Browsing Tag

balangir news

ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପିପି ଏକାଡେମୀ ସଭା ଗୃହରେ ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି
Read More...

ପେଜ ପଡି ଯୁବତୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାତ ରାନ୍ଧୁଥିବା ବେଳେ ଗରମ ପେଜ ପଡି ସଇଁନ୍ତଳା ଥାନା ଘୁନସର ଗାଁର ଚତୁରୀ ମହାଲିଙ୍ଗ ନାମ୍ନୀ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସଇଁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ
Read More...

ଆଜି ସମ୍ବିଧାନର ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ନେଇଥିଲେ । ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲା ।
Read More...

ଆଜି ମହାବିଷୁବ ସଂକ୍ରାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି । ବୈଜ୍ଞାନିକ ତଥ୍ୟ ଅନୁସାରେ ବିଷୁବ ସଂକ୍ରାନ୍ତିରେ ପ୍ରବଳ ଖରା ହୋଇଥାଏ ଫଳରେ ଶରୀରରୁ ଜଳୀୟ ଅଂଶ କମ୍‌ ହେବାର ସମ୍ଭାବନା ଥାଏ ତେଣୁ ଜଳୀୟ ଅଂଶର ପରିମାଣକୁ ସନ୍ତୁଳିତ କରିବା ପାଇଁ ବିଷୁବ ସଂକ୍ରାନ୍ତିକୁ ପଣା
Read More...

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀରେ ସାମିଲ ହେବା ପାଇଁ ଆହ୍ୱାନ କଲା ଦଳିତ ମହାସଂଘ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବିଭିନ୍ନ ସମୟରେ ଜାତି ଓ ଧର୍ମକୁ ଆଳ କରି ସମ୍ବିଧାନର ବଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ସମ୍ବିଧାନ ଦେଶର ଶେଷ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ତିଆରି ହୋଇଛି । କିନ୍ତୁ ବିଭିନ୍ନ ଦଳ ତାଙ୍କ ରାଜନୈତିକ ଆକାଂକ୍ଷାକୁ ପୁରା କରିବା ପାଇଁ ବାରମ୍ବାର
Read More...

ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ବାଇକ୍‌ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରରେ ଏକ ବିଶାଳ ମଟର ସାଇକେଲ ରାଲି ଦେଖିବାକୁ ମିଳିଛି । ଭାରତ ମାତାଙ୍କ ଜୟ ଧ୍ୱନି ସହ ‘ଜୟ ଶ୍ରୀରାମ’ ନାରାରେ ସହର କମ୍ପି ଉଠିଛି । ବଲାଙ୍ଗିରର ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ଏହି ବାଇକ ରାଲିର ଆୟୋଜନ ହୋଇଥିବା
Read More...

କ୍ରୀଡାବିତ୍‌ ତଥା କ୍ରୀଡା ସଂଗଠକ ଶେଖ ଆୟୁବଙ୍କ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଠ କ୍ରୀଡାବିତ୍‌ ତଥା କ୍ରୀଡା ସଂଗଠକ ଶେଖ ଆୟୁବ(ମୁଶରଫ)ଙ୍କ କ୍ୟାନସର ରୋଗ କାରଣରୁ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତ ମୁଶରଫଙ୍କ ମୃତ୍ୟୁ ସମୟରେ ୬୮ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମୁଶରଫ ଜଣେ ଆଗଧାଡିର ଫୁଟବଲ ଖେଳାଳି ଥିବା ସହ ରାଜ୍ୟସ୍ତରୀୟ ରେଫରି
Read More...

ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୁଦ୍ଧରେ ନାଗରିକ କମିଟିର ଧାରଣା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବୀ ପତ୍ର ପ୍ରଦାନରାଜନୈତିକ ଅଭିସନ୍ଧି ଓ ବୈମାତୃକ ମନୋଭାବ ଯୋଗୁଁ ବଲାଙ୍ଗିର ଜିଲ୍ଲା ଅବହେଳିତ : ନାଗରିକ କମିଟି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟିର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାପାଳ ସମ୍ମୁଖରେ ବିପର୍ଯ୍ୟସ୍ତ
Read More...

ରୋଲର୍‌ ମେସିନ ଚୋରି କରି ସଦର ପୁଲିସ ହାତରେ ଧରାପଡିଲେ ଦୁଇ ଚୋର

ବଲାଙ୍ଗିର, (କେପିନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଫଟାବାହାଲ ଠାରୁ ଏକ ରୋଲର୍‌ ମେସିନ ଚୋରି ହୋଇଥିବା ବେଳେ ଏହାକୁ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଆଜି ଗିରଫ କରିଛି ।
Read More...

ନରସିଂହଙ୍କ ବନ୍ଧୁମିଳନ : ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ସମସ୍ୟା ବିଷୟରେ ସାମ୍ବାଦିକଙ୍କ ସହ କଲେ ଚର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ବନ୍ଧୁମିଳନର ଅୟୋଜନ କରି ବଲାଙ୍ଗିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ସମସ୍ୟାମାନଙ୍କ ଉପରେ ସାମ୍ବାଦିକମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ସଭା ଆରମ୍ଭରୁ ସାମ୍ବାଦିକମାନଙ୍କୁ
Read More...