Browsing Tag

balangir news

ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ଅନୁସୂଚୀତ ଜାତି ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଉଥିବା ଅଭିଯୋଗ ଆଣିଲା ଓଡ଼ିଶା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ବିଜେଡ଼ି ପକ୍ଷରୁ ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଇଥିବା ଅଭିଯୋଗ କରି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ
Read More...

କୁଟାସିଂହାରୁ ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ ରାସ୍ତା ପାଲଟିଛି ମରଣଜନ୍ତା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ଲୋଇସିଂହା - କୁଟାସିଂହା ରାସ୍ତାର ପଟୁଆପାଲି ଅଙ୍ଗ ମୁଖ୍ୟ କେନାଲ୍‌ ନିକଟରୁ ମୁମୁର୍ଷ ଅବସ୍ଥାରେ ଜଣେ ଯୁବକଙ୍କୁ ସମାଜସେବି ସନ୍ତୋଷ ବିଶି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଯୋଗେ ବଲାଙ୍ଗିର ଭୀମଭୋଇ
Read More...

ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ନନ୍ଦଙ୍କୁ ସ୍ଥାନୀୟ କଂଗ୍ରେସ ଭବନଠାରେ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ଅଶୋକ ନନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ଛାମୁଆ ସଂଗଠନ
Read More...

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ
Read More...

ବିଜେଡ଼ି ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାମ ଘୋଷଣା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କଳିକେଶ । ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବିଜେଡ଼ି
Read More...

ସିଏନ୍‌ସିର ମୃଗାକ୍ଷୀଙ୍କୁ ସ୍ୱୟଂସିଦ୍ଧା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବାଦ ଡିଜିଟାଲ୍ ଓ ରେସ୍ ଫାଉଣ୍ଡେସନ୍ ଗୃପ୍‌ର ମିଳିତ ଆନୁକୁଲ୍ୟରେ ତୃତୀୟ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଉପସ୍ଥିତ ସଫଳ ମହିଳାମାନଙ୍କୁ ଜଣେ ଜଣେ ସ୍ୱୟଂସିଦ୍ଧା ବୋଲି ସମ୍ବର୍ଦ୍ଧିତ କରି କହିଥିଲେ ।
Read More...

ଗୁଡ଼୍‌ ଫ୍ରାଇଡେ଼’ ଅବସରରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗୁଡ଼୍‌ ଫ୍ରାଇଡେ଼’ । ସାରା ବିଶ୍ୱରେ ଆଜି ଖ୍ରୀଷ୍ଟ ସମାଜ ପକ୍ଷରୁ ଗୁଡ଼୍‌ ଫ୍ରାଇଡେ଼’ ପାଳନ ହେଉଛି । ଏହି ଅବସରରେ ବଲାଙ୍ଗିର କଲେଜଛକ ସ୍ଥିତ ମିଶନ୍‌ ପରିସରରେ ଖ୍ରୀଷ୍ଟ ସମାଜ ପକ୍ଷରୁ ମଧ୍ୟ ଗୁଡ଼୍‌ ଫ୍ରାଇଡେ଼’ ପାଳନ କରାଯାଉଥିବା ବେଳେ ଏକ ରକ୍ତଦାନ
Read More...

ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ବଲାଙ୍ଗିର/ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ସ୍ଥାନୀୟ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବ୍ଲକ ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ପଞ୍ଚସଖା ଗଳିରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଲଗୁନ ପୂର୍ଣ୍ଣମୀ ତିଥିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ବରପାଲି ପଡା ସ୍ଥିତ ପଞ୍ଚସଖା ଗଳିରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ସହିତ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟାରେ ତାଲପାଲି ପଡାରୁ ଭଗବାନ ଶ୍ରୀକୃଷ୍ଣ
Read More...

ଅଶୋକ ନନ୍ଦ ହେଲେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି : ଜାତୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଦେଲେ କୃତଜ୍ଞତା

ତୃଣମୂଳରୁ କଂଗ୍ରେସ ଦଳକୁ ଲୋକାଭିମୁଖି କରାଯିବ : ଅଶୋକ ନନ୍ଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁରୁଖା କଂଗ୍ରେସ ନେତା ଅଶୋକ ନନ୍ଦଙ୍କୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଚୟନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ
Read More...