Browsing Tag

balangir news

୨୦ ଦଫା ଦାବି ନେଇ ଏଓଜିବିଓ ଓ ଓଜିବିଇଏର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସୋସିଏସନ ଅଫ୍ ଓଡିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍‌ଲୋଇଜ୍‌ ଆସୋସିଏସନର ୨୦ ଦଫା ଦାବିପତ୍ର ପୂରଣ ପାଇଁ ବଲାଙ୍ଗିର ସ୍ଥିତ ଆଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ତିନିଦିନିଆ ତାଲିମ ଶିବିର ଉଦଘାଟିତ

"ବିଦ୍ୟାଳୟ ସ୍ତରରେ ପରାମର୍ଶଦାତା ମାନେ ହିଁ ଜୁନିଅର ରେଡକ୍ରସର ପ୍ରକୃତ ମାର୍ଗଦର୍ଶକ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଏମ୍‌ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ତରଫରୁ ପରାମର୍ଶଦାତାଙ୍କ ପାଇଁ ତିନିଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ଅଗଷ୍ଟ ୪ରୁ ୬…
Read More...

ବଲାଙ୍ଗିରରେ ଖାଲି କୋଠା ଘରେ ଚୋରଙ୍କ ଡେରା, ଚଢ଼ାଉ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ନେହେରୁନଗର ଖର୍‌ସେଲ୍‌ପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ଲକ୍ଷ୍ମୀଜୋର୍‌ ପୋଲିସ ସଦଳବଳେ ଆସି ଘଟଣା ସ୍ଥଳରୁ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ୍‌ କରିଥିବା କୁହାଯାଉଛି । ଦିଆଯାଇଥିବା ସୂଚନା…
Read More...

ବଲାଙ୍ଗିର କରାଟେକାଙ୍କ କମାଲ : ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍‌ରେ ୧୧ ସ୍ୱର୍ଣ୍ଣ ସହ ମୋଟ ୩୬ ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର କୋଲକାତାସ୍ଥିତ ନେତାଜୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ‘ଇଣ୍ଡିଆନ୍ ଚ୍ୟାଲେଞ୍ଜର୍ କପ୍’ରେ ବଲାଙ୍ଗିରର କରାଟେକାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରତିଯୋଗିତାରେ ବଲାଙ୍ଗିର ଦଳ ୧୧ଟି…
Read More...

ଲୋୟର ସୁକତେଲ ଡ୍ୟାମରେ ଜଳବନ୍ଦୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କରିଡର ଦାବି

ଜାତୀୟ ପକ୍ଷୀ 'ମୟୁର' ସୁରକ୍ଷା ନେଇ ଡିଏଫ୍‌ଓଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ କେବଳ ଲୋକଙ୍କ ବିସ୍ଥାପନ ନୁହେଁ, ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ସଙ୍କଟରେ ପଡ଼ିଥିବା ଅଭିଯୋଗ ଉଠିଛି । ଜଙ୍ଗଲ ଓ ପ୍ରାକୃତିକ ବାସସ୍ଥାନ ଜଳମଗ୍ନ…
Read More...

ପଲ୍ହାଘାରି ନଷ୍ଟ, ଜମି ବାଲିଚର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଲଗାଣ ବର୍ଷାରେ ଆଗଲପୁର ବ୍ଲକରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଛି । ଅଙ୍ଗନଦୀ କୂଳ ଅଂଚଳ ହୋଇଥିବାରୁ ୪ରୁ ୫ ଦିନ ଧରି ଚାଷଜମି ଜଳମଗ୍ନ ରହିଥିଲା । ଫଳରେ ପଲ୍ହାଘାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଣିର ସ୍ରୋତ ଚାଲୁଥିବା ଜମି ଗୁଡିକ ବାଲିଚର ହୋଇଛି ।…
Read More...

ମୁକୁଳା ବ୍ରିଜ, ବଢ଼ୁଛି ଦୁର୍ଘଟଣା ଆଶଙ୍କା

ବଲାଙ୍ଗିର : ବଲାଙ୍ଗିର ସହରର ରାଜେନ୍ଦ୍ର କଲେଜ ଛକରୁ ମହିଳା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ଲକ୍ଷ୍ମୀ ଜୋର ସେତୁ ବର୍ତ୍ତମାନ ବିପଦଜନକ ଅବସ୍ଥାରେ ପଡ଼ିରହିଛି। ବ୍ରିଜର ସୁରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି ।…
Read More...

ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ସଦରମହକୁମା ସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗଦେଇ…
Read More...

ବଲାଙ୍ଗିରରେ SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଳବନ୍ତ ସିଂ ଆଜି ବଲାଙ୍ଗିର ଗସ୍ତରେ ଆସି ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର…
Read More...

ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗିର ଦ୍ୱାରା ଗ୍ରୀନ ଡ୍ରିମ : ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଅଗଷ୍ଟ ଦିନ ବିଷ୍ଣୁମୁଣ୍ଡା ପାଖରେ ଅବସ୍ଥିତ ଏକାଡେମିକ୍‌ ହାଇଟ୍ସ ପବ୍ଲିକ ସ୍କୁଲଠାରେ ରୋଟାରି ଏଲିଟ ତରଫରୁ "ଗ୍ରୀନ ଡ୍ରିମ"- ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ସ୍କୁଲର ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ,…
Read More...