Browsing Tag

balangir news

ମାସିକ ରଚନା ସନ୍ଧ୍ୟା

ନାରୀ ଅସୀମ ଶକ୍ତି ଓ ବିପୁଳ ସମ୍ଭାବନାର ଅଧିକାରିଣୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ସମାଜରେ ନାରୀର ସ୍ଥାନ ସ୍ଵତନ୍ତ୍ର । ସେ ଆଉ ପାରମ୍ପରିକ ଶବ୍ଦରେ ଅବଳା ଦୁର୍ବଳା ନୁହେଁ । ନାରୀ ଏବେ ଅସୀମ ଶକ୍ତିର ଅଧିକାରିଣୀ ଏବଂ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଇ ସମାଜକୁ ନୂତନ
Read More...

ଦାବୀ ପୂରଣ ନହେଲେ ମାଟ୍ରିକ ଖାତା ମୂଲ୍ୟାୟନରେ ତଥା ନିର୍ବାଚନ କାର୍ଯ୍ୟରେ ଅସହଯୋଗ ପାଇଁ ସରକାରଙ୍କୁ ଚେତାବନୀ ଦେଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷକମାନଙ୍କ ଦାବୀ ସରକାର ଯଦି ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ପୂରଣ ନକରନ୍ତି ତେବେ ଆଗାମୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସଂକଳ୍ପ ସମାବେଶ ଭଳି ଚରମ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ବଲାଙ୍ଗିର ଜିଲ୍ଲା ଶାଖା
Read More...

ସଦାଇପାଲି ସାଇଟ୍‌ କଲେଜରେ ଜାତୀୟ ସୁରକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇଟ୍‌ କଲେଜ ପରିସରରେ ୫୩ତମ ଜାତୀୟ ସୁରକ୍ଷା ଦିବସ ବିପିସିଏଲ୍‌ ଏଲ୍‌ପିଜି ବୋଟଲିଂ ପ୍ଲାଣ୍ଟ ଓ ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଇଟ୍‌ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସୁରକ୍ଷା ଉପରେ ଏକ
Read More...

ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା ।
Read More...

ଚନ୍ଦ୍ରଶେଖର ଶୈବପୀଠରେ ଉଠିଲା ମହାଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଅବସରରେ ଚଳଚଂଚଳ ହୋଇ ଉଠିଥିଲା ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉତ୍ସବମୁଖର ଶୈବପୀଠ । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି
Read More...

ମହାଶିବରାତ୍ରିରେ ଲୋକନାଥ ମନ୍ଦିରରେ ଯୋଗଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବଲାଙ୍ଗିର ସହରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଭକ୍ତ ମହାଦୀପ ଉଠିବା ସମୟରେ ଏକତ୍ରିତ ହୋଇ ଶୈବ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଶୈବପୀଠର
Read More...

ବାଇକ୍‌ ଧକ୍କାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଲି ଚାଲି ଯାଉଥିବା ବେଳେ ଧକ୍କା ଦେଲା ବାଇକ୍‌ । ଯୁବକ ଜଣକ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦାଇପାଲି ନିବାସୀ ହର ଖଡ଼ିଆ(୩୨) ନିଜ ବାଇକ୍‌ ଯୋଗେ ପଥରଚେପାକୁ ଯାଇଥିବା ବେଳେ ସେଠାରେ ବାଇକ୍‌ ରଖି
Read More...

ଯୁବକଙ୍କୁ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ଶୋଇଥିବା ବେଳେ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତୁଷୁରା ଥାନା
Read More...

ପେଟ୍ରୋଲ ପମ୍ପରେ ଉନ୍ମତ୍ତ କାଣ୍ଡ, ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ପେଟ୍ରୋଲ ପମ୍ପ ମାଲିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଟ୍ରୋଲ ପମ୍ପରେ ଘଟିଥିବା ଉନ୍ମତ୍ତ କାଣ୍ଡକୁ ନେଇ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପେଟ୍ରୋଲ୍‌ ପମ୍ପ ମାଲିକ । ବଲାଙ୍ଗିର ଟାଉନ ଥାନା ପାଖରେ ଥିବା ଭଜନ ଲାଲ ପେଟ୍ରୋଲ ପମ୍ପରେ ଆଜି ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଉକ୍ତ ଯୁବକ ପେଟ୍ରୋଲ ପମ୍ପ
Read More...

ବଲାଙ୍ଗିର ସଧାର ଗୃହ ପରିସରରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଧାର ଗୃହ ପରିସରରେ ଆର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବଲାଙ୍ଗିର ଜିଲ୍ଲାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲାଆଇନ ସେବା ପ୍ରାଧିକରଣ ଡକ୍ଟର ପବିତ୍ର ମୋହନ ସାମଲ, ଫାମିଲି ଜଜ୍‌
Read More...