pakka

ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ପେନ୍‌ସନ୍‌ ପ୍ରଦାନ କରିବା ଦାବୀ ନେଇ ଓୟୁଜେର ଦାବୀପତ୍ର ପ୍ରଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ପେନ୍‌ସନ୍‌ ପ୍ରଦାନ କରିବା ଦାବୀ ନେଇ ଆଜି ବଲାଙ୍ଗିର ଓୟୁଜେ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନିର୍ବାଚନ ଆଗରୁ ରାଜ୍ୟ ସରକାର ଦାବୀ ଗୁଡିକ ପୂରଣ ନକଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ବଲାଙ୍ଗିର ଓୟୁଜେ ପକ୍ଷରୁ ଚେତାବନୀ ଦିଆଯାଇଛି ।

jay balangir
Leave A Reply

Your email address will not be published.

three + 1 =

error: Content is protected !!