Browsing Tag

balangir news

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ ବର୍ଷ ପାଇଁ ପହିଲା ଜାନୁଆରୀ ମାସରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ମାସ ୦୧ ତାରିଖ ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟସ୍ଥିତ
Read More...

୪୦ତମ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲଠାରେ ୪୦ତମ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ ହୋଇଯାଇଛି । ବ୍ଲକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୪ ଗୋଟି ବ୍ଲକରୁ ୧୪୦ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
Read More...

ବଲାଙ୍ଗିରରେ ଗଠନ ହେଲା ଏନ୍‌ଜିଓ ଫୋରମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟାଳୟର ପୁରୁଣା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ପିରାମଲ ଫାଉଣ୍ଡେସନର ଆନୁକୂଲ୍ୟ ତରଫରୁ ଏକ ୨ ଦିନିଆ ଏନ୍‌ଜିଓ କର୍ମଶାଳା ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ ତଥା ନିତି ଆୟୋଗ ପ୍ରଭାରୀ ସୋନିଆଶ୍ରୀ ମଲ୍ଲିକଙ୍କ
Read More...

ଧାନକିଣାରେ ଅବ୍ୟବସ୍ଥା ଅଭିଯୋଗ : ଦେଓଗାଁ ଗାଇବାହାଲ ପଞ୍ଚାୟତରେ ଚାଷୀ ଅସନ୍ତୋଷ

ଏସ୍‌ଏଚ୍‌ଜି ବଦଳରେ ଦେଓଗାଁ ପେକ୍ସକୁ ଦିଆଯିବାକୁ ଯୋଗାଣଅଧିକାରୀଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ମୋଟ ୧୫୮ ପେକ୍ସ ଓ ୧୮ଟି ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଧାନକିଣା ଦାୟିତ୍ୱ ଦିଆଯାଇଛି । ଦେଓଗାଁ ପେକ୍ସରେ ଦେଓଗାଁ ଓ ଗାଇବାହାଲ ଗ୍ରାମପଞ୍ଚାୟତର ଚାଷୀ
Read More...

ବଲାଙ୍ଗିର ରାଧାକୃଷ୍ଣ ମନ୍ଦିର ଏବେ ଚମକିବ : ଭିତ୍ତିପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ବଲାଙ୍ଗିରର ବିଭିନ୍ନ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି କ୍ରମରେ ଆଜି ବଲାଙ୍ଗିର ସହରର ରାଧାକୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି
Read More...

ଦରମା ବୃଦ୍ଧି ଦାବୀ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦରମା ବୃଦ୍ଧି ଦାବୀ ନେଇ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଲ୍‌ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ବଲାଙ୍ଗିର ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାମାନେ । ସେମାନଙ୍କ କହିବା ଅନୁସାରେ ସେମାନେ ୨୦୧୩ ମସିହାରୁ ସ୍ୱଳ୍ପ
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ବଲାଙ୍ଗିର ଟାଉନ ହଲ : ବିଜୁ ବାବୁ କରିଥିଲେ ଉଦ୍‌ଘାଟନ

ପୁନଃ ଉଦ୍ଧାର ଦାବି ନେଇ ଜାନୁଆରୀରେ ହେବ ଆନ୍ଦୋଳନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟଉନ ହଲ ଦୀର୍ଘ ଦିନ ପର୍ଯ୍ୟନ୍ତ ଅବହେଳାର ଶିକାର ହୋଇ ଜାରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହାର ପୁନଃ ଉଦ୍ଧାର ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବୀ କରାଯାଇଥିଲେ ସୁଦ୍ଧା
Read More...

ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଥିବା ପୂଜିତ ଅକ୍ଷତ ଓ ନିମନ୍ତ୍ରଣ ବଲାଙ୍ଗିର ନଗରର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀଙ୍କୁ ଦେବ ନିମନ୍ତ୍ରଣ ସ୍ୱରୂପ ନିବେଦନ କରାଗଲା । ଏ ଅବସରରେ ଦୈନିକ ବଜାର ସ୍ଥିତ
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ନବନିର୍ମିତ ପାଭିଲିଅନ୍‌ର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ନବନିର୍ମିତ ପାଭିଲିଅନ୍‌ର ଉଦଘାଟନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ପାଭିଲିଅନ୍‌ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪୨ କୋଟି ଟଙ୍କାର ଅନୁଦାନ
Read More...

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ : ଅଂଶଗ୍ରହଣ କଲେ ୧୧୨୦ କ୍ରୀଡାବିଦ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡଃ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ତଥା
Read More...