Browsing Tag

balangir news

ଡାକ୍ତରଖାନା ପରିସରରେ ରୋଗୀ ଓ ସମ୍ପର୍କୀୟଙ୍କୁ ଖାଦ୍ୟ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶିବରାତ୍ରି ଉପଲକ୍ଷେ ଆମ ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ହସ୍ପିଟାଲ ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଗଲା । ଖୁସିର କଥା ୧୦୦୦ରୁ ଅଧିକ ବ୍ୟକ୍ତି ଏହାର ସୁଯୋଗ ନେଇଥିଲେ । ମଲମୁଣ୍ଡା
Read More...

ପ୍ୟାରିସରେ ପିଏଚ୍‌ଡି ଲାଭ କଲେ ବଲାଙ୍ଗିରର ପୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫ୍ରାନ୍ସ ଦେଶର ପ୍ୟାରିସ ସ୍ଥିତ ଡିଲିଲ୍‌ ପ୍ରତିଷ୍ଠାନରେ ବଲାଙ୍ଗିର ମାଲପଡାର ବାଳଯୋଗୀ ମୋହନ ଦାଶ ପିଏଚ୍‌ଡି ଲାଭ କରି ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି । ଉପରୋକ୍ତ ପ୍ରତିଷ୍ଠାନରେ ଛାତ୍ରବୃତ୍ତି ଲାଭ କରି ତିନି ବର୍ଷ ଗବେଷଣା ପରେ ସେ ଏହି ଡିଗ୍ରୀ ହାସଲ
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରରେ ଜାତୀୟ ସେବା ଯୋଜନା ଦ୍ୱାରା ଏକ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଓଡିଶାରେ ନିର୍ବାଚିତ ୪୦ଟି ମହାବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର କଲେଟ
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨୨ ଲକ୍ଷ ଟଙ୍କା ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଶୁଭ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଥିବା ସର୍ବ ପୁରାତନ ଲୋକନାଥ ମନ୍ଦିରର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟର କାମ ହେବ । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨ଟି
Read More...

ଆଜି ପବିତ୍ର ମହାଶିବରାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶୈବ ପୀଠ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବ ପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି ପଡୁଛି । ଉତ୍ସାହ ଉଦ୍ଦୀପନାର ସହ
Read More...

ଲୋକଙ୍କ ପାଖକୁ ପହଂଚି ସମସ୍ୟା ଶୁଣିଲେ ନରସିଂହ ଓ ସମରେନ୍ଦ୍ର

ପର୍ଯ୍ୟଟକ ରାଜନେତା ପ୍ରତି ସତର୍କ ରୁହନ୍ତୁ ଜନସାଧାରଣ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବାସୀ ଜାଣିବା ଦରକାର ବଲାଙ୍ଗିରରେ ଦୀର୍ଘ ୨୦ ବର୍ଷରୁ ଅଧିକହେବ ବିଜେଡି ଦଳର ନେତୃତ୍ୱରେ ପୌର ପରିଷଦ ଚାଲିଛି କିନ୍ତୁ ପୌରାଞ୍ଚଳରେ ସମସ୍ୟାର ସମାଧାନ ପରିବର୍ତ୍ତେ ଲୋକେ
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୨୪ ନିର୍ବାଚନ ପରେ ଗଠିତ ବଲାଙ୍ଗିର ନାଗରିକ କମିିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଉନ୍ନତି କଳ୍ପେ
Read More...

ପୋଲିସ ହାଇସ୍କୁଲ ବଲାଙ୍ଗିରରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ଅର୍ପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଯେଉଁମାନେ ବିଦ୍ୟାଳୟକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥି ପାଇଁ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିରାଟ କେଶରୀ
Read More...

୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଦେଓଗାଁ ବିଆର୍‌ସି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ ଦେଓଗାଁ ବିଆର୍‌ସି । ପାଂଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବିଆର୍‌ସି ମଧୁସୂଦନ ପଟେଲ ବୋଲି ଖବର ମଳିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ପ୍ୟାଲେସ
Read More...

ବେଆଇନ ମଦ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲଗୋଦାମ ପଡାରୁ ଟାଉନ ପୋଲିସ ମଦ ଜବତ କରିଛି । ସୂଚନା ଅନୁସାରେ, ଗତକାଲି ରାତି ୧୧ଟାରେ ମାଲଗୋଦାମ ପଡାସ୍ଥିତ ଏକ ଘରେ ମଦବିକ୍ରି ହେଉଥିବା ନେଇ ପୁଲିସ ଖବର ପାଇଥିଲା । ଏହାପରେ ଏକ ଟିମ୍‌ ମାଲଗୋଦାମ ପଡାରେ ପହଞ୍ଚି ମଦ ଜବତ କରିଥିଲା । ଜବତ ମଦର
Read More...