ଚାନ୍ଦ ମନ୍ଦିରରେ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ : ଆଜି ରୌଦ୍ର ତାପ ଯୋଗୁଁ ବିଳମ୍ବିତ ହେବ ରଥ ବିଧି
ବଲାଙ୍ଗିର, (କେପିଏନ୍ଏସ୍) : ଚାନ୍ଦ ମନ୍ଦିରରେ ଗତକାଲି ତିନି ଦିଅଁଙ୍କ ନବଯୌବନ ଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସକାଳ ୧୦ ଘଣ୍ଟାରେ ପ୍ରଭୁଙ୍କ ଉପନୟନ ସଂସ୍କାର ହୋମ ବିଧି ବିଧାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି!-->…
Read More...
Read More...