Browsing Tag

balangir news

ବିଲାସିନୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚାଣ୍ଟିମୁଣ୍ଡା ଗ୍ରାମରେ ବିଲାସିନୀ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ହାତୀସର ଦଳକୁ ହରେଇ ଦୁଆନପାଲି ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ପ୍ରତିଯୋଗିତା ଚାଣ୍ଟିମୁଣ୍ଡାର
Read More...

ବଲାଙ୍ଗିରରୁ ଯିବ ଅଯୋଧ୍ୟାକୁ ଏକ ନିଆରା ହାତଲେଖା ପୁସ୍ତକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜାନୁୟାରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବଲାଙ୍ଗିର ଶରତ ଚନ୍ଦ୍ର ଜଶୱାଲଙ୍କ ଦ୍ୱାରା ଲିଖିତ ଏକ ଲକ୍ଷ ଏକାବନ ହଜାର ଶହେ ଆଠ ନିଜ ହସ୍ତରେ କଲମ ମୂନରେ ଲେଖା “ଜୟ ଶ୍ରୀରାମ” ବଲାଙ୍ଗିର ରାମ
Read More...

ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ବଲାଙ୍ଗିର ନଗରସ୍ଥିତ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଜରଙ୍ଗ ଦଳ କଲିକତା କ୍ଷେତ୍ର(ଓଡିଶା, ପଶ୍ଚିମବଙ୍ଗ, ସିକିମ୍ ଓ ଆଣ୍ଡାମାନ ନିକୋବର)ର କ୍ଷେତ୍ର ସଂଯୋଜକ ଅମଲ
Read More...

ଯୁବ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ୨ ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଉସ୍‌ ସର୍ଜନ ଯୁବ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଯୁବକଙ୍କୁ ଗିରଫ୍‌ କରିବାରେ ବଲାଙ୍ଗିର ପୋଲିସକୁ ସଫଳତା ମିଳିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ପ୍ରାୟ ସାଢେ଼ ୫ଟା ସମୟରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ
Read More...

ଆଜି ପୂର୍ବାହ୍ନରେ ପୁଣି ଧାରଣାରେ ବସିଲେ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାକ୍ତର ବିଶ୍ୱରଞ୍ଜନ ସାହୁଙ୍କୁ ମାଡ ଘଟଣାର ପ୍ରତିବାଦ କରି ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ ସମ୍ମୁଖରେ ବସି ଧାରଣା ଦେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଆଉଟ୍‌ ଡୋର୍‌ ଡିଉଟି
Read More...

ଆକବର ଖାନଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଯୁବ ନେତା ତଥା ବ୍ୟବସାୟୀ ଆକବର ଖାନ୍‌ଙ୍କ ପିତୃ ବିୟୋଗ ଘଟିଛି । ପିତା ଅବ୍‌ଦୁଲ ଗଫାର ଖାନ୍‌ଙ୍କୁ ମୃତ୍ୟୁ ସମୟରେ ୭୬ ବର୍ଷ ହେଉଥିଲା । ବିଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ଗୁରୁବାର ସନ୍ଧ୍ୟା ସମୟରେ
Read More...

ସାଧାରଣ ଲୋକଙ୍କ ବନ୍ଧୁ କିଶୋରୀ ମହାରାଜଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଧାରଣ ଲୋକଙ୍କ ସାଥୀ ପୂର୍ବତନ କାଉନସିଲର କିଶୋରୀ ମହାରାଜଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ କିଶୋର ଚନ୍ଦ୍ର ଦାସ ଗରିବ ଜନସାଧାରଣଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତା ପାଇ ବହୁ ଚର୍ଚ୍ଚିତ ଥିଲେ । ସ୍ୱର୍ଗତ ଦାଶ ବଲାଙ୍ଗିର ପୌର ପାଳିକାରୁ ଏକାଧିକ ଥର
Read More...

ବିଲାସିନୀ ମେମୋରିଏଲ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ପଂଚାୟତର ଚାଣ୍ଟିମୁଣ୍ଡା ଗ୍ରାମରେ ଦ୍ୱି-ଦିବସୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଗ୍ରାମାଞ୍ଚଳର ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି
Read More...

ଜିଲ୍ଲା କଂଗ୍ରେସ କମିଟି ତରଫରୁ ସେବା ଓ ବଳିଦାନର ୧୩୮ତମ ବର୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସେବା ଓ ବଳିଦାନର ୧୩୮ ତମ ବର୍ଷ ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତର ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ,
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ଅଷ୍ଟମ ପ୍ରତିଷ୍ଠା ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ମହିଳା ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ଅଷ୍ଟମ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟଠାରେ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ଶିକ୍ଷାବିତ୍‌ କୁମୁଦିନୀ ମିଶ୍ର ମୁଖ୍ୟ ଅତିଥି,
Read More...