Browsing Tag

balangir news

ଶିକେର ପାଟ ମହୋତ୍ସବ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ମହୋତ୍ସବ ପଡିଆ ଠାରେ ଚାଲିଥିବା ଶିକେରପାଟ ମହୋତ୍ସବ ୨୦୨୫-୨୬ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ରୋହିତ
Read More...

ବୀର ବାଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରାହ୍ମଣପଡା ପାଟଣେଶ୍ୱରୀ ମଣ୍ଡଳ ପକ୍ଷରୁ ଆଜି ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ସଂପାଦିକା ତଥା କାର୍ଯ୍ୟକ୍ରମର ସଂଯୋଜିକା ସରିତା ଯୋଷୀଙ୍କ ନେତୃତ୍ୱରେ ବୀର ବାଲ ଦିବସ ପାଳନ କରାଯାଇଥିଲା । ଏହି
Read More...

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି । ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ । ସରକାରଙ୍କ
Read More...

ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପେଲେସ ଲାଇନ ସ୍ଥିତ ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସିଦ୍ଧାର୍ଥ ମିଶ୍ର ଓ ଓଡ଼ିଶା କ୍ରିକେଟ ଏକାଡେମିର ଅମ୍ପେୟାର ପୃଥ୍ୱୀରାଜ
Read More...

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ : ତୃତୀୟ ଦିବସ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ପଂଚାୟତ ନିକଟ ଲୋୟର ସୁକତେଲ ଡ୍ୟାମ ଖେଳ ପଡିଆରେ ତୃତୀୟ ଦିବସରେ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମେରା ଯୁବା ଭାରତ (ନେହେରୁ ଯୁବକେନ୍ଦ୍ର) ବନଦୁର୍ଗା ମହୋତ୍ସବ କମିଟି ଓ ସିଦ୍ଧାଶ୍ରମ ସେବା
Read More...

ଧର୍ମପରାୟଣା ମହିଳା ଭାନୁମତୀ ପଣ୍ଡାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଆଲୋକ ନଗର ବାସିନ୍ଦା ପୀତବାସ ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାନୁମତୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ସ୍ଵର୍ଗତ ଭାନୁମତୀ ପଣ୍ଡା ଜଣେ ଧର୍ମପରାୟଣା ଓ ବନ୍ଧୁବତ୍ସଳା ମହିଳା ଭାବେ ଜଣାଶୁଣା ଥିଲେ । ପ୍ରାୟ ୮ ଦିନ
Read More...

ପାରିବାରିକ କଳହର କରୁଣ ପରିଣତି : ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚାଞ୍ଚଲ୍ୟ । ପାରିବାରିକ କଳହର କୁପରିଣତି । ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ୱଶୁର ଆଗରେ ସ୍ତ୍ରୀକୁ
Read More...

ପାଟଣେଶ୍ୱରୀ ମହୋତ୍ସବ ପାଇଁ ସାଲେଭଟା ଗ୍ରାମରେ ପାଟଣେଶ୍ୱରୀ ପୀଠ ଉନ୍ନତି କରଣ ପାଇଁ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଐତିହାସିକ ସାଲେଭଟା ଗ୍ରାମରେ ହଜାର ହଜାର ବର୍ଷ ପୂର୍ବରୁ ଗୋଟିଏ ଗମ୍ଭିରା ଘରରେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ପୂଜା ପାଇ ଆସୁଛନ୍ତି । ପାଟଣା ଶାସନ ସମୟରେ ରାଜା ବଳରାମ ଦେଓ ନିର୍ମାଣ କରିଛନ୍ତି ବୋଲି କିମ୍ବଦନ୍ତି ଅଛି । ବଲାଙ୍ଗିରର ମାଁ
Read More...

ଚତୁରଙ୍ଗ ୧୩ତମ ସଂଖ୍ୟା ଉନ୍ମୋଚିତ

ଜିଲ୍ଲାପାଳ ଉପସ୍ଥିତ ରହି ସଭାକୁ କଲେ ସମ୍ବୋଧିତକବି ଓ କବିତା କାର୍ଯ୍ୟକ୍ରମରେ ୧୭ କବିଙ୍କ କବିତା ଆବୃତ୍ତି ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଅପରାହ୍ନ ୩ ଟା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସନାତନ ଠାକୁରଙ୍କ ସଭାପତିତ୍ୱରେ ଏକସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ
Read More...

ବଲାଙ୍ଗିରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଜାତୀୟ ଖାଉଟି ଦିବସ ପାଳନ

ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଦ୍ରୁତ ନିଷ୍କାସନ ଉପରେ ଗ୍ରାହକଙ୍କୁ ସଚେତନତା ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଖାଉଟି ଦିବସ ୨୦୨୫ ଉପଲକ୍ଷେ ବୈଧ ମାପ ବିଜ୍ଞାନ ବିଭାଗର ସହଯୋଗରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର, ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ
Read More...