Browsing Tag

balangir news

ବାରପୁଡୁଗିଆ ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଧ୍ୟାତ୍ମିକ ଭାବ ଜାଗରଣ ତଥା ପ୍ରଚାର ପ୍ରସାର ନିମିତ୍ତ ଭାଗବତ ଚେତନା ପରିଷଦ, ବାନ୍ଧନଘୋର ପକ୍ଷରୁ ବାରପୁଡୁଗିଆ ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ତଥା ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର…
Read More...

ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ୍‌ରେ ବଲାଙ୍ଗିର କରାଟେ ସ୍କୁଲର ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲର ୨୧ ଜଣ ୧୦ତମ ଆର୍ନ୍ତଃଜାତୀୟ କରାଟେ ଚମ୍ପିୟାନସିପ ଇଣ୍ଡିଆନ ଚେଲେଞ୍ଜର କପ୍‌ ୨୦୨୬ କୋଲକତାରେ ହେବାକୁ ଥିବା ଚମ୍ପିୟାନସିପ୍‌ରେ ଭାଗ ନେବେ । ଏହି ପ୍ରତିଯୋଗିତା ୩୧ ଜୁଲାଇରୁ ୦୨ ଅଗଷ୍ଟ…
Read More...

କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଲୋୟର୍ ସୁକତେଲ୍ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆପାଲିକୁ ନେଇ ପୁଣି ତେଜିଛି ଚର୍ଚ୍ଚା । କିଛିଦିନ ପୂର୍ବେ ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର…
Read More...

କୁମିଆଁପାଲିରେ ବିସ୍ଥାପିତ ପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ବିସ୍ଥାପିତଙ୍କ ଦାବି ନ୍ୟାୟସଙ୍ଗତ, ସରକାର ତୁରନ୍ତ ପଦକ୍ଷେପ ନେଉ - ବିଜେଡି ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛିଦିନ ଧରି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆଁପାଲି ଚର୍ଚ୍ଚାରେ ରହିଛି । ଏହି ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର ତାଙ୍କୁ ଉଚିତ…
Read More...

ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ବଲାଙ୍ଗିର ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି…
Read More...

ନବଜାତ ଶିଶୁର ମୃତଦେହ ସତ୍କାର କଲା ଯୁବ କୁଲୁତା ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ଏକ ମହତ ଓ ମାନବୀୟ କାର୍ଯ୍ୟ ଦେଖିବାକୁ ମିଳିଛି । ଜଣେ ଅସହାୟ ପରିବାରର ନବଜାତ ଶିଶୁର ଶେଷ ସତ୍କାର କରି ସମାଜରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ । ସୂଚନା ଅନୁଯାୟୀ…
Read More...

‘ସରପଞ୍ଚ ହେବ ତ ଏମିତି’ : ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର କରି ପ୍ରଶଂସାର ପାତ୍ର ବନମାଳୀ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଧୁମାଭଟା ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡ଼ିଥିଲେ ଏକ ଗାଁର ୫ଟି ପରିବାର । ବର୍ଷା ପାଣି ଘର ଭିତରକୁ ପଶିଯିବାରୁ ସେମାନେ ବାହାରକୁ ଆସିପାରୁନଥିଲେ । ଏହି ଖବର ପାଇବାମାତ୍ରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ଅଗ୍ନିଶମ…
Read More...

ବଲାଙ୍ଗିର ଏସ୍‌ପି କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ପେଶାଲ ଜୁଭେନାଇଲ ପୋଲିସ ୟୁନିଟ୍ ସଦସ୍ୟ ଏବଂ ପୋଲିସ କର୍ମଚାରୀମାନଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ବନ୍ୟାଜଳରେ ଫସିଥିବା ଲୋକଙ୍କର ସଫଳ ଉଦ୍ଧାର କାର୍ଯ୍ୟ ଜାରି

​ବଲାଙ୍ଗିର (କେପିଏନ୍‌ଏସ୍‌) : ଗନ୍ଧରଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା ୧୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ବାକି ୪ ଜଣ ବ୍ୟକ୍ତି ସୁନ୍ଧିମୁଣ୍ଡା ଏବଂ କାନ୍ଧ୍ରା ଅଞ୍ଚଳରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ…
Read More...

ଜଳବନ୍ଦୀରେ ଗଡ଼ର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ

ଦେବୋତ୍ତର ବିଭାଗ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟିନୂତନ ଭାବେ ନିର୍ମାଣ ହେବ ମା'ଙ୍କ ପରଭା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀଙ୍କ ପବିତ୍ର ମନ୍ଦିର ଏବେ ଜଳବନ୍ଦୀ ପରିସ୍ଥିତିରେ ପହଞ୍ଚିଛି । ମନ୍ଦିରର ମୁଖ୍ୟ…
Read More...