Browsing Tag

balangir news

କିରାବାହାଲ ଗାଁରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତ କିରାବାହାଲକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଖଲିଆପାଲି ପଂଚାୟତର ପ୍ରତ୍ୟେକ ଗାଁ ସାଙ୍ଗରେ ମୋର ଭାବଗତ ସମ୍ପର୍କ ଅଛି । ବିଶେଷ କରି ଏହି ପଂଚାୟତ ଅନ୍ତର୍ଗତ କିରାବାହାଲ ଗାଁ କୁ
Read More...

ବଲାଙ୍ଗିର ଭୁଲିଆ ତରଫରୁ ସମାଜ କେନ୍ଦ୍ର ବୋର୍ଡ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ଭୁଲିଆ ମେହେର ସମାଜ ବଲାଙ୍ଗିର ତରଫରୁ ବଲାଙ୍ଗିର କେନ୍ଦ୍ର ବୋର୍ଡ ଗଠନ ସମ୍ବନ୍ଧୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁଲିଆ ସମାଜ କେନ୍ଦ୍ର ବୋର୍ଡ, ବଲାଙ୍ଗିରର କାର୍ଯ୍ୟକର୍ତ୍ତା ଏବଂ ଏହା
Read More...

ବଲାଙ୍ଗିର ପୌରପାଳିକା ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌରପାଳିକା ସଫେଇ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କଲେଜ ଛକ, କଲ୍ୟାଣ ମଣ୍ଡପଠାରେ ଆୟୋଜନ କରାଯାଇଥିଲା । ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ସର୍ବମୋଟ ଦୁଇଶହ ଷାଠିଏ ବ୍ୟକ୍ତି ବିଶେଷ (ସଫେଇ କର୍ମଚାରୀ)ମାନଙ୍କ
Read More...

କପିଲାଭଟା ଗ୍ରାମ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ନେଇ କିଛି ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ନେଇ ଆଜି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ କିଛି ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ
Read More...

ଆନ୍ଦୋଳନରତ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ଦୋଳନରତ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଯୁବନେତା ତଥା ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଦୀର୍ଘ ଆଠ ଦିନ ହେଲା
Read More...

ବଲାଙ୍ଗିର ପୌରାଞ୍ଚଳ ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ଚିହ୍ନଟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ବଲାଙ୍ଗିର ପୌରାଞ୍ଚଳ ସଫେଇ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ
Read More...

ବଲାଙ୍ଗିରଠାରେ “ମୁଁ ବି ମିତା” ଅଭିଯାନ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ “ମୁଁ ବି ମିତା” ଅଭିଯାନ ଉପଜିଲ୍ଲାପାଳଙ୍କ ବୈଠକ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

କୁକୁଡ଼ାହାଡ଼ ଗାଁ ପାଖରେ ସଡ଼କ ଦୁର୍ଘଟଣା : ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁକୁଡ଼ାହାଡ଼ ଗାଁ ପାଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନାଅନୁସାରେ ବଲାଙ୍ଗିର ଟ୍ରିକାପଡ଼ା ଥାନା ଅନ୍ତର୍ଗତ ବଲାଙ୍ଗିର ଧାତୁଜୁରୀ ଗ୍ରାମର ଗଦାନନ୍ଦ ବାଗ (୪୦) କୌଣସି କାମ ଯୋଗେ କଂଟାବାଂଜି ଯାଇଥିବା ବେଳେ କୁକୁଡ଼ାହାଡ଼ ଗାଁ
Read More...

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ କଳିକେଶ ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ସହାୟତା ଯୋଜନାରେ ବିଭିନ୍ନ ସାମାଜିକ ତଥା ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ଅନୁଦାନ ଅନୁମୋଦିତ ହୋଇଛି । ଏହିକ୍ରମରେ ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ବଲାଙ୍ଗିର
Read More...

ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଗୁରୁ ଦିବସରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ କରାଯାଇଥିବା "ଗୁରୁ ବ୍ରହ୍ମା ସମ୍ମାନ ୨୦୨୩" ଉତ୍ସବରେ ଆଲୋକ କୁମାର ପଣ୍ଡାଙ୍କୁ ଗୁରୁ ବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯାଇଛି । ଉକ୍ତ ଉତ୍ସବରେ ଓଡ଼ିଶାର ଶ୍ରେଷ୍ଠ ବିବେଚିତ ୧୫ ଜଣ ଗୁରୁଙ୍କୁ
Read More...