Browsing Tag

balangir news

ନଭଯୁଗ ଦ୍ଵାରା ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଯାଦବ ଭବନ ଠାରେ ଡିଜିଟାଲ ଘର ନମ୍ବର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ପୁରୁଷୋତ୍ତମ ଦାସ,
Read More...

ବିଜ୍ଞାନ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜ୍ଞାନ ସାହିତ୍ୟ ପରିଷଦର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରୁଗୁଡିପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେନ୍ଦ୍ର କୁମାର ଶର୍ମା ବିଗତ ବୈଠକର ବିବରଣୀ ପାଠ କରିଥିଲେ । ଆଗାମୀ ଦିନରେ ନୂତନ ଯୁବ ପିଢିଙ୍କୁ
Read More...

କିଟ୍‌ ପକ୍ଷରୁ ଗଣଦୌଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିଟ୍‌ ବିଶ୍ୱବିଦ୍ୟାଳୟ ରୌପ୍ୟ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଗଣଦୌଡ ଆୟୋଜନ କରାଯାଇଛି । କୋଶଳ କଳାମଣ୍ଡଳ ପଡିଆରୁ ମାରାଥନ ବାହାରିଥିଲା । ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

ଡାକ୍ତର ପ୍ରାଣବନ୍ଧୁ ଶତପଥୀଙ୍କ ପରଲୋକ

ବଲାଙ୍ଗିର : ବଲାଙ୍ଗିର ଶାନ୍ତିପଡା ନିବାସୀ ଡାକ୍ତର ପ୍ରାଣବନ୍ଧୁ ଶତପଥୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା । ସେ ଅଣନିଶ୍ଵାସୀ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେ ଜଣେ
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘ ବଲାଙ୍ଗିରର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ପ୍ରତ୍ୟେକ ଜିଲ୍ଲା ସଭାପତିଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ପିତାମ୍ବର ରଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ତଫସିଲ ଭୁକ୍ତ ଜାତିରେ ଅନ୍ତର୍ଭୁକ୍ତ କରାଯାଉ, ମାଟିକଳା ବୋର୍ଡ ଗଠନ,
Read More...

ଶିବରାତ୍ରୀ ଜାଗର ଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବାବାଙ୍କ ଜାଗର ଯାତ୍ରା ପାଇଁ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ତପସ୍ୱୀ କଲ୍ୟାଣ ଦାସ ବାବାଙ୍କ ପ୍ରେରିତ ଓ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ସ୍ୱହସ୍ତେ ସ୍ଥାପିତ ନର୍ମଦୋଶ୍ୱର ଶିବ ଲିଙ୍ଗ ଶ୍ରୀ ଶ୍ରୀ
Read More...

ବଲାଙ୍ଗିର ଡେଲିମାର୍କେଟ ଲକ୍ଷ୍ମୀ ମନ୍ଦିରର ପୂର୍ବତନ ପୂଜକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡେର୍ଲିମାର୍କେଟର ପୂର୍ବତନ ପୂଜକ ରାମଚନ୍ଦ୍ର ଖୁଆସଙ୍କ ଗତକାଲି ବାର୍ଦ୍ଧକ୍ୟ ଜନିତ କାରଣରୁ ନିଜ ମାଲପଡା ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ରାଜେନ୍ଦ୍ର କଲେଜରୁ ଅବସର ପରେ ପରେ ସେ ଡେର୍ଲିମାର୍କେଟ ଲକ୍ଷ୍ମୀ ମନ୍ଦିର
Read More...

ପୁଇଁନ୍ତଲା ବ୍ଲକ ଦଶପୁର ଠାରେ ରାଜ୍ୟ ଡୁମାଲ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ମା' ମାହେଶ୍ୱରୀ ମନ୍ଦିର ଠାରେ ରାଜ୍ୟ ଡୁମାଲ ପରିଷଦର ସାଂଗଠନିକ ବୈଠକ ଆବାହକ ସରୋଜ କୁମାର ମେଶ୍ୱାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନୂତନ କମିଟିରେ ସର୍ବସମ୍ମତି କ୍ରମେ ଗୁପ୍ତେଶ୍ୱର ଛୁରିଆଙ୍କୁ ସଭାପତି, ସରୋଜ
Read More...

କବୟିତ୍ରୀ ସବିତା ମହରାଙ୍କ କବିତା ସଂକଳନ ‘ସମ୍ମୋହନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବୟିତ୍ରୀ ସବିତା ମହରାଙ୍କ ତୃତୀୟ କବିତା ସଂକଳନ ‘ସମ୍ମୋହନ’ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଭବ୍ୟ ସମାରୋହରେ ଲୋକାର୍ପିତ ହୋଇଯାଇଛି । ସଭା ଆରମ୍ଭରେ କବୟିତ୍ରୀ ଶ୍ରୀମତୀ ମହରା ନିଜ ମନର କଥା ଉଚ୍ଚାରଣ କରିଥିବା ବେଳେ ଉନ୍ମୋଚିତ କବିତା ସଂକଳନର କିଛି କବିତା
Read More...

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର
Read More...