Browsing Tag

balangir news

ଲୋକଙ୍କ ନିକଟତର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ…
Read More...

ଉପମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ…
Read More...

ବଲାଙ୍ଗିର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଏଫ୍‌ଓଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା…
Read More...

ଭିନ୍ନକ୍ଷମ ହିରୋ ସୁନାଙ୍କୁ ଆବାସ ଘର ସାତ ସପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁର ବାସିନ୍ଦା ହିରୋ ସୁନା (୩୭) ଜନ୍ମରୁ ସେ ଭିନ୍ନକ୍ଷମ ଅଟନ୍ତି । ଡାହାଣ ଗୋଡ଼ ସରୁ ହୋଇ ବାମ ଗୋଡ଼ରୁ ଛୋଟ ଥିବାରୁ ଠିକ୍‌ରେ ଚାଲି ପାରନ୍ତି ନାହିଁ କି କୌଣସି କାମ ଧନ୍ଦା…
Read More...

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ଅଘରିଆ ସମାଜ ପକ୍ଷରୁ ଭବ୍ୟ ସ୍ୱାଗତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ତରଫରୁ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ପ୍ରଥମ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜଗନ୍ନାଥ…
Read More...

ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ବଲାଙ୍ଗିର ନାଗରିକ କମିଟିର ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କ ସହ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣକୁ ବଲାଙ୍ଗିର ନାଗରିକ କମିଟି ମୂଳରୁ ବିରୋଧ କରିଆସିଛି । ଟାଟା ପାୱାର ଜବରଦସ୍ତି ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ୍‌ ଉପଭୋକ୍ତଙ୍କ ଉପରେ ବ୍ରିଟିସ୍‌ ରାଜତ୍ୱ ନୀତିରେ ଆର୍ଥିକ ବୋଝ ଲଦିଚାଲିଛି । ଉପଭୋକ୍ତାମାନେ ଟାଟା…
Read More...

କଳିକେଶଙ୍କୁ ସମ୍ବର୍ଦ୍ଧନା ଦେଲା ବଲାଙ୍ଗିର ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ଓ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା କହିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଅମରେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ…
Read More...

ଦିଲ୍‌ଦାର୍ ବସ୍‌କୁ ଧକ୍କା ଦେଲା କିଙ୍ଗଫିସର୍‌ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତିରେ ବଲାଙ୍ଗିର ଭାଗିରଥି ଛକରେ ଶୋଚନୀୟ ବସ୍‌ ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁଇଟି ଦ୍ରୁତଗାମୀ ବସ୍‌ ନବରଙ୍ଗପୁରରୁ ଭୁବନେଶ୍ୱର ପଟକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଧକ୍କା ହେବା ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ବସ୍‌ର ଯାତ୍ରୀମାନେ…
Read More...

ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ନିର୍ବାଚନ ଓ ପ୍ରଭାକର ରଥଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିର ଦଧିବାମନ ମନ୍ଦିର ଠାରେ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂଜ୍ୟପୂଜା ସେବା ସଂଗଠନର ଦୁଇ ବାର୍ଷିକ ନିର୍ବାଚନ ଓ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ୩୩ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ପ୍ରଥମ…
Read More...

୩୦ତମ ଓଡିଶା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରକୁ ୫ଟି ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ମଧୁସୂଦନ ଭବନ ଠାରେ ତା. ୫ରୁ ୭ ଜୁଲାଇ ୨୦୨୪ ୩୦ତମ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୨୨ଟି ଜିଲ୍ଲାରୁ ପ୍ରାୟ ୩୦୦ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ସେଥିରେ ବଲାଙ୍ଗିର ଜିଲ୍ଲାରୁ ୬ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ।…
Read More...