csstore

ମାଧିଆପାଲି ଗ୍ରୀଡ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ମାଧିଆପାଲି ଗ୍ରୀଡ୍‌ରେ ଟିପିଡବ୍ଲୁଓଡିଏଲ୍‌ର ଆର୍‌ଇସି ସେକ୍ସନ୍ ପକ୍ଷରୁ ହରିଡା, ବାହାଡା, ଅଁଳା, ନିମ୍ବ, ସାଗୁଆନ, ସଜନା ଭଳି ୨୦୦ରୁ ଅଧିକ ଗଛ ଗ୍ରୀଡ୍ ପଛପଟେ ଥିବା ଖାଲି ପଡିଆଠାରେ ସମସ୍ତ କର୍ମଚାରୀ ରୋପଣ କରିଥିଲେ । ସିଇଓ ପ୍ରବୀଣ ବର୍ମା, ଏ.ସି ଆଶିଷ କୁମାର ପଣ୍ଡା, ଆର୍‌ଇସି ଏସ୍‌ଡିଓ ସୁନୀଲ ସ୍ଵାଇଁ, ସେକ୍ସନ ଅଫିସର ରିଆଜୁଲ୍ ହକ୍, ସେଫଟି ଅଫିସର ସୌଭାଗ୍ୟ ପରିଡା, ଏଚ୍‌ଆର୍ ବୁଦ୍ଧଦେବ ମିଶ୍ର, ଏଡ୍‌ମିନ୍‌ ସଂଜୀବ ଜେନା, କୋଡିନେଟର ଅଂଶୁମାନ ମହାନ୍ତି, ସେଫ୍‌ଟି ଅଫିସର ଫର୍ଚୁନ୍ ସାହୁ, ଲାଇନ୍‌ମ୍ୟାନ୍‌ ଶିବପ୍ରସାଦ ମିସ୍ତ୍ରୀ, ସୁନିଲ ବାରିକ, ରମେଶ ସାହୁ, ସୁପର୍‌ଭାଇଜର୍‌ ଗୋପୀକାନ୍ତ ବେହେରା, ଦେବବ୍ରତ ନାଗ, ଦିବ୍ୟଜ୍ୟୋତି ନାଗ, ଇଏସ୍‌ଓବି ତାପସ ବାରିକ, କେ. ତେଜସ୍, ଲାଇନଜମ୍ୟାନଜ ରିତୁ ପଧାନ, ପ୍ରିୟନାଥ ଦଣ୍ଡସେନା, ରଞ୍ଜନ ଡାଙ୍ଗ, କୃତିବାସ ପଧାନ, ସଲିଲ ଥନାପତି, ପ୍ରଶାନ୍ତ ସାଏ, ସୁନୀଲ ବେହେରା, ରାଜା ମୁର୍ମୁ, ସୁଜ୍ଞାନ ନାଏକ, ମିକୁ ପଧାନ, ଆଶିଷ ବାଗ, ଜିତେନ୍ଦ୍ର ସିଂହ, ବିମ୍ବାଧର ସାଏ, ପାଣ୍ଡବ ଦାସ, ଗୋପାଳ ଗଡୁଆ, ମୁକେଶ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଏହି ସମସ୍ତ ଗଛର ଯତ୍ନନେଇ ପରିବେଶକୁ ଏବଂ ଆମର ଭବିଷ୍ୟତକୁ ବିପଦ ସମ୍ମୁଖରୁ ବଞ୍ଚାଇବା ଏବଂ ସମାଜକୁ କିପରି ଗଛ ଲଗାଇ ଗ୍ରୀଷ୍ମତାପରୁ ରକ୍ଷା ପାଇବା ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ଏବଂ ଆମ ପରିବେଶକୁ ସନ୍ତୁଳନ କରିବା ସହିତ ସାରା ଜୀବଜଗତକୁ ବୃକ୍ଷମୟ କରିବା ପାଇଁ ଆହ୍ୱାନ ଦେଇଥିଲେ ।

jayashree
Leave A Reply

Your email address will not be published.