ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାୟ ୪୦୦ ଜଣ ବ୍ୟକ୍ତି ଏହି କର୍ଯ୍ୟକ୍ରମରୁ ଉପକୃତ ହୋଇଥିବା କୁହାଯାଇଛି । ସଞ୍ଜୟ ଅଗ୍ରୱାଲ ତାଙ୍କ!-->…
Read More...
Read More...