Browsing Tag

balangir news

୭୭ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ଶ୍ରୀ ଶ୍ରୀ ଶବରୀ ନାରାୟଣ ମନ୍ଦିର (ଧର୍ମଶାଳା) ପରିସରରେ ୭୭ତମ ସ୍ୱାଧୀନତା ଦିବସ ଅବସରପ୍ରାପ୍ତ ଡାକ କର୍ମଚାରୀ ସଂଘ, ଜୟଦେବ କଳା ସଂସଦ ଓ ବିଶ୍ୱାବସୁ ସଂଘ ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଧର୍ମପରାୟଣା ମହିଳା ସରସ୍ୱତୀ ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର କନ୍ଧପାଲିପଡ଼ାର ଜଣେ ଧର୍ମପରାୟଣା ମହିଳାଙ୍କ ପରଲୋକ ହୋଇଯାଇଛି । ମହିଳା ଜଣକ ହେଉଛନ୍ତି କନ୍ଧପାଲିପଡ଼ାର ସରସ୍ୱତୀ ସାହୁ (୯୭) । ବୃଦ୍ଧାବସ୍ଥା ଜନିତ ରୋଗରେ ଦୀର୍ଘ ଦିନ ହେଲା ସେ ପଡ଼ୀତ ଥିଲେ । ଗତ ବିଳମ୍ବିତ ରାତ୍ରୀରେ ତାଙ୍କର
Read More...

ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଏକ ସାମୁହିକ ବୃକ୍ଷ ରୋପଣ(ବନମହୋତ୍ସବ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମକୁନ୍ଦପୁର ଗ୍ରାମପଞ୍ଚାୟତ ଓ ବନବିଭାଗର
Read More...

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀର କୃତିତ୍ୱ ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୭ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ବଲାଙ୍ଗିର କୃତିତ୍ୱ ହାସଲ କରିଛି । ଜିଲ୍ଲାସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତାରେ ବିଦ୍ୟା ଭାରତୀର ଦୁଇଟି ଗ୍ରୁପ୍ ଭାଗ ନେଇଥିଲେ । ତନ୍ମଧ୍ୟରୁ ସିନିୟର୍ ଗ୍ରୁପ୍ "ଶ୍ରେଷ୍ଠ
Read More...

ସହଯୋଗ ଫାଉଣ୍ଡେସନ ପକ୍ଷରୁ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏକ ପୁସ୍ତକ ଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପଞ୍ଚାନନ ପ୍ରଧାନ କହିଛନ୍ତି ଯେ, ଏହି ଅଭିଯାନ ମାଧ୍ୟମରେ ସାଧାରଣ ଜନତା ଏବଂ
Read More...

ବଲାଙ୍ଗିର ଜିଲ୍ଲା କାରାଗାରରେ କିରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିରର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ, ଜିଲ୍ଲା କାରାଗାରରେ କିରଣ କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ବକ୍ତା ହରିଶ ଅଗ୍ରୱାଲ କହିଛନ୍ତି ଯେ, ଜେଲକୁ ଏକ ସଂସ୍କାର ଗୃହ କରିବା ପାଇଁ, ଆତ୍ମର ଉନ୍ନତି ପାଇଁ ଏବଂ ଆତ୍ମ
Read More...

କଥା ଦେଇ କଥା ରଖିଲେ ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌, ସୂଚନା ଦେଲେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌ ଟି ସଚିବ ଭି.କେ. ପାଣ୍ଡିଆନ୍‌ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କଠାରୁ ଲିଖିତ ଦରଖାସ୍ତ ଗ୍ରହଣ
Read More...

ଲୋୟର ସୁକତେଲ ଡେମ୍‌ରେ ୭୭ତମ ସ୍ୱାଧୀନତା ଦିବସ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଜିଲ୍ଲା
Read More...

କୃଷି କ୍ରାନ୍ତିକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଗୁଡଭେଲ୍ଲା ବ୍ଲକର ଗମ୍ଭାରୀଗୁଡା, ବିରାମୁଣ୍ଡା, ଘୁନା ଓ ଦେଉଲଗୁଡ଼ି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମସଭାରେ ମୁଖ୍ୟ ଦାବୀଗୁଡିକ ଥିଲା ଅକ୍ଟୋବର ୧୫ ସୁଦ୍ଧା ଦ୍ୱିତୀୟ
Read More...

୮୪ ଘର ଅଘରିଆ ସମାଜ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟି ୮୪ ଘର ଅଘରିଆ ସମାଜ ପକ୍ଷରୁ ଆଜି କନ୍ଧପାଲି ସ୍ଥିତ ଅଘରିଆ ଭବନଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କନ୍ଧପାଲି, ଲର୍କିପାଲି ଓ ସଦେଇପାଲି ଗାଁରୁ ବହୁ ମହିଳା ଓ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଉପଦେଷ୍ଟା, ମଣ୍ଡଳ
Read More...