Browsing Tag

balangir news

ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଏବଂ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପତିତପାବନ ଏକାଡେମୀ ହାଇସ୍କୁଲ ପ୍ରାଙ୍ଗଣରେ ସକାଳ ୬ ଘଣ୍ଟାଠାରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଚର୍ଚ୍ଚାରେ ଆକବର ଖାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚର୍ଚ୍ଚାରେ ଏବେ ଆକବର ଖାନ । ବଲାଙ୍ଗିର ସାଂସଦ ଆସନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ କିଏ ସାଂସଦ ପ୍ରାର୍ଥୀ ହେବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଆଉ କିଛି ଦିନ ଭିତରେ ସାଂସଦ ପଦବୀ ପାଇଁ ବିଭିନ୍ନ ଦଳ ନିଜସ୍ୱ ପ୍ରାର୍ଥୀ ଘୋଷାଣା କରିବେ ।
Read More...

ତୁଳସୀ ନଗର ଦୁର୍ଗା ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ଆଜି ତୁଳସୀ ନଗର ଦୁର୍ଗା ପୂଜା ମଣ୍ଡପର ଉନ୍ନତିକରଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପିତ
Read More...

ଆଜି ଠାରୁ ଆର୍‌ଏନ୍‌ ସିଂହଦେଓ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିଆର୍‌ ହାଇସ୍କୁଲ ଖେଳ ପଡ଼ିଆରେ ଆରମ୍ଭ ହୋଇଯାଇଛି ଆର୍‌ଏନ୍‌ ସିଂହଦେଓ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ପାଟଣା କପ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ଅବସରରେ ଆୟୋଜିତ ସଭାରେ ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁଖ୍ୟ ଅତିଥି
Read More...

ଡୁମାଳ ସମାଜ ସହରାଞ୍ଚଳ ବଲାଙ୍ଗିରର ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନଠାରେ ଡୁମାଳ ସମାଜ ସହରାଞ୍ଚଳ ବଲାଙ୍ଗିରର ଏକ ସାଧାରଣ ସଭା ସଭାପତି ସଂଜୟ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅଧିଷ୍ଠାତ୍ରୀ ଦେବୀ ମାଁ' ମାହେଶ୍ୱରୀଙ୍କର ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
Read More...

ରକ୍ତ ଦାନ ଏବଂ ସଚେତନତା ଶିବିର ଆୟୋଜିତ : ୪୧ ୟୁନିଟ୍ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ ବଲାଙ୍ଗିର ସ୍ଥାନୀୟ ବ୍ଲଡ ବ୍ୟାଙ୍କରେ ରକ୍ତଦାନ ଏବଂ ସଚେତନତା ଶିବିର ଆୟୋଜନ କରିଥିଲା । ଏହି ଶିବିରରେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଏସ୍‌ଡିପିଓ କେନ୍ଦୁଝର ଜ୍ୟୋର୍ତିର୍ମୟୀ
Read More...

‘ବଲାଙ୍ଗିର ପାଇଁ ଜନସହଭାଗିତା କାର୍ଯ୍ୟକ୍ରମ’ରେ ଯୋଗଦେଲେ ଶତାଧିକ ସଂଗଠନ

ଲୋକଙ୍କ ପ୍ରସ୍ତାବ ଓ ସହଭାଗିତାରେ ଆଗେଇବ ବଲାଙ୍ଗିର ବିକାଶର ଧାରା : କଳିକେଶ ବାଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ପ୍ରସ୍ତାବଗୁଡିକୁ ଗ୍ରହଣ କରି ସେମାନଙ୍କ ସହଭାଗିତାରେ ବଲାଙ୍ଗିରର ବିକାଶ ଧାରା ଆଗେଇ ଚାଲିବ । 'ବଲାଙ୍ଗିରର ଉନ୍ନତି ହେଉଛେ ଓ ଆଗକେ ହେବା, କଥାରେ ନୁହେଁ ଆମେ
Read More...

ରୋଟାରୀ ଏଲିଟ ତରଫରୁ ନିଃଶୁଳ୍କ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚାଣ୍ଟିମୁଣ୍ଡା ଗ୍ରାମସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟଠାରେ ରୋଟାରୀ ଏଲିଟ ତରଫରୁ ନିଃଶୁଳ୍କ ଆୟୁର୍ବେଦିକ ଚିକିତ୍ସା ଶିବିର 'ଆୟୁର ସ୍ୱାସ୍ଥ୍ୟମେଳା' ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୨୩୦ ଜଣଙ୍କ ନାମ ପଞ୍ଜିକୃତ ହୋଇ
Read More...

ବଲାଙ୍ଗିର ବିଜେଡ଼ି ପକ୍ଷରୁ ‘ବଲାଙ୍ଗିର ପାଇଁ ଜନସହଭାଗିତା’ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡ଼ି ପକ୍ଷରୁ ‘ବଲାଙ୍ଗିର ପାଇଁ ଜନସହଭାଗିତା’ କାର୍ଯ୍ୟକ୍ରମ ମୀନା ଟେଣ୍ଟ ହାଉସ୍‌ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡ଼ିର ବହୁ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ବଲାଙ୍ଗିର ସାଂସଦ ତଥା
Read More...

ମହିଳା କଂଗ୍ରେସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା କଂଗ୍ରେସ ପକ୍ଷରୁ ବଲାଙ୍ଗିର ଶାନ୍ତିପଡ଼ା କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ମିଲନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ
Read More...