Browsing Tag

balangir news

ଟ୍ରକ୍‌ ଚାପାରେ ଯୁବକଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ଏନ୍‌ଏଚ୍‌ ଅଫିସ୍‌ ସମ୍ମୁଖରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗାନ୍ଧୀନଗରପଡ଼ାର ବିକାଶ ବଘାର(୧୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ଶହ ଶହ ଉତ୍ୟକ୍ତ ପୁରୁଷ ଓ ମହିଳା ରାସ୍ତା ଅବରୋଧ କରି ଟାୟାର୍‌ ଜାଳି ଅସନ୍ତୋଷ
Read More...

ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ବଲାଙ୍ଗିର-ସମ୍ବଲପୁର ରୋଡରେ ଶୋଚନୀୟ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ବଲାଙ୍ଗିର-ସମ୍ବଲପୁର ରୋଡରେ ଏକ ଶୋଚନୀୟ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗାନ୍ଧୀନଗରପଡ଼ାର ବିକାଶ ବଘାର(୧୮) ରାସ୍ତାରେ ଛିଡା ହୋଇଥିବା ବେଳେ ସମ୍ବଲପୁର ପଟରୁ ଆସୁଥିବା ଏକ ବଡ଼ ଟ୍ରକ୍‌ ନଂ
Read More...

ପୁଞ୍ଜିଲାଲଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁର୍ଲା ନିଆଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଜିଲ୍ଲା କାରାଗାରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇ ଭୀମସାର୍‌ରେ ଭର୍ତ୍ତି କରାଯାଇଛି
Read More...

ବଲାଙ୍ଗିର ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକୋତ୍ସବ

ପ୍ରତିଯୋଗିତା ବଦଳରେ ସହଭାଗିତା ଛାତ୍ରଛାତ୍ରୀଙ୍କୁ ଉନ୍ନତ କରିଥାଏ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ (୨)ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଗଣେଶ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ
Read More...

ନିଶାସକ୍ତ ଅବସ୍ଥାରେ ବାଇକ୍‌ ଚଳାଇବା ବେଳେ ଗଛରେ ପିଟି ହୋଇ ଯୁବକ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଅବସ୍ଥାରେ ବାଇକ୍‌ ଚଳାଇବା ବେଳେ ଗଛରେ ପିଟି ହୋଇ ଜଣେ ଯୁବକ ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗ୍ରାମର ଧୀରଜ
Read More...

ତୃଣମୂଳ ସ୍ତରରେ ପ୍ରାକ୍ ବଜେଟ ବିମର୍ଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା । ଯାହାକି ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଆର୍ଥିକ ବ୍ୟବସ୍ଥା ନ କଲେ ଦୂର କରାଯାଇପାରିବ ନାହିଁ । ଏଣୁ ପ୍ରାକ୍ ବଜେଟ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ନୂଆଦିଲ୍ଲୀସ୍ଥିତ ସିବିଜିଏ ଓ
Read More...

ନିଆଁ ପୁଇଁବା ବେଳେ ମିର୍ଗି ରୋଗୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଆଁ ପୁଇଁବା ବେଳେ ଜଣେ ମିର୍ଗି ରୋଗୀଙ୍କ ଉପରେ ଗରମ ପାଣି ପଡ଼ି ଗୁରୁତର ହୋଇଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗୁରୁତର ଜଣକ ହେଉଛନ୍ତି
Read More...

ବଲାଙ୍ଗିର କରାଟେ ଟିମ୍‌ର ବିଶାଖାପାଟଣା ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ବିଶାଖାପାଟଣା ଗସ୍ତ କରିଛନ୍ତି । ଆସନ୍ତା ୨୩ ଓ ୨୪ ଦୁଇ ଦିନ ଧରି ବିଶାଖାପାଟଣାର ସ୍ୱର୍ଣ୍ଣଭାରତୀ ଷ୍ଟାଡିଅମରେ ୨୧ତମ ସର୍ବଭାରତୀୟ ଅନ୍ତଃ ବିଦ୍ୟାଳୟ ଓ ସିନିଅର ବର୍ଗର ଚମ୍ପିଆନସିପ ଅନୁଷ୍ଠିତ ହେବ । ଅଲ୍‌
Read More...

କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ : ଫାଇନାଲରେ ବଲାଙ୍ଗିର ଏଫ୍‌ସି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋଟ୍‌ର୍ସ ହଷ୍ଟେଲ ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲି ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଚାଲିଥିବା କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲର ପ୍ରଥମ ସେମିଫାଇନାଲରେ ବଲାଙ୍ଗିର ଏଫ୍‌ସି ୨-୧ ଗୋଲରେ ତେନ୍ତୁଳିଖୁଣ୍ଟିଙ୍କୁ ହରାଇ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ ବର୍ଷ ପାଇଁ ପହିଲା ଜାନୁଆରୀ ମାସରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ମାସ ୦୧ ତାରିଖ ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟସ୍ଥିତ
Read More...