Browsing Tag

balangir news

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବୀନ ଓଡ଼ିଶାର ବିକାଶ ଧାରାରେ ଆଜି ଯୋଡ଼ି ହୋଇଯାଇଛି ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଜି ଉଦ୍‌ଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକ୍‌ତେଲ ଡେମ୍‌ । ଏହି ପ୍ରକଳ୍ପକୁ
Read More...

ମୁଖମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବ ବଲାଙ୍ଗିର ଉଦ୍ୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତଥା ଜିଲ୍ଲାର ସବୁଠାରୁ ବଡ ପାର୍କ ହେଉଛି ବଲାଙ୍ଗିର ଉଦ୍ୟାନ । ଆଉ ଏହି ବଲାଙ୍ଗିର ଉଦ୍ୟାନ ରହିଛି ବଲାଙ୍ଗିର ଟିଟିଲାଗଡ ରାସ୍ତା ବିଌାଖମନ୍‌ଠାରେ । ୭ ଏକର ଜାଗାରେ ଏହି ପାର୍କ ନିର୍ମିତ ହୋଇଥିବା ବେଳେ ଏହାର ନିର୍ମାଣ ପାଇଁ ୫ କୋଟି ଟଙ୍କା
Read More...

ତୁଷୁରା ଏୟାର୍‌ ପୋର୍ଟରେ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗସ୍ତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଥିବା ବେଳେ ତୁଷୁରା ଏୟାର୍‌ ପୋର୍ଟରେ ଏବେ ତାଙ୍କ ବିମାନ ଅବତରଣ କରିଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ନେତା ମନ୍ତ୍ରୀଙ୍କ ବେଶ୍‌ ଭିଡ଼ ଜମିଥିବା
Read More...

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୨୭ ମସିହା ଜାନୁଆରୀ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ସାରସ୍ୱତ ସ୍ରଷ୍ଟା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି
Read More...

ଆର୍‌ସିଡ଼ିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବା ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଆର୍‌ସିଡ଼ିସି(RCDC) ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାସଙ୍କ ଅକାଳ ବିୟୋଗରେ ବଲାଙ୍ଗିରସ୍ଥିତ କାର୍ଯ୍ୟାଳୟଠାରେ ଏକ
Read More...

ଆଶୀର୍ବାଦ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ନବବର୍ଷରେ ଖୋଲିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର କାର୍ଯ୍ୟାଳୟ ରାଜେନ୍ଦ୍ର ପାର୍କ ଗେଟ ପାଖକୁ ଲାଗି ଆଶୀର୍ବାଦ ନାମରେ ଶିଶୁମାନଙ୍କ ଚିକିତ୍ସା କେନ୍ଦ୍ର ଆଜି ନବବର୍ଷର ପ୍ରଥମ ଦିନରେ ଆରମ୍ଭ ହୋଇଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲର ସିନିଅର ରେସିଡେ଼ଣ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷର ପ୍ରଥମ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ମୁଖ୍ୟାଳୟସ୍ଥିତ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ମେଣ୍ଡା ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସରଗାଡ ଦଳକୁ ହରାଇ ଅର୍ଡା ଦଳ ଚମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲ ପଡିଆରେ ମେଣ୍ଡା ସ୍ପୋଟିଙ୍ଗ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ହୋଇଥିବା ଫାଇନାଲ ମ୍ୟାଚରେ ସରଗାଡ ଦଳକୁ ହରାଇ ଅର୍ଡା ଦଳ ବିଜୟୀ ହୋଇ ଟ୍ରଫି ସହ ୧୫୦୦୦ ନଗଦ ରାଶି ହାସଲ
Read More...

ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

ସରପଞ୍ଚ, ୱାର୍ଡମେମ୍ବର ଓ ପରିବେଶକର୍ମୀଙ୍କୁ ସମ୍ମାନୀତ କରି ପରିବେଶ ସୁରକ୍ଷାର ଶପଥ ପାଠ ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଂରାଜୀ ନବବର୍ଷର ଶେଷଦିନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଭୋଜିଭାତ ତଥା ପିକନିକ କରି ପାଳନ କରୁଥିବା ବେଳେ ବଲାଙ୍ଗିରର ଟାଙ୍କିଆ ଜାମ କମିଟି ଏହାକୁ ନିଆରା
Read More...

ବଲାଙ୍ଗିର ସଦର ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକରେ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବିଡିଓ ଶରତ କୁମାର ସେଠୀ, ସମିତି ସଭ୍ୟ ଗୋଲାପ
Read More...