Browsing Tag

balangir news

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ୨୨ ନଂ ଜୋନର ତୁଷୁରାବାହାଲ ପଞ୍ଚାୟତ ଡଙ୍ଗାଘାଟ, ଚୁଡାପାଲି, ଖୁଟପାଲି ପଞ୍ଚାୟତର ହର୍ଡାଟାଲ, ଝାଙ୍କରପାଲି
Read More...

ଅଘରିଆ ସମାଜକୁ ଜମି ପ୍ରଦାନ ନେଇ ଚଞ୍ଚକତା ଅଭିଯୋଗ

ନରସିଂହଙ୍କୁ ଭେଟି ଦାବୀପତ୍ର ଦେଲେ ଅଖିଳ ଭାରତୀୟ ଅଘରିଆ ସମାଜସମସ୍ୟାକୁ ନେଇ ବିଭାଗୀୟ ସଚିବଙ୍କ ସହ ହେବ ଆଲୋଚନା : ନରସିଂହଦରକାର ପଡିଲେ ବିଧାନସଭାରେ ହେବ ଲଢେଇ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଝାରସୁଗୁଡା ଉପନିର୍ବାଚନ ସମୟରେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ
Read More...

ଆୟୁଷ ଡାକ୍ତରୀ ଛାତ୍ରଙ୍କ ଧାରଣ ସ୍ଥଳରେ ନରସିଂହ

ସମସ୍ତ ନ୍ୟାର୍ଯ୍ୟ ଦାବୀକୁ ନେଇ ମନ୍ତ୍ରୀ ଓ ସଚିବ ସ୍ତରରେ ହେବ ଆଲୋଚନାଦାବୀକୁ ନେଇ ବିଧାନସଭାରେ ହେବ ଲଢେଇ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନ ଘ.୧୨ରେ ସ୍ଥାନୀୟ ସରକାରୀ ଆୟୁର୍ବେଦିକ କଲେଜ ସମ୍ମୁଖରେ ହୋମିଓପ୍ୟାଥି ମେଡିକାଲ ଷ୍ଟୁଡେଷ୍ଟ ଏସୋସିଏସନ୍‌ ଏବଂ
Read More...

ହଜିଗଲା ମାନବିକତା : ନବଜାତକୁ ପାଇଖାନା ଭିତରେ ଛାଡି ଚାଲିଗଲା ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସମାଜରେ ହଜିଯାଉଛି ମାନବିକତା । କୁହାଯାଏ, ଜଗତରେ ସବୁ ହଜିଗଲେ ବି ମାତୃତ୍ୱ ସହିସଲାମତ୍‌ ରହିଥାଏ । କିନ୍ତୁ ଏଥିରେ ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି । ମା'ର ସ୍ନେହ ଶ୍ରଦ୍ଧା ବାତ୍ସଲ୍ୟ ଆଜି ହଜିଗଲା ଭଳି ମନେ ହେଉଛି ଏହି ଘଟଣା ଦେଖିବା ପରେ । ଆଜି
Read More...

ବଲାଙ୍ଗିର ପୋଲିସକୁ ମିଳିଲା ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗଦା ଗଦା ଗଂଜେଇ ଚୋରାଚାଲାଣ ଧରିବାରେ ସଫଳତା ମିଳିଛି ବଲାଙ୍ଗିର ପୋଲିସକୁ । ଆଜି ପୂର୍ବାହ୍ନରେ କଂଟାମାଲରୁ ରାୟପୁରକୁ ଗଂଜେଇ ଚୋରା ଚାଲାଣ ହେଉଥିଲା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ୍‌ ଖିଲାରୀଙ୍କ
Read More...

କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି ବଲାଙ୍ଗିର : କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି । ରାଜନୀତିକ ସମର୍ଥନ ପାଇ କ୍ରିମାନାଲ୍‌ମାନେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ସାରା ଓଡ଼ିଶାରେ ଆଜି ବଲାଙ୍ଗିର ମାଟିକୁ ନିନ୍ଦିତ ହେବାକୁ ପଡ଼ୁଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସାମ୍ବାଦିକ
Read More...

ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ "କୁରେ ପତର" ବଲାଂଗୀର ଲାଲ୍‌ଟିକ୍ରାଠାରେ ଶୁଭାରମ୍ଭ ହୋଇଯାଇଛି । ଆଜିକାଲି ନୂଆଁଖାଇରେ ଅନେକ ଆମର ପରମ୍ପରା ସଂସ୍କୃତିକୁ ଭୁଲି ଯାଇ କୁରେ ପତରରେ ଖାଇବା ବଦଳରେ ସିଲଭର ଖଲି ଦନା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।
Read More...

୨୧୦ କେଜି ଗଂଜେଇ ଜବତ୍‌ କଲା ବଲାଙ୍ଗିର ଜିଲ୍ଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଚୋରା ଚାଲାଣ ବେଳେ ୨୧୦ କେଜି ଗଂଜେଇ ଜବତ୍‌ କରିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ପୋଲିସ । ଏହି ମାମଲାରେ ୩ ଜଣ ଯୁବକଙ୍କୁ ମଧ୍ୟ ଗିରଫ୍‌ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗଂଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର
Read More...

ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କୁଇଜ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ବହଲପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ
Read More...

ଏଆଇଟିୟୁସିର ଶ୍ରମିକ ପ୍ରଶିକ୍ଷଣ ଶିବିର ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ଏବଂ ଦୂତିକୃଷ୍ଣ ପଣ୍ଡା ସ୍ମାରକୀ ଓ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ପଶ୍ଚିମ ଓଡିଶାର ଏଆଇଟିୟୁସି ସହ ଅନୁବଦ୍ଧିତ ବିଭିନ୍ନ କ୍ଷେତ୍ରର ଆଗୁଆ ଶ୍ରମିକସାଥୀମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ଏଆଇଟିୟୁସିର ଉପସଭାପତି
Read More...