Browsing Tag

balangir news

ଜିଲ୍ଲା ଜୁନିୟର ରେଡକ୍ରସର କାର୍ଯ୍ୟକାରୀ କମିଟି ବୈଠକ

ବିକାଶ ସାହୁ ହେଲେ ନୂତନ ଜୁନିୟର ରେଡକ୍ରସ ଅଫିସର ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଧ୍ୟକ୍ଷ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜୁନିଅର ରେଡକ୍ରସର
Read More...

ବଲାଙ୍ଗିର ପରିବହନ ବିଭାଗ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା

ଏହି ଅବସରରେ ସଚେତନତା ରଥର ଶୁଭାରମ୍ଭ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁଆରୀ ୧ ତାରିଖରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ସଡକ ଓ ପରିବହନ ବିଭାଗ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି । ଏହି ଅବସରରେ ଗତ ୧ ତାରିଖରେ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ
Read More...

ଲରମ୍ଭାଠାରୁ ଭରତବାହାଲ ୯ କିଲୋମିଟର ରାସ୍ତାକାମ ନିମ୍ନମାନର ହେଉଥିବା ଅଭିଯୋଗ କଲେ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭାଠାରୁ ଭରତବାହାଲ ୯ କିଲୋମିଟର ରାସ୍ତାକାମ ନିମ୍ନମାନର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ବିନା ମେସିନରେ କାମ ହେଉଥିବାରୁ ଖାଲଢିପ ରହୁଛି । ଏତେ ମାତ୍ରାରେ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଗୋଟିଏ ସ୍ତର ମଧ୍ୟ
Read More...

ସହୀଦ ହେମନ୍ତ ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ରିନ୍‌ବଚନ ଗ୍ରାମର ଖେଳ ପଡିଆରେ ଚାଲିଥିବା ସହୀଦ ହେମନ୍ତ ନାଏକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ବୁଢ଼ାରଜା କ୍ରିକେଟ
Read More...

କ୍ୟାସ୍‌ ପ୍ରାଇଜ୍‌ ଦେବାକୁ କହି ଠକିଦେଲା ଦୁବୃର୍ତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଏକ ସାଇବର୍‌ କ୍ରାଇମ୍‌ ସାମ୍ନାକୁ ଆସିଥିବା ବେଳେ ଠକେଇର ଶିକାର ହୋଇଥିବା ପୀଡ଼ିତା ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଚିମିନିଭାଟିପଡାର ସନ୍ଧ୍ୟା ପାତ୍ରଙ୍କ ଠାରୁ ଏଭଳି ଭାବରେ ଠକେଇ
Read More...

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ସମରେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଲୋକାର୍ପଣରେ ଚାଷୀ ବିସ୍ଥାପିତଙ୍କ କଥା କମ, ରାଜନୈତିକ ଗନ୍ଧ ବେଶି : ସମରେନ୍ଦ୍ରପୋଷ୍ଟର ଲଗାଇଥିବା ଲୋକ ୨୯ଟି ଗାଁରେ ୨୯ ଘଣ୍ଟା ସମୟ ଦେଇନାହାନ୍ତି : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) :ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ସମରେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି
Read More...

ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସୁଦପଡା ରେଳ ଫାଟକ ନିକଟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବୃଦ୍ଧ ଜଣକ କଂଶାରୀପଡାର ଧ୍ରୁବ ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଧ୍ରୁବ ଆଜି ୧୧ଟା ସମୟରେ ରେଳ ଧାରଣା ନିକଟକୁ ଶୌଚ
Read More...

ହରିଶଙ୍କର ମନ୍ଦିରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ : ମାହେଶ୍ୱରୀ ପକ୍ଷରୁ ଡଷ୍ଟବିନ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ହରିଶଙ୍କର ପୀଠକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ପାଇଁ ଏକ ସଚେତନତା ଧର୍ମୀ କାର୍ଯ୍ୟ ରୂପେ ଡଷ୍ଟବିନ୍‌ ବଣ୍ଟନ ହୋଇଛି
Read More...

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି
Read More...

ସଦାଇପାଲିରେ ନାଟବାଦୀ-ନାଟଯାତ୍ରା ଫେବୃୟାରୀ ୨୫ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ରଙ୍ଗମଂଚରେ ଚଳିତ ବର୍ଷ ଫେବୃୟାରୀ ୨୫ରୁ ୨୯ ପର୍ଯ୍ୟନ୍ତ ମହାକୋଶଲ କୋଶଲୀ ନାଟବାଦୀ-ନାଟଯାତ୍ରା ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୁତି ବୈଠକରେ
Read More...