Browsing Tag

balangir news

ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଲୋକାର୍ପଣ କଲେ ଶ୍ରୀମୟୀ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୂତନ ବସ୍‌ ଟ୍ରିବୁନାଲଠାରେ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଲୋକାର୍ପଣ କଲେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବେଡ୍‌ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି…
Read More...

ହିନ୍ଦୀ ଭାଷା ବିକାଶ ପାଇଁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ହିନ୍ଦୀ ଭାଷାର ବିକାଶ ପାଇଁ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ସନ୍ତୋଷ ଅଗ୍ରୱାଲାଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ ନାୟକ ସଭାପତିତ୍ୱ ଓ…
Read More...

ବୈଚ୍ୟିତ୍ରମୟ ଲୋକ ସଂସ୍କୃତିର ଅନନ୍ୟ କ୍ଷେତ୍ର ବଲାଙ୍ଗିର

ଲୋକ ଉତ୍ସବ ଅବସରରେ ଆୟୋଜିତ ହେଲା ସଂପାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଲୋକ ଜୀବନ ବେଶ ସରସ ଓ ଚଞ୍ଚଳ । ଏଠାକାର ବୈଚ୍ୟିତ୍ରମୟ ଲୋକ ସଂସ୍କୃତି ବଲାଙ୍ଗିରକୁ ସମଗ୍ର ବିଶ୍ୱ ଦରବାରରେ ପ୍ରଦାନ କରିଛି ଏକ ଭିନ୍ନ ପରିଚୟ । ବୈଚ୍ୟିତ୍ରମୟ ଲୋକ ସଂସ୍କୃତିର ଅନନ୍ୟ କ୍ଷେତ୍ର…
Read More...

କୃଷକ ଉତ୍ପାଦକ କମ୍ପାନୀର କର୍ମଚାରୀମାନଙ୍କୁ ଦକ୍ଷତା ବିକାଶ ଏବଂ ଖାତା ପତ୍ର ଲିଖନ ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ କୃଷକ ଉତ୍ପାଦକ କମ୍ପାନୀର କର୍ମଚାରୀମାନଙ୍କ ନିମନ୍ତେ ଏକ ତିନି ଦିବସୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୧୬ ଠାରୁ ୧୮ ତାରିଖ ତିନି ଦିନ ଧରି ଅନୁଷ୍ଠିତ ଏହି ତାଲିମ…
Read More...

ଉଦ୍‌ଘାଟିତ ହେଲା ୨୧ତମ ବଲାଙ୍ଗିର ଲୋକଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ନୂତନ ମଞ୍ଚରେ ୨୧ତମ ବଲାଙ୍ଗିର ଲୋକଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଲୋକଉତ୍ସବ ସମିତିର ଅଧ୍ୟକ୍ଷ ତଥା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ସାଂସଦ ଶ୍ରୀମତୀ…
Read More...

ସହରରେ ବେଆଇନ ଭାବେ ଲାଗିଥିବା ବ୍ୟାନର ଗୁଡିକୁ ହଟାଇଲା ପୌର ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନର ଲାଇଟ ଖୁମ୍ବଗୁଡିକରେ ବେଆଇନ ଭାବେ ଲାଗିଥିବା ବ୍ୟାନରଗୁଡିକୁ ପୌର ପ୍ରଶାସନ ତରଫରୁ ଆଜି ହଟାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ବ୍ୟାନର ଗୁଡିକ ପୌର ପ୍ରଶାସନର ବିନା ଅନୁମତିରେ ଲାଗିଥିବାରୁ ପୌର ପ୍ରଶାସନ ଏହା ଉପରେ…
Read More...

ବଲାଙ୍ଗିର ସଦର ବ୍ଲକ ଅଫିସ ଘେରିଲେ କଅଗାଁବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଗ୍ରାମ ପଂଚାୟତର କଅଗାଁବାସୀ ବଲାଙ୍ଗିର ସଦର ବ୍ଲକ ଅଫିସ ଘେରିଛନ୍ତି । ଘେରାଉରେ ସାମିଲ ଥିବା କଅଗାଁବାସୀଙ୍କ କହିବାନୁସାରେ ମିର୍ଦ୍ଧାପାଲି ଗ୍ରାମ ପଂଚାୟତ ୪ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଏହି…
Read More...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଡେମୋଟ୍ରେସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖା ସାମ୍ନାରେ ଆଜି ଅପରାହ୍ଣରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ୬ ଦଫା ଦାବୀ ନେଇ ଡେମୋଟେସନର ଆୟୋଜନ ହୋଇଯାଇଛି । ଆସନ୍ତା ୩୦ ଓ ୩୧ ତାରିଖରେ ସାରା ଭାରତରେ ବ୍ୟାଙ୍କ ଷ୍ଟ୍ରାଇକ୍‌ ଡାକରା ଦିଆଯାଇଛି ।…
Read More...

୨୧ତମ ଲୋକଉତ୍ସବ ଅବସରରେ କବିତା ଓ ଗଳ୍ପ ପାଠୋତ୍ସବ : ସମ୍ବର୍ଦ୍ଧିତ ହେଲେ ଡ. ଶିବପ୍ରିୟା ମିଶ୍ର ଓ ଦେବହୂତି କର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ପୁରୁଣା ମଞ୍ଚରେ ୨୧ତମ ଲୋକଉତ୍ସବ ଅବସରରେ କବିତା ଓ ଗଳ୍ପ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି ବିଶିଷ୍ଠ ସାହିତ୍ୟ ସାଧିକା ଡ. ଶିବପ୍ରିୟା ମିଶ୍ର ଓ ଶ୍ରୀମତୀ ଦେବହୂତି କର । ପାଖାପାଖି ୭୦ ଜଣ…
Read More...

ଶିବତଳା ହରଗୌରୀ ମନ୍ଦିର ନିକଟରେ ସଡକ ଦୁର୍ଘଟଣା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଳା ହରାଗୌରୀ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଶିବତଳାର ଦୁଃଖୀଶ୍ୟାମ ବଗର୍ତ୍ତୀ(୪୯) ଓ ପ୍ରଶାନ୍ତ ଧରୁଆ(୩୨) ନିଜ ଘରୁ ବାଇକ୍‌ରେ କୌଣସି କାମରେ ଯାଇଥିଲେ ।…
Read More...