Browsing Tag

balangir news

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ : ଅଂଶଗ୍ରହଣ କଲେ ୧୧୨୦ କ୍ରୀଡାବିଦ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡଃ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ତଥା
Read More...

ଦୀର୍ଘ ୮ ଦିନ ଧରି ବୁଲିଲା ଯାଦବ ସଚେତନତା ରଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଂଚାୟତର କୁର୍ଲୁପାଲିସ୍ଥିତ ମା' ସମଲେଶ୍ୱରୀଙ୍କ ପୀଠଠାରେ ପୁଇଁତଲା ବ୍ଲକ ଯାଦବ ମହାସଭା ଆୟୋଜନରେ ଗତ ୧୪ ତାରିଖ ଦିନ ଯାଦବ ସଚେତନତା ରଥ ଶୁଭାରମ୍ଭ ହୋଇଥିବା ବେଳେ ଆଜି ଗଇଁତଲା ପଞ୍ଚାୟତ
Read More...

ଆଦିବାସୀଙ୍କ ଦାବୀକୁ ନେଇ ନବୀନ ନିବାସରେ ଆଦିବାସୀ ନେତା ସତ୍ୟ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ନିବାସରେ ଭି.କେ. ପାଣ୍ଡିଆନ ୫ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ରାଜ୍ୟର ଦାବୀ ତଥା ବଲାଙ୍ଗିର ଜିଲ୍ଲା ଦାବୀକୁ ଉପାସ୍ଥନା କରିଥିଲେ । ନଭେମ୍ବର ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ଦ୍ୱାରା ଗୃହିତ ରେଗୁଲେସନ ୨/୧୯୫୬ ଆଇନକୁ ପ୍ରତ୍ୟାହାର କରାଯାଉ କାରଣ ଏହି
Read More...

ଆମ୍ବେଦକର ଭବନ ଶିଳାନ୍ୟାସ କଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ମିଳିଥିବା ଅନୁଦାନରେ ଜିଲ୍ଲା ଦଳିତ ସମାଜର ଆମ୍ବେଦକର ଭବନ ସୋନପୁରରୋଡ ସ୍ଥିତ ବଲାଙ୍ଗିର କଲେଜ ସମ୍ମୁଖରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ
Read More...

ଧରାପଡିଲେ ଏଟିଏମ୍‌ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ରାତିରେ ଲୁଟିଥିଲେ, ଗୁରୁବାର ଧରାପଡିଲେ ଏଟିଏମ୍‌ ଲୁଟେରା । ଲୁଟ ୬ଲକ୍ଷ ୬୨ ହଜାର ୮ ଶହ ଟଙ୍କା ଜବତ କଲା ପୋଲିସ । ଲୁଟ୍‌ରେ ବ୍ୟବହୃତ ଗ୍ୟାସ କଟର୍‌ ସହ ଏକ କ୍ରେଟା ଗାଡି ମଧ୍ୟ ଜବତ ହୋଇଥିବା ବଲାଙ୍ଗିର ଏସ୍‌ପି. ରିଷିକେଶ ଖିଲାରୀ ସାମ୍ବାଦିକ
Read More...

କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ : ଖଲିଆପାଲି ଜେଜେସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ଓ ଜଗନ୍ନାଥ ସ୍ପୋଷ୍ଟିଂ ଖଲିଆପାଲିର ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଚତୁର୍ଥ ଦିନରେ ଖଲିଆପାଲି ଜେଜେସି ବନାମ୍‌ ପ୍ରୋଗ୍ରେସିଭ୍‌ କ୍ଲବ ଖେଳ ନିର୍ଦ୍ଧାରିତ
Read More...

ବଲାଙ୍ଗିର ସଦର ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଂଜଳି ହୋତା, ବଲାଙ୍ଗିର ପୌର
Read More...

କୋସଲି ଭାଷାର ପ୍ରସାର ନିମନ୍ତେ ଚିନ୍ତନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲି ଭାଷାର ବହୁଳ ପ୍ରସାର ତଥା ବିକାଶ ନିମନ୍ତେ ଆଲୋଚନା ପାଇଁ କୋସଲି କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଯାଇଛି । କୋସଲି ଭାଷା ଓ ସଂସ୍କୃତି ଗବେଷକ ସୁରଜିତ ସିଂ ମହାରଥା ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଗବେଷକ ନିମାଇଁ
Read More...

ଟିକ୍ରାପଡ଼ା ୟୁଜିଏମ୍‌ଇ ସ୍କୁଲ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୮ବର୍ଷ ବ୍ୟବଧାନ ପରେ ଟିକ୍ରାପଡ଼ା ୟୁଜିଏମ୍‌ଇ ସ୍କୁଲ ବ୍ୟାଚ୍‌ର ପିଲା ଦିନର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସମସ୍ତ ବନ୍ଧୁମାନେ ଉପସ୍ଥିତ ରହି ସ୍କୁଲ ଦିନର ସ୍ମୃତିକୁ ଉଜାଗର କରିବା ସହିତ ସୌହାଦ୍ୟପୂର୍ଣ୍ଣ ବାତାବରଣରେ ପରସ୍ପର ମଧ୍ୟରେ ଖୁସିମଜା
Read More...

ଭୂମିକାର ସ୍ଵନକ୍ଷତ୍ର ଦିବସ ଓ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ସାଧାରଣ ବୈଠକ ପାଟଣାଗଡ ନିକଟସ୍ଥ ଖୋଲାଗଡ଼ଠାରେ ଅନୁଷ୍ଠିତ ହୋଯାଇଅଛି । ଭୂମିକାର ସଭାପତି ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକର ପ୍ରଥମ ଅଧିବେଶନରେ ଗତ ବର୍ଷର ବିଭିନ୍ନ
Read More...