Browsing Tag

balangir news

ଅଜଣା ଗାଡି ଧକ୍କାରେ ଆହତ ଗୋରୁକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ସ୍ୱାଧୀନତା ଦିବସରେ ସର୍ବ ଧର୍ମ ଶବ ସଂସ୍କାର ସ୍ଥଳ ଗୁଡିକରେ ବୃକ୍ଷରୋପଣ କରି ନିଆରା ଭାବରେ ପାଳନ କରିବା ପାଇଁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ/ସଦସ୍ୟା ମାନେ ୧୫ ଅଗଷ୍ଟ ଭୋରରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ସ୍ଥାନୀୟ ନର୍ସରୀକୁ ଗଛ
Read More...

ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ସଂଗଠନର ମହିଳା ସଦସ୍ୟାଙ୍କ ପକ୍ଷରୁ ସର୍ବ ଧର୍ମ ଶବ ସଂସ୍କାର ସ୍ଥଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଲାଙ୍ଗିର, (କେପିଏନ୍‌ଏସ୍‌) : କୌଣସି ଜାତି, ଧର୍ମ, ବର୍ଣ୍ଣ ନୁହେଁ "ଭାରତୀୟ" ହେଉଛି ଆମର ଅସଲ ପରିଚୟ । ସ୍ୱାଧୀନତା ଦିବସ ମନେ ପକାଇ ଦିଏ ଯେ, ଆମେ ବିଶ୍ୱର ସର୍ବବୃହତ ନାଗରିକ
Read More...

କୃଷିକ୍ରାନ୍ତିକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକ ଚିକଲବାହଲ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି । ଗ୍ରାମସଭାରେ ମୁଖ୍ୟ ଦାବୀଗୁଡିକ ଥିଲା ଦ୍ଵିତୀୟ ଫସଲ ଉପରେ ଯାହାକି ଅକ୍ଟୋବର ସୁଦ୍ଧା ମୁଗ, ବିରି କୋଳଥ ମଞ୍ଜି ଯୋଗାଇ
Read More...

ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏଆଇସିସି ସଦସ୍ୟ ତଥା ଓଡିଶା
Read More...

ଜ୍ଞାନ ଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେ ମହାସଂଘ ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ଅଗଷ୍ଟ ସକାଳ ୮ଟା ସମୟରେ ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ବରିଷ୍ଠ ସଦସ୍ୟା ଧିମତି ରୂପାଳି ମହାନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଦସ୍ୟାମାନେ ମିଳିତ ଭାବରେ ରାଷ୍ଟ୍ରଗାନ କରିଥିଲେ । ରାଷ୍ଟ୍ରଗାନ ପରେ ସମାଜରେ ମହିଳାମାନଙ୍କ ପ୍ରତି ବଢୁଥିବା
Read More...

ସ୍କୁଲ ସାମନା ଓ ରାସ୍ତା ମରାମତି ପାଇଁ ପିଲାଏ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅଧିନସ୍ଥ ତମିଆ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖ ଅଂଚଳ ଓ ଗାଁ ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କିଛି କାମ ନ ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ
Read More...

ରୁଗୁଡିପଡା ସେରସୁଆଁଗୁଡିଠାରେ “ହଁତା ପେଟି” ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜରେ କିଛି ଅଭାବୀ ଲୋକ ରହିଛନ୍ତି ଓ ଆଉ କିଛି ଥିଲାବାଲା ଅଛନ୍ତି । କିଛି ଲୋକଙ୍କ ଘରେ ବହୁତ କିଛି ବସ୍ତ୍ର ତଥା ଅନ୍ୟାନ୍ୟ ଜିନିଷ ରହିଥିବା ବେଳେ ଆଉ କିଛି ଲୋକ ଠିକ୍‌ରେ ପିନ୍ଧିବାକୁ ମଧ୍ୟ ପାଉନାହାଁନ୍ତି । ତେଣୁ ଯେଉଁମାନଙ୍କର ଆବଶ୍ୟକତା ରହିଛି
Read More...

ସିଲେଇ ଶିକ୍ଷା କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳାମାନଙ୍କୁ ସ୍ୱାବଳମ୍ବୀ ଓ ସ୍ୱରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ଏକ ସିଲେଇ ଶିକ୍ଷା କେନ୍ଦ୍ର ଟିକ୍ରାପଡା ସ୍ଥିତ ଭଗତସିଂ କ୍ଲବ ନିକଟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅଜିତ ପାଲ, ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ,
Read More...

ଡ. ବି.ଆର୍‌. ଆମ୍ବେଦକର ପାଠାଗାରଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡ଼ା ସ୍ଥିତ ଡ. ବି.ଆର୍‌.ଆମ୍ବେଦକର ପାଠାଗାରଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଡ.ଅର୍ଜୁନ ମୁଗ୍ରୀ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଓ ଗୁରୁଶ୍ରୀ
Read More...

୭୭ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ଶ୍ରୀ ଶ୍ରୀ ଶବରୀ ନାରାୟଣ ମନ୍ଦିର (ଧର୍ମଶାଳା) ପରିସରରେ ୭୭ତମ ସ୍ୱାଧୀନତା ଦିବସ ଅବସରପ୍ରାପ୍ତ ଡାକ କର୍ମଚାରୀ ସଂଘ, ଜୟଦେବ କଳା ସଂସଦ ଓ ବିଶ୍ୱାବସୁ ସଂଘ ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...