ପଂଚାୟତର ସୁର୍ଡା ଗ୍ରାମରେ ପାଳନ କରାଯାଇଛି । ଜିଲ୍ଲା ଆଦିବାସୀ…
Read More...

ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ସହରର ପେଲେସ ଲାଇନ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କଲର ପ୍ରିନ୍ସିପାଲ ଦିବ୍ୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଅତିଥି ଭାବେ ସହରର ଜଣାଶୁଣା ଡାନ୍ସ ଶିକ୍ଷକ ସୁବଳ ମହକୁର, ମଡେଲର ତଥା ଅଭିନେତ୍ରୀ ଅଭିପ୍ସା…
Read More...

ପୃଥ୍ୱୀରାଜ୍ ହାଇସ୍କୁଲର ୧୯୬୮ ମେଟ୍ରିକ ବେଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲର ୧୯୬୮ ମେଟ୍ରିକ ବେଚ୍‌ର ୫୪ତମ ବନ୍ଧୁମିଳନ ଗତ ରବିବାର ଦିନ ଭୀମ ଡୁଙ୍ଗୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୯ ଜଣ ପୂର୍ବତନ ଛାତ୍ର ଯୋଗଦାନ କରିଥିଲେ । ସମସ୍ତେ ଭୀମଡୁଙ୍ଗୁରୀର ସୁନ୍ଦର ପରିସରକୁ ବହୁତ ଉପଭୋଗ କରିଥିଲେ । ସମସ୍ତ…
Read More...

ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ

ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନରେ ଥିବା ସୁବିଧା ସୁଯୋଗ ଏବଂ ଅଧିକାର ସମ୍ପର୍କରେ କରାଯିବ ସଚେତନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନରେ ଥିବା ସୁବିଧା ସୁଯୋଗ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ବୈଠକ : ନଭେମ୍ବର ୨୫ ତାରିଖରୁ ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ଡି.ଆର ଡି.ଏ. ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି,…
Read More...