Browsing Tag

balangir news

ବଲାଙ୍ଗିର କରଣ ସମାଜର ଚିତ୍ରଗୁପ୍ତ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି କରଣ ସମାଜ ତରଫରୁ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ତଥା ବାର୍ଷିକ ଅଧିବେଶନ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳେ ଏକ ବିରାଟ କଳସ ଶୋଭାଯାତ୍ରା କରି ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ
Read More...

ଆଏଜ୍‌ କୋଶଲ୍‌ ରାଏଜ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫ୍‌ ନୁଁ ଅଲଗ୍‌ କୋଶଲ୍‌ ରାଏଜ୍‌ ଦାବୀ ନେଇକରି କୋଶଲ ମହାବନ୍ଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ କୋଶଲ୍‌ ରାଏଜ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫ୍‌ ନୁଁ ଅଲଗ୍‌ କୋଶଲ୍‌ ରାଏଜ୍‌ ଦାବୀ ନେଇକରି କୋଶଲ ମହାବନ୍ଦ ଡାକରା ଦିଆଯାଇଛେ । ଇତାର୍‌ ବିଶେଷ ପ୍ରଭାବ ବଲାଙ୍ଗିର ସହର୍‌ ନେ ଦେଖ୍‌ବାର୍‌ କେ ମିଲିଛେ । ଗୁର୍‌ଦୁ ଟେ ସାମାଜିକ ଅନୁଷ୍ଠାନ୍‌,
Read More...

ବଲାଙ୍ଗିର ଟିକ୍ରାପଡ଼ାରେ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ୫୦ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ଓ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣମୀରେ ସମାପନ ହେବ । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶ୍ରୀକୃଷ୍ଣ ଚୈତନ୍ୟ
Read More...

ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗିର ପୋଲିସର କଡ଼ା ଏକ୍ସନ୍‌,୧୪ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଟ୍ଟାର କଳା ସାମ୍ରାଜ୍ୟ ଉପରେ ବଲାଙ୍ଗିର ପୋଲିସର କଡ଼ା ଏକ୍ସନ୍‌ । ୧୪ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା । ସାରା ସହରରେ ଆଜି ଚାଂଚଲ୍ୟ ସୃଷ୍ଟି କରିଛି ଏହି ଘଟଣା । ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଉପରୁ
Read More...

ବଲାଙ୍ଗିର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଯୋଗଦେଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଏହି ଗସ୍ତ ଅବସରରେ ସେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ହଡ଼ପ୍‌ ଅଭିଯୋଗରେ ୨ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ସାଇବର୍‌ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ହଡ଼ପ୍‌ ଅଭିଯୋଗରେ ୨ ଜଣଙ୍କୁ ବାନ୍ଧିଛି ବଲାଙ୍ଗିର ସାଇବର୍‌ ପୋଲିସ୍‌ । ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ସିନ୍ଧେକେଲା ଥାନା ଅନ୍ତର୍ଗତ ଗଞ୍ଜିଆପଡ଼ା ଗ୍ରାମର କୁଶ ପରାଭୋଇ ଏକ
Read More...

କୋଶଳ କଳା ମଣ୍ଡପଠାରେ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସଦରମହକୁମା ସ୍ଥିତ କୋଶଳ କଳା ମଣ୍ଡପଠାରେ ମହାଆଡମ୍ବର ଅନୁଷ୍ଠିତ ହୋଇଛି ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ଆଜିର ଏହି ଉଦ୍‌ଘାଟନ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ : ନଭେମ୍ବର ୨୮ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଖରିଫ ଧାନ କ୍ରୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୩-୨୪ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭା ସାଂସଦ
Read More...

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଢୁଲୁସର : କାଲସାଏପାଲି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସରେ ଜେକେୱାଇଏସ୍‌ କାଲସାଏପାଲି ୨-୧ ଗୋଲରେ ସମଲେଶ୍ୱରୀ କ୍ଲବ ବଲାଙ୍ଗିରକୁ ହରାଇ ବିଜୟୀ ହୋଇଛି ।
Read More...