Browsing Tag

balangir news

ପଞ୍ଚସଖା ଗଳିରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଲଗୁନ ପୂର୍ଣ୍ଣମୀ ତିଥିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ବରପାଲି ପଡା ସ୍ଥିତ ପଞ୍ଚସଖା ଗଳିରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ସହିତ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟାରେ ତାଲପାଲି ପଡାରୁ ଭଗବାନ ଶ୍ରୀକୃଷ୍ଣ
Read More...

ଅଶୋକ ନନ୍ଦ ହେଲେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି : ଜାତୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ଦେଲେ କୃତଜ୍ଞତା

ତୃଣମୂଳରୁ କଂଗ୍ରେସ ଦଳକୁ ଲୋକାଭିମୁଖି କରାଯିବ : ଅଶୋକ ନନ୍ଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁରୁଖା କଂଗ୍ରେସ ନେତା ଅଶୋକ ନନ୍ଦଙ୍କୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଚୟନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ
Read More...

ମୋ’ ଶ୍ୱଶୁରଙ୍କୁ ହତ୍ୟା କରାଯାଇଛି, ଆମ ପରିବାରକୁ ନ୍ୟାୟ ମିଳୁ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖୋଜ ଥିଲେ ବୃଦ୍ଧ । ଶେଷରେ ମିଳିଲା ମୃତଦେହ । ତେବେ ବୃଦ୍ଧଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ, ବରଂ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ କଂଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କଲା ପରେ ବି ପୁଲିସ କୌଣସି
Read More...

୩ ବର୍ଷ ପରେ ବି ଅଙ୍ଗନଦୀ ସେତୁ ଅସମ୍ପୂର୍ଣ୍ଣ, ଭୋଟ ବର୍ଜନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲ୍‌ପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତ । ବଲାଙ୍ଗିର ଜିଲ୍ଲାର ସୀମାନ୍ତ ତଥା ଅବହେଳିତ ଅଞ୍ଚଳ । କୁଟାସିଂହା ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କପଶି ମଧ୍ୟରେ ଅଙ୍ଗନଦୀ ପ୍ରବାହିତ । ଏହି ନଦୀରେ ଉଚ୍ଚ ସ୍ତରୀୟ ସେତୁ
Read More...

ପୋଲିଂ ଅଧିକାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଜନିତ ସତ୍ୟତା ସମ୍ବନ୍ଧେ ଡାକ୍ତରୀ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟଗତ ଆଧାରରେ ପୋଲିଂ ଅଧିକାରୀଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗର ସତ୍ୟତାକୁ ସୁନିଶ୍ଚିତ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରୀ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି
Read More...

ନିର୍ବାଚନ ଉପଲକ୍ଷେ ଗଠନ ହୋଇଛି ଏମ୍‌ସିଏମ୍‌ସି ସେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ଘୋଷଣା କରିଛନ୍ତି । ଫଳରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରରେ ମିଡ଼ିଆ ସାର୍ଟିଫିକେସନ୍‌ ଓ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ‘ସେଞ୍ଚୁରିଅନ ମାର୍କେଟ’ର ପ୍ରଦର୍ଶନୀ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ ବଜାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜାଗତୀକରଣ ଓ ଉଦାରୀକରଣ ଯୋଗୁଁ ବିଶ୍ୱର ସମସ୍ତ ଦେଶରେ ବଜାରର ଚାହିଦା ବଢିବାରେ ଲାଗିଛି । ଏପରି ସ୍ଥିତିରେ ବଜାର ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଓ ଛାତ୍ର, ଛାତ୍ରୀଙ୍କୁ
Read More...

ବିଶ୍ୱ ନାଟ୍ୟ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଟକ ଆଜିର ସମୟର ଅପରିହାର୍ଯ୍ୟ ଆବଶ୍ୟକତା । ଜଗତ ଯେତେବେଳେ ପାରସ୍ପରିକ ହିଂସାର କବଳରେ, ସେତେବେଳେ ନାଟକ ମଣିଷକୁ ମଣିଷର ଭଲ ପାଇବାର ବାର୍ତ୍ତା ଦେଉଛି । ତେଣୁ ନାଟକ ଆମର ଜୀବନ ପାଇଁ ଜରୁରୀ । ଆଗକୁ ମଧ୍ୟ ଏହା ମଣିଷକୁ ଜୀବନବାଦୀ କରିବ ବୋଲି ବିଶ୍ୱ ନାଟ୍ୟ
Read More...

ହର୍‌ ଘର୍‌ ଜଲ୍‌ ଯୋଜନାରେ ପାଇପ୍‌ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗଇବାରେ ଓଡିଶା ପଛୁଆ, ଓଡିଶାରେ ପ୍ରଚାର ବେଶୀ କାମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶୁଦ୍ଧ ପିଇବା ପାଣି ଜନସାଧାରଣଙ୍କ ମୌଳିକ ଅଧିକାର । ତେଣୁ ସମସ୍ତଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ଗ୍ରାମାଂଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଗତ ୨୦୧୯ ମସିହାରେ
Read More...

ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଯୁବନେତା କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଯୁବନେତା କଳିକେଶ ନାରାୟଣ ସିଂହଦେଓ । ପୂର୍ବତନ ବଲାଙ୍ଗିର ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ
Read More...