Browsing Tag

balangir news

ବଲାଙ୍ଗିର-ପାଟଣାଗଡ଼ ମୁଖ୍ୟରାସ୍ତା ଉପରେ ବନ୍ୟାର ଦୃଶ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପଜନିତ ବର୍ଷାରେ ବଲାଙ୍ଗିର ସହର ଉବୁଟୁବୁ ହେଉଥିବା ବେଳେ ବଲାଙ୍ଗିର-ପାଟଣାଗଡ଼ ମୁଖ୍ୟରାସ୍ତା ଧୁମାମରା ଆଡକୁ ଯିବା ରାସ୍ତା ଉପରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଉପରେ ଛୁଟୁଛି ଅସମ୍ଭାଳ ପାଣି । ଲୋକେ ରାସ୍ତା ଅତିକ୍ରମ କରିବାକୁ
Read More...

ବଲାଙ୍ଗିର ଶାନ୍ତିପଡା ଚନ୍ଦ୍ରଶେଖରନଗର ଠାରେ କୃତ୍ରିମ ବନ୍ୟା ପରିସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଠାରୁ ବଲାଙ୍ଗିର ସହରରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ବଲାଙ୍ଗିର ପୌର ପରଷିଦ ଅନ୍ତର୍ଗତ ୱାର୍ଡ ନଂ ୨ର ଶାନ୍ତିପଡା ଚନ୍ଦ୍ରଶେଖରନଗର ଠାରେ କୃତ୍ରିମ ବନ୍ୟା ପରିସ୍ଥିତ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଘରକୁ ବର୍ଷା ପାଣି ପଶିଯିବାରୁ
Read More...

ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗିରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା ।
Read More...

ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗିର ସହର । ପ୍ରବଳ ବର୍ଷା ହେତୁ ବଲାଙ୍ଗିର ସହରର ଏଥିରେ ସହରର ବିଭିନ୍ନ ଜାଗାରେ ଘରଗୁଡ଼ିକକୁ ପାଣି ପଶି ଯାଇଥିବା ବେଳେ ଯୁଆଡେ ଦେଖିଲେ ଆଣ୍ଠୁଏ ପାଣି । ଅନ୍ୟପଟେ ବହୁତ ପରିବାର ପାଣି ପଶିବା ହେତୁ ଜଳବନ୍ଦୀରେ ରହିଥିବା
Read More...

ବର୍ଷା ଯୋଗୁଁ ଫସିଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଂଧ୍ୟାରେ ବଲାଙ୍ଗିର ସହରରେ ଜୋର୍‌ସୋର୍‌ ବର୍ଷା ହୋଇଥିବା ବେଳେ ସହରର ଲାଲ୍‌ଟିକ୍ରା ଗ୍ରୀଡ୍‌କୋ ସାମ୍ନାରେ ଥିବା ବଡ଼ଦେଓନଗରରେ ଏକ କାର୍‌ ଫଶି ଯାଇଥିବା ଦେଖିବାକୁ ମିଳିଛି । ମ୍ୟୁନିସିପାଲିଟିର ଅବହେଳା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ବୋଲି
Read More...

ସିଏସ୍‌ପି + ଯୋଜନାରେ କାର୍ଯ୍ୟରତ ସିଏସ୍‌ପିମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ସିଏସ୍‌ପି + ଯୋଜନାରେ କାର୍ଯ୍ୟରତ ସିଏସ୍‌ପିମାନଙ୍କୁ ସାମିଲ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଏସ୍‌ବିଆଇ ସିଏସ୍‌ପି ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ
Read More...

ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତର ଉପାନ୍ତ ଅଞ୍ଚଳଗୁଡିକ ଖୁଲାଗଡ଼, ଲୁହୁରେଟ,
Read More...

ଫଳ ଗୋଦାମର ଗେଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଫଳମୂଳ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ପୂର୍ବ ବିଳମ୍ବିତ ରାତିରେ ବଲାଙ୍ଗିର ପୁରୁଣା ରାଜବାଟି ସ୍ଥିତ ଏକ ଫଳ ଗୋଦାମର ଗେଟ ଭାଙ୍ଗି କିଛି ଦୁର୍ବୃତ୍ତ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଫଳମୂଳ ଚୋରି କରି ନେଇଛନ୍ତି । ସବୁଦିନ ପରି ସେଦିନ ରାତି ୮ଟାରେ ଦୋକାନ ବନ୍ଦ କରିଥିଲେ ଗୋଦାମର
Read More...

ଗାଈ ସହ ବାଡେଇ ହୋଇ ଜଣେ ବାଇକ୍‌ ଆରୋହୀ ଛାତ୍ର ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘସିଏନ୍‌ରେ ରାସ୍ତା ଉପରେ ଠିଆ ହୋଇଥିବା ଗାଈ ସହ ବାଡେ଼ଇ ହୋଇ ଜଣେ ବାଇକ୍‌ ଆରୋହୀ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଟଣାଗଡ଼ ନିକଟସ୍ଥ ଲରମ୍ଭା ଥାନା ଅନ୍ତର୍ଗତ ଦେଭୂଇଁ ଗାଁର +୨ ସାଇନ୍ସ ଛାତ୍ର ବିପିନ ଛତ୍ରିଆ(୧୬) ଘସିଏନ୍‌
Read More...

୨୦୨୪ର ପ୍ରଥର୍ମାର୍ଦ୍ଧରେ ରାଜ୍ୟରେ ସାଧାରଣ ନିର୍ବାଚନ ଥୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ର ପ୍ରଥର୍ମାର୍ଦ୍ଧରେ ରାଜ୍ୟରେ ସାଧାରଣ ନିର୍ବାଚନ ଥୟ । ୨୦୨୪କୁ ଆଉ ମାତ୍ର ସାଢେ଼ ତିନି ମାସ ସମୟ ବାକି ରହିଲା । ଏତିକି ବେଳକୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ଜୋର୍‌ ଧରିବା ଆରମ୍ଭ ହେଲାଣି । ବଲାଙ୍ଗିରରେ କିନ୍ତୁ ଏଇ ଉଷ୍ମତାରେ ଆଉ କିଛି ଅଧିକ ତାତି
Read More...