Browsing Tag

balangir news

ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସଦ୍‌ଭାବନା ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ଜୟନ୍ତୀ ଅବସରରେ ଏକ ଦିବସୀୟ ସାମାଜିକ ସଦ୍‌ଭାବନା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ଡା. ଜ୍ୟୋସ୍ନାମୟୀ
Read More...

ଚୁଡାପାଲିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚୁଡାପାଲିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବଲାଙ୍ଗିର ସଦର
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ଆଦାନୀ ଗ୍ରୁପର ମାର୍କେଟର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ବିରୁଦ୍ଧରେ ଆଜି ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ
Read More...

ସି.କେ. ନାଇଡୁ ଟ୍ରଫି : ଓଡିଶା – ମେଘାଳୟ ମ୍ୟାଚ୍‌, ମଜବୁତ ସ୍ଥିତିରେ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ସି.କେ. ନାଇଡୁ ଟ୍ରଫିର ଦ୍ୱିତୀୟ ଦିବସରେ ଓଡିଶା କାଲିର ଅସମାପ୍ତ ପାଳି ୯୬-୫ରୁ ଖେଳ ଆରମ୍ଭ କରି ସମୁଦାୟ ୩୩୨ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା । ଓଡିଶା ଦଳ ତରଫରୁ ସ୍ୱାସ୍ଥିକ ସାମଲ ୮୮ ରନ୍‌, ଅନିଲ
Read More...

ଅନୁଗୁଳର ନାଲକୋଠାରେ ୪୨୩.୩୭୦ କେଜି ଗଞ୍ଜେଇ ନଷ୍ଟ କଲା ବଲାଙ୍ଗିର ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା କେସ୍ ନଂ ୧୨୩ / ୧୯,୧୩୨ / ୧୯,୧୨୩ / ୨୦,୦୨ / ୨୧, ୫୪/୨୨ ଓ ପୁଇଁନ୍ତଲା ଥାନା କେସ୍ ନଂ ୧୫୭/୨୦ ସହିତ ଜଡିତ ୪୨୩.୩୭୦ କେଜି ଗଞ୍ଜେଇକୁ ଜିଲ୍ଲା ପୋଲିସ ଅନୁଗୁଳକୁ ନେଇ ଆଜି ନାଲକୋଠାରେ ନଷ୍ଟ କରିଥିବା ସଂପର୍କରେ ଏସ୍‌ପି
Read More...

ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ବିଧାୟକ ନରସିଂହ

ଆବାସ ଯୋଜନା କେଳେଙ୍କାରୀ ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ଗରିବଙ୍କ ନାଁ କଟିବା ଗରିବଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଠିକ ହିସାବରେ ତର୍ଜମା କଲେ,
Read More...

ଆଇଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସୁପ୍ରିମ ଟାସ୍କ ହସ୍‌ପିଟାଲ ଠାରେ ଆଇଡିଏ ରୟାଲ ଓ ସୁପ୍ରିମ ଟାସ୍କର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଏକ କର୍କଟ ରୋଗ ଚିହ୍ନଟ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ବହୁଳ ବ୍ୟବହୃତ ପାନ, ଗୁଟଖା ଓ ସିଗାରେଟ୍‌ ମୁଖ
Read More...

ଗାନ୍ଧୀ ଷ୍ଟାଡିଅମରେ ସିକେ ନାଇଡୁ ଟ୍ରଫି ଉଦ୍‌ଘାଟିତ : ଓଡିଶା ବନାମ ମେଘାଳୟ କ୍ରିକେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଅବାହକତ୍ୱରେ ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଓଡିଶା ବନାମ ମେଘାଳୟ କଲୋନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ମ୍ୟାଚର ଆଜି ପ୍ରଥମ ଦିନରେ
Read More...

ମୁଭ୍ ଫର୍ ଆର୍ଥ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱିଚ ଅନ୍‌ ଫାଉଣ୍ଡେସନ୍‌ ତରଫରୁ ଡ୍ରିମ୍ ଇଣ୍ଡିଆର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର, ଗୁଡ଼ଖାପାଲା ଏବଂ କୁଲୁତାପଡ଼ା ଗ୍ରାମପଞ୍ଚାୟତରେ ମୁଭ୍ ଫର୍ ଆର୍ଥ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ରୁପାଧର ପୁଟାଙ୍କ
Read More...

ତୃତୀୟ ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

କୃଷି ସଂବନ୍ଧୀୟ ଆଲୋଚନାଚକ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାର ଆଜି ତୃତୀୟ ଦିବସରେ କୃଷି
Read More...