Browsing Tag

balangir news

ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍‌ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ପସେଞ୍ଜର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନରେ ଏକ ଷ୍ଟେସନ ଏକ ଉତ୍ପାଦ ଷ୍ଟଲର ଉଦ୍‌ଘାଟନ ଓ ସୋନପୁରରୁ ବଲାଙ୍ଗିରକୁ ଚଳାଚଳ ପାଇଁ ଏକ ପସେଞ୍ଜର ଟ୍ରେନର ଲୋକାର୍ପଣ କରାଯାଇଛି । ଭାରତୀୟ ରେଳ ଆଧୁନିକିକରଣ ଯୋଜନା ଅନୁସାରେ ସାରା ଭାରତରେ ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳ
Read More...

ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବୁଜୁରି ଗାଁର ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରେମାନନ୍ଦ
Read More...

ପାଖାପାଖି ଏକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୭ର ମାଲଗୋଦାମପଡ଼ା ଠାରେ ଆଜି ପାଖାପାଖି ଏକ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ହେବା ସହ ଉଦ୍‌ଘାଟନ ହୋଇଥିବା ଖବର ମିଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ
Read More...

ଅଏଁଲାଚୁଆଁ ସାଧାରଣ ସଭାରେ ସମରେନ୍ଦ୍ର ଓ ନରସିଂହ

କେବଳ ଭୋଟ ପାଇଁ ଆସୁଥିବା ନେତାଙ୍କ ପ୍ରତି ସତର୍କ ରୁହନ୍ତୁ ଜନତା : ସମରେନ୍ଦ୍ରବରପଦର - ଅର୍ଜୁନପୁର ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ସଂଗେ ଭିତରେ ରହି ଲୋକଙ୍କ ସେବା କରିବା ରାଜନୀତିର ମୂଳଲକ୍ଷ ହେବା ଉଚିତ କିନ୍ତୁ ସ୍ଥାନୀୟ ଶାସକ ଦଳର
Read More...

ମହୁଲି ମଦ : ସରକାର ଓ ବେପାରୀ ମାଲେମାଲ ମହୁଲ ଗୋଟାଳି କାଙ୍ଗାଳ, ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହୁଲି ମଦଭାଟିର ବଲାଙ୍ଗିର ମ୍ୟାନେଜରଙ୍କ ଘରୁ ଆୟକର ବିଭାଗ ପକ୍ଷରୁ କିଛିଦିନ ତଳେ ଚଢାଉ କରାଯାଇ ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ସମଗ୍ର ଦେଶରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହୋଇଥିଲା । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

କେବିକେ ଅଂଚଳରେ ରେଳପଥର ବିକାଶ – ଏକ ସମ୍ଭାବନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି. ଏକାଡେମୀ ସମ୍ମିଳନୀ କକ୍ଷରେ ପ୍ରବୁଦ୍ଧ ପାଠକ ସଂସଦର ଏକ ଆଲୋଚନାଚକ୍ର ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭିଜନ ୨୦୩୪- କେବିକେ ଅଂଚଳରେ ଆଗାମୀ ଦଶ ବର୍ଷ ମଧ୍ୟରେ ରେଳପଥର ବିକାଶର ଏକ ବ୍ଲୁ ପ୍ରିଣ୍ଟ - ବିଷୟ ଆଧାରରେ
Read More...

ଅସୀମ କରାଟେ ଏକାଡେମୀ ତରଫରୁ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁନ୍ଦେଇମାଲ ଗ୍ରାମର ବିଶ୍ୱାମିତ୍ର ପୋଡ କିଡନୀ ସମସ୍ୟା ହେତୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ରକ୍ତର ଆବଶ୍ୟକ ହେବାରୁ ତାଙ୍କ ସମ୍ପର୍କୀୟ ରୋହିତ ଓ ରମେଶ ପଧାନ ଅସୀମ କରାଟେ
Read More...

ସୁଶ୍ରୀ ଏସ୍‌. ରାନୀ ମେହେର ୫୦୦ ଜଣ ଅଭାବୀ ଲୋକଙ୍କୁ ଖାଇବାକୁ ଦେଇ ତାଙ୍କ ଜନ୍ମଦିନ ପାଳନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ନିଆରା ଦିନ, ଯେତେବେଳେ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଏସ୍‌. ରାନୀ ତାଙ୍କ ଜନ୍ମଦିନରେ ୫୦୦ ଜଣ ଅଭାବୀ ଲୋକଙ୍କୁ ଖାଇବାକୁ ଦେଇ ପାଳନ କରିଥିଲେ । ଏହା କେବଳ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏକ ପ୍ରେରଣାଦାୟକ ପଦକ୍ଷେପ । ସମାଜ ପାଇଁ ସେବା ମାଧ୍ୟମରେ
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ : ଅଶ୍ୱିନୀ କୁମାର ନାଏକ ହେଲେ ନୂତନ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଶାନ୍ତିପଡ଼ାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସହ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡ଼ିଆଁ କାର୍ଯ୍ୟକ୍ରମ ସେତେ ବଢି ବଢି ଯାଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିରରେ ଦେଖିବାକୁ ମିଳିଛି । ବଲାଙ୍ଗିର ବିଜେପି ଦଳ ସହ ଦୀର୍ଘ ବର୍ଷ ହେବ ଜଡ଼ିତ ଥିବା ବଲାଙ୍ଗିର ଶାନ୍ତିପଡ଼ାର ଦେବରାଜ ନାଗ
Read More...