Browsing Tag

balangir news

୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କରିଛି ପୁଇଁତଲା ପୋଲିସ । ପୁଇଁତଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ ଲିଟର ୮ ଶହ ଗ୍ରାମ ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗାଁର ହୁଲେଶ୍ୱର କଲତା(୩୧)ଙ୍କ ଠାରୁ ଚଢ଼ାଉ
Read More...

ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ, ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ କରାଯାଇ ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଶଙ୍କରଭୋଜି ଛକର ରବୀନ୍ଦ୍ର ପାତ୍ର(୨୭)ଙ୍କ ଠାରୁ ଚଢ଼ାଉ ବେଳେ ପୁଇଁତଲା ପୁଲିସ ୭ ଲିଟର ଦେଶୀ ମଦ ପାଉଚ୍‌
Read More...

ସର୍ବଭାରତୀୟ ନାଟ୍ୟ ସମାରୋହ ‘ମଠଖାଇ ମହୋତ୍ସବ’ର କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜାନୁୟାରୀ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମଠଖାଇ ମହୋତ୍ସବ-୨୦୨୪ ଆୟୋଜନ ପାଇଁ ଏହାର କାର୍ଯ୍ୟାଳୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଶୀତ ଋତୁରେ ପ୍ରବଳ ଥଣ୍ଡା ସମୟରେ ଆମେ ନିଜକୁ ସ୍ୱିଟର, କମ୍ବଳ ଏବଂ ଉତ୍ତାପ ବସ୍ତ୍ର ସହିତ ଗରମ କରିଥାଉ । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ ପୋଷାକ ମଧ୍ୟ ନଥାଏ । ସେମାନେ ଶୀତରେ
Read More...

ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡାସ୍ଥିତ ପ୍ରହରିଛକ ନିକଟସ୍ଥ ଦୁର୍ଗା ଚରଣ ସାହୁଙ୍କ ବାସଭବନରେ ଜନକଲ୍ୟାଣ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ର ତଥା ଅବସରପ୍ରାପ୍ତ କୃଷି ଅଧିକାରୀ କେଶବ ଚରଣ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ ।
Read More...

ଯୁବ ଡାକ୍ତରଙ୍କୁ ମାଡ଼ ଘଟଣାର ଖୁଲାସା କଲେ ଏସ୍‌ଡ଼ିପିଓ ତୋଫାନ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ର ଯୁବ ଡାକ୍ତରଙ୍କୁ ମାଡ଼ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏକ ପ୍ରେସ୍‌ମିଟ୍‌ ଆହ୍ୱାନ କରି ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ
Read More...

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ୍ ମିଶନ ଶକ୍ତି ଭବନ, ଗଇଁତଲାଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ୍ ଅଧକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟ ବକ୍ତା
Read More...

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲେ ଶ୍ରମିକ । ସୂଚନା ଅନୁସାରେ, ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ନିବାସୀ କେଦାର ତାଣ୍ଡି(୩୬) ଲେବର୍‌ କାମ କରିବାକୁ ପ୍ରତ୍ୟହ କଂଟାବାଂଜିକୁ ଯିବା ଆସିବା କରୁଥିବା ବେଳେ ଗତକାଲି ସଂଧ୍ୟାରେ ଫେରିବା ସମୟରେ ବେଲପଡ଼ାଠାରେ
Read More...

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା । ଏଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବନ୍ଧପଡ଼ା ଥାନା ଅନ୍ତର୍ଗତ କୁମ୍‌ପଥର ଗାଁର ଭଗବାନ ପରାଭୋଇ(୩୫) ରେଙ୍ଗାଲିକୁ କୌଣସି କାମରେ ଯାଇ ଆଜି ଭୋର୍‌ ସକାଳୁ ବାଇକ୍‌ରେ ଫେରୁଥିବା ବେଳେ ସାମ୍‌ନା ଆଡ଼ୁ ଆସୁଥିବା ବିନା
Read More...

ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦେଲେ ନରସିଂହ

ଶିକ୍ଷା ଓ ଏକତା ଗଣ୍ଡ ସମାଜ ପାଇଁ ଅର୍ଥନୈତିକ ବିକାଶର ବାଟ ଫିଟାଇବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡ ଭବନର ଭିତ୍ତି ପ୍ରସ୍ତର ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ଆଦିବାସୀଙ୍କୁ ଶିକ୍ଷା, ସଂସ୍କୃତି,
Read More...