Browsing Tag

balangir news

ଗୁହୁରାମୁଣ୍ଡାଠାରେ ସଡକ ଦୁର୍ଘଟଣା, ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁରର ଗୁହୁରାମୁଣ୍ଡାଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ଆଗଲପୁର ବ୍ଲକ ମହଖଣ୍ଡ ଗ୍ରାମର ହେମନ୍ତ ଦୀପ ବୋଲି ଜଣାପଡିଛି ।
Read More...

ରତନପୁରଠାରେ ସଡକ ଦୁର୍ଘଟଣା ଘଟି ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରୋଡଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଭିର୍‌କାପଡାର ରାଜେଶ ମହାନନ୍ଦ ବୋଲି ଜଣାପଡିଛି । ସୂଚନା ଅନୁସାରେ କୌଣସି ଏକ କାମ ପାଇଁ ରାଜେଶ
Read More...

ଭୂମିକା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସମାଜିକ ସାଂସ୍କୃତିକ ସଙ୍ଗଠନ ଭୂମିକା ତରଫରୁ ସ୍ଥାନୀୟ ବଲାଙ୍ଗିର ପବ୍ଲିକ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହରର ବିଭିନ୍ନ ସ୍କୁଲର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଚିତ୍ର ଅଙ୍କନ କରିଥିଲେ ।
Read More...

ହରିଶଙ୍କର ଏଫ୍‌ଏମ୍‌ୟୁ ସହଯୋଗରେ ଆର୍‌ସିଡିସି ବଲାଙ୍ଗିର ଦ୍ୱାରା “ଫୁଡ୍ ମେଳା” ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କର ଏଫ୍‌ଏମ୍‌ୟୁ ସହଯୋଗରେ ଆର୍‌ସିଡିସି ବଲାଙ୍ଗିର ଦ୍ୱାରା “ଫୁଡ୍ ମେଳା" ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସାପମୁଣ୍ଡ ଭିଏସ୍ଏସ୍‌ର ବ୍ୟାପକ ତଥା ବିବିଧ ପାରମ୍ପାରିକ ଖାଦ୍ୟ ରୀତିନୀତିର ଏକ ଉଲ୍ଲେଖନୀୟ ଉତ୍ସବ ଥିଲା ଏବଂ ଆମର ସାଂସ୍କୃତିକ
Read More...

ବଲାଙ୍ଗିରର ଛାତ୍ରୀ ସ୍ପର୍ଶା ମିଶ୍ରଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟୟନରତ ପିଜି ଛାତ୍ରୀ ସ୍ପର୍ଶା ମିଶ୍ର(ଇଗ୍‌ଲୁ) ଇଂରାଜୀ ଡିବେଟ ପ୍ରତିଯୋଗିତା ‘ଭାଇସ ଚାନ୍‌ସେଲର କପ୍‌ ଇଂରାଜୀ ଡିବେଟ’ରେ ପ୍ରଥମ ସ୍ଥାନରେ ଉନ୍ନୀତ ହୋଇ ପୁରସ୍କୃତ ହୋଇଛନ୍ତି । ଇଂରାଜୀ ଡିବେଟ
Read More...

ଘରେ ଶୋଇଥିବା ବେଳେ ବିଭତ୍ସ ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଇଁଲାସାରି ଗ୍ରାମରେ ବିଳମ୍ବିତ ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘରେ ପଶି ଜଣଙ୍କୁ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛିି । ମୃତକ ଜଣଙ୍କ ହେଲେ ଜନମୁ ଖୁଟୁଲି । ସୂଚନା ଅନୁସାରେ, ନିଜ ଘରେ
Read More...

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ମାଘମେଳା

ମହିମା ସାଧୁଙ୍କ ଜଗତ ଉଦ୍ଧାର ଡାକରେ ପୀଠ ପ୍ରକମ୍ପିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମା ଧର୍ମର ଅନ୍ୟତମ ପ୍ରମୁଖ ପୀଠ ସନ୍ଥ କବି ଭୀମ ଭୋଇଙ୍କ ସାଧନା ସିଦ୍ଧି ସମାଧି ପୀଠ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଠାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘମେଳା ଓ ସାରସ୍ଵତ ସମାରୋହ
Read More...

ବେଆଇନ ଜମି ହଡପ ଏବଂ ଆକ୍ରମଣ ମାମଲା : ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହେଲେ ପୀଡିତା

ନ୍ୟାୟ ନ ମିଳିଲେ, ଥାନା ଘେରାଉ - ଆଦିବାସୀ ସଂଘ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଲ ଗ୍ରାମର ୬ ଜଣ ମହିଳା ତାଙ୍କର ଜମି ହଡପ କରାଯିବା ସହିତ ସେମାନଙ୍କୁ ଅସଦାଚରଣ ଓ ଆକ୍ରମଣର ଲିଖିତ ଅଭିଯୋଗ ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ
Read More...

ଭାରତୀୟ ଜନତା ପାର୍ଟି ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡିଆ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ, ଆମ୍ବେଦକର ଛକ ଦେଇ ବଙ୍ଗୋମୁଣ୍ଡା
Read More...

ୱାର୍ଡ ସଭ୍ୟ ସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ, ଓଡିଶା ସରକାର ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଲୋଇସିଂହା ଓ ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର,
Read More...