Browsing Tag

balangir news

ଜୁଆ ଆଡ୍ଡାରୁ ୫ ଜୁଆଡ଼ି ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଗରପଡ଼ାସ୍ଥିତ ଏକ କ୍ଲବ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ୫ ଜୁଆଡ଼ିଙ୍କୁ ଗିରଫ୍‌ କରିଛି । ସେମାନଙ୍କଠାରୁ ୫୩ ହଜାର ୪ ଶହ ଟଙ୍କା ଜବତ କରାଯାଇଥିବା ନେଇ ଟାଉନ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧ ଜଣାଇଛନ୍ତି । ମିଳିଥିବା ସୂଚନା
Read More...

କୁଲତା ସମାଜର ଆଂଚଳିକ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ଘଷିଏନ୍‌ ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାପାଠ କରି ଡାଙ୍ଗବାହାଲ ଆଂଚଳିକ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇ ହର୍ଡାଟାଲ
Read More...

ମାଲପଡା ନାଗରିକ କମିଟିର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡାଠାରେ ନାଗରିକ କମିଟିର ୧୭୫ତମ ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ପଡ଼ାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତା ଓ ଡ୍ରେନଗୁଡିକର ଅବସ୍ଥା ଖରାପ ହୋଇଥିବାରୁ ନୂତନ ପିଚୁ ରାସ୍ତା
Read More...

ଠିକାଦାରପଡ଼ା ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡ଼ା ପୂଜା ମଣ୍ଡପରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ପୂଜା ପାଇଁ କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଶ୍ରୀ ମିଶ୍ର
Read More...

ଅଭିନନ୍ଦନ ସାହିତ୍ୟ ପରିଷଦର କବି ଓ କବିତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଟିକ୍ରାପଡା କାର୍ଯ୍ୟାଳୟଠାରେ ପରିଷଦର ସଭାପତି ଡ. ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ‘କବି ଓ କବିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି
Read More...

ଜଳମଗ୍ନ ହେଲା ତେଣ୍ଡିପାଲି ଗାଁ : କଂଗ୍ରେସ ଦଳ ତରଫରୁ ଚୂଡା ଓ ଚିନି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଗାଣ ବର୍ଷାରେ ସମଗ୍ର ବଲାଙ୍ଗିର ଜିଲ୍ଲା ସମ୍ପୂର୍ଣ୍ଣ ବେହଲା ହୋଇପଡିଛି । ତେବେ ପୁଇଁନ୍ତଲା ବ୍ଲକ ଛତାପିପିଲ ପଂଚାୟତ ଅନ୍ତର୍ଗତ ତେଣ୍ଡିପାଲି ଗାଁ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି । ଏ ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ
Read More...

ବଲାଙ୍ଗିର ଜିଲ୍ଲାରେ ସବୁଥିରେ ନକଲି, ଏଭଳି ନକଲି କାରବାର ପଛପଟେ ଥିବା ରାଜନୈତିକ ଓ ପ୍ରଶାସନିକ ସଂରକ୍ଷଣଣର ଲିଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛ ବର୍ଷ ହେଲା ବଲାଙ୍ଗିର ଜିଲ୍ଲାରେ କ୍ରାଇମ୍‌ ରେଟ୍‌ ବହୁ ଗୁଣିତ ହୋଇଥିବା ବେଳେ ନକଲି ସାମଗ୍ରୀର ବ୍ୟବସାୟର ଆକାର ସାରା ରାଜ୍ୟରେ ଚର୍ଚ୍ଚିତ ହେଉଛି । ଦିନ ଥିଲା ଯେତେବେଳେ କଂଟାବାଂଜିର ନକଲି ଔଷଧ କାରବାର ଏହି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି
Read More...

ଚୁଡାପାଲିଠାରେ ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲିଠାର ଏକ ଜୁଆ ଆଡ୍ଡାକୁ ଚଢାଉ କରି ୧୨ ଜଣଙ୍କୁ ଧରିଛି ବଲାଙ୍ଗିର ସଦର ପୋଲିସ । ତେବେ ସୂଚନା ଆଧାରରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ଭିତରେ ଥିବା ଏକ ଘରେ ବହୁ ଦିନରୁ ଯୁଆଡ଼ିଙ୍କ ଆସର ଜମୁଥିବା ସୂଚନା ପାଇଥିଲା ପୋଲିସ ।
Read More...

ବଲାଙ୍ଗିରରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସଂଧ୍ୟାରୁ ବଲାଙ୍ଗିର ସହରରେ ଲଘୁଚାପଜନିତ ବର୍ଷା ଜାରି ରହିଥିବା ବେଳେ ବର୍ତ୍ତମାନ ବି ଫର୍ଚ୍ଚା ହୋଇନି ମେଘ । ତେବେ ବଲାଙ୍ଗିରରେ ୨ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବା ମଧ୍ୟ ପାଣିପାଗ ବିଭାଗ
Read More...

ବଲାଙ୍ଗିର ସମଲେଇ ଗୁଡ଼ି ଭିତ୍‌ରେ ଆଁଠେ ଲେଖା ପାଏନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ଗୁଡ଼ି ଭିତ୍‌ରେ ଆଁଠେ ଲେଖା ପାଏନ୍‌ । ଗୁଡ଼ି ଗମ୍ଭୀରା ଭିତର୍‌ ତକ୍‌ ପାଏନ୍‌ ଟୁଡ଼ି ଥିବାର୍‌ ଦେଖ୍‌ବାର୍‌ କେ ମିଲିଛେ । ଗଲାକାଲି ବେଲ୍‌ବୁଡ଼ା ନୁଁ ମୂଲ୍‌ ହେଇଥିବାର୍‌ ଲଘୁଚାପ୍‌ ବର୍ଷା ଏଛିନ୍‌ ବି ନେଇଁ ଛାଡ଼୍‌ବାର୍‌ ତାଏଲ୍‌ ।
Read More...