Browsing Tag

balangir news

ବଲାଙ୍ଗିରରେ “ଆୟୁଷ୍ମାନ ଭବଃ” ଅଭିଯାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗର, ଯାହା ନେସନାଲ ପିସ ଊନୀସନ (ଭାରତ) ଦ୍ୱାରା ପରିଚାଳିତ ଦ୍ୱାରା "ଆୟୁଷ୍ମାନ ଭବଃ" ସ୍ୱାସ୍ଥ୍ୟ ଜନ ଜାଗରଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଅଭିନବ ଅଭିଯାନ
Read More...

ବିଧାୟକ ନରସିଂହଙ୍କ ଦୋଷାରୋପକୁ ଖଣ୍ଡନ କଲେ ପୌରାଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୩ ତାରିଖ ଦିନ ବଲାଙ୍ଗିର ସହରରେ ପ୍ରଚଣ୍ଡ ବର୍ଷା ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ବିଧାୟକ ନରସିଂହ ମିଶ୍ର ପ୍ରାକୃତିକ ବିପର୍ଯ୍ୟୟ ସହ ବଲାଙ୍ଗିର ମ୍ୟୁନିସିପାଲିଟିର ଡ୍ରେନେଜ୍‌ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା
Read More...

ନିଜ ଜମି ଫେରସ୍ତ ନ ପାଇଲେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବି : ଜମି ମାଲିକ କ୍ଷେତ୍ର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଜମି ଫେରସ୍ତ ନ ପାଇଲେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୂତ ଦେବାକୁ ଜଣେ ବ୍ୟକ୍ତି ମତ ଦେଇଛନ୍ତି । କର ବନ୍ଧକି ରଖି ଜମି ହଡ଼ପ୍‌ କରିବାକୁ ଯୋଜନା କରୁଛନ୍ତି ଜଣେ ବ୍ୟକ୍ତି । ଏହି ମାମଲାରେ ଗୁହାରି କରି କରି ହାଲିଆ ହେବା ପରେ ବି
Read More...

ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଯାଉ : ଏଆଇଡିଏସ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି କିନ୍ତୁ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ ନାହିଁ । ତେଣୁ ଏହାର ପ୍ରତିବାଦରେ ଏଆଇଡିଏସ୍‌ଓ ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ପାଳନ କରାଯାଇଛି । ଗତ ୫
Read More...

ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉପରେ ମୋଟ୍ ୫୪୦୦୦ ଟଙ୍କା ଜୋରିମାନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲାଙ୍ଗିର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର କରି ଗତକାଲି ୨୬ଟି ଯାନ ଉପରେ ଫାଇନ ପକାଯାଇଛି । ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଉପରେ ମୋଟ୍ ୫୪୦୦୦ ଟଙ୍କା ଜୋରିମାନା କରାଯାଇଛି ।
Read More...

କଂଟାବାଂଜି ରେଂଜ ଫୁଲ୍‌କାନୀ ଗାଁରୁ ବିପୁଳ ପରିମାଣର କାଠ ଜବତ, ୪ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ରେଂଜ ଫୁଲ୍‌କାନୀ ଗାଁରୁ ବିପୁଳ ପରିମାଣର କାଠ ଜବତ ହୋଇଥିବା ବେଳେ ଏହି ମାମଲାରେ ୪ଜଣଙ୍କୁ ଗିରଫ୍‌ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦେ୍ଦଶ କ୍ରମେ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଲେଟପଡା ଗାଁଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ସେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଆହତ ମହିଳା ଜଣକ ପ୍ରେମଶୀଳା ବାଘ (୩୫) ବୋଲି ଜଣାପଡ଼ିଛି । ଏହି ଘଟଣା ଘଟିଛି ବଲାଙ୍ଗିର
Read More...

ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଠାରେ ବଲାଙ୍ଗିର ଜିଲ୍ଲା
Read More...

ମାଛ ଧରିବାକୁ ଯାଇ ମୃତ୍ୟୁବରଣ କରିଥିବା ଗୁଲେଖଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଲୋଇସିଂହା ବିଧାୟକ ଡଃ.…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ପଂଚାୟତର ରେଢ଼ା ଚେକ ଡେମକୁ ଗତକାଲି ପୂର୍ବାହ୍ନରେ ପିପିଲି ଗ୍ରାମର ୩ ଜଣ ମାଛ ମାରିବାକୁ ଯାଇ ଅଘଟଣର ଶିକାର ହୋଇଥିଲେ । ୩ ଜଣ ଯାକ ମାଛଧରା ଜାଲ ନେଇ ରେଢା ଚେକ୍‌ଡେମ୍‌କୁ ମାଛ ଧରିବାକୁ ଯାଇଥିଲେ । ଜାଲ ପକାଇ ମାଛ
Read More...

ସମଲେଶ୍ୱରୀ ମନ୍ଦିରର ସ୍ଥିତି ପରଖିଲେ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଫଳରେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ଭିତରକୁ ବର୍ଷା ଜଳ ପଶି ଯାଇଥିବା ବେଳେ ନାହିଁ ନଥିବା ଅସୁବିଧା ଦେଖାଦେଇଥିଲା । ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଗତକାଲି ସଂଧ୍ୟାରେ ସମଲେଶ୍ୱରୀ ମନ୍ଦିର ପହଂଚି ସ୍ଥିତି ଦେଖିବା ସହ
Read More...