Browsing Tag

balangir news

ବିଜେଡ଼ି ପାଇଁ ଡୋର୍‌ ଟୁ ଡୋର୍‌ ବୁଲି ସମର୍ଥନ ଲୋଡ଼ିଲେ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ମଧ୍ୟ ବଲାଙ୍ଗିର ସହରରେ ବେଶ୍‌ ପ୍ରଖର ହେବାରେ ଲାଗିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଖରାକୁ ଖାତିର୍‌ ନକରି ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ
Read More...

ଆଞ୍ଚଳିକ ଆର୍ଟ ଗ୍ୟାଲେରୀ : ବଲାଙ୍ଗିର ଠାରେ ପ୍ରଥମଥର ପାଇଁ ସ୍ଥାନୀୟ ଶିଳ୍ପୀଙ୍କ ମିଳିତ ଚିତ୍ରକଳା ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶହରରେ ନବନିର୍ମିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ୫ ଜଣ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମିଳିତ ଭାବେ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଅଞ୍ଚଳର ସୁନାମଧନ୍ୟ ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର,
Read More...

ପୌରାଞ୍ଚଳରେ ସମରେନ୍ଦ୍ର : ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର

ବିକାଶକୁ ଚୋରୀ କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଏବଂ ବଲାଙ୍ଗିର ପୌରପରିଷଦ ଦୀର୍ଘଦିନ ଧରି ବିଜେଡି ଅଧିନରେ । ପୁଣି ଏଠାକାର ବିଜେଡି ନେତାମାନେ ୨୪ ବର୍ଷ ଧରି ଲଗାତାର କ୍ଷମତାରେ ଥିଲେ । ଏତେ ଲମ୍ବା
Read More...

ବଲାଙ୍ଗିର କଂଗ୍ରେସକୁ ବଡ଼ ଝଟ୍‌କା : କଂଗ୍ରେସ ଦଳ ଛାଡ଼ିଲେ ବିଧୁଭୂଷଣ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର କଂଗ୍ରେସକୁ ବଡ଼ ଝଟ୍‌କା । କଂଗ୍ରେସ ଦଳ ଛାଡ଼ିଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ । ଆଜି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର
Read More...

ଜଗନ୍ନାଥପଡ଼ାର ରାମଲୀଳାରେ ଭରତ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ପ୍ରଦର୍ଶିତ ହୋଇଛି ଭରତ ମିଳନ । ରାମଙ୍କୁ ଭେଟି ଶ୍ରୀରାମଙ୍କ ପାଦୁକା ନେଇ ଫେରିଛନ୍ତି ଭରତ । ଏଥିସହିତ ଅଯୋଧ୍ୟା କାଣ୍ଡ ସମାପ୍ତ ହେବା ସହ ଲଙ୍କାକାଣ୍ଡ ଆରମ୍ଭ ହୋଇଛି । ଚମକ୍ରାର ଅଭିନୟରେ ଦର୍ଶକଙ୍କୁ
Read More...

ଉଠା ଦୋକାନୀମାନଙ୍କ ସହ କଳିକେଶଙ୍କ ଭାବ ବିନିମୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଦୋକାନୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ରେ ବଲାଙ୍ଗିର ଉଠାଦୋକାନୀ ମହାସଂଘର ସଭାପତି ଦଳିତ ନେତା ଶମ୍ଭୁ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

କଳିକେଶଙ୍କ ବିଜୟ କାମନାରେ ବିଶାଳ ମହିଳା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳିକେଶଙ୍କ ବିଜୟ କାମନା କରି ଆଜି ସନ୍ଧ୍ୟାରେ ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରୁ ସହସ୍ରାଧିକ ମହିଳା ବାହାରି ନଗର ପରିକ୍ରମା କରିବା ସହ ମା' ସମଲେଶ୍ୱରୀ ଏବଂ ମା' ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରିଛନ୍ତି । ବିଜୁ ଜନତା ଦଳର କଂଟାବାଂଜି ନିର୍ବାଚନ
Read More...

ପୁଣି ଜଣେ ଅପରିଚିତ ବୃଦ୍ଧାଙ୍କ ମୃତ୍ୟୁ : କେବଳ ଚଳିତ ମାସରେ ଚତୁର୍ଥ ଅସହାୟ ଶବକୁ ଶେଷ ସମ୍ମାନ ଦେଲା ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ ଅଲୋଡା । ପୁଣି ଜଣେ ଅସହାୟ ଅପରିଚିତ । ବାରମ୍ବାର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ସତ୍ତ୍ୱେ କିଏ ଚିକିତ୍ସା ପାଇଁ ଭର୍ତ୍ତି କରାଉଛି, ସେ ରୋଗୀର ସମ୍ପର୍କୀୟଙ୍କ ନାମ ହସ୍ପିଟାଲ କାଜୁଆଲିଟିରେ ରେକର୍ଡ କରାଯାଉ ନାହିଁ
Read More...

ସମରେନ୍ଦ୍ରଙ୍କ ପାଇଁ ଜନ ଆଶୀର୍ବାଦ ସଭା : କଂଗ୍ରେସ ଜିତିଲେ ସବୁ ବର୍ଗର ଲୋକେ ଉପକୃତ ହେବେ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମରେନ୍ଦ୍ରଙ୍କ ପାଇଁ ଜନ ଆଶୀର୍ବାଦ୍‌ ସଭାରେ କଂଗ୍ରେସ ଜିତିଲେ ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ସମରେନ୍ଦ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ନିର୍ବାଚନି ପ୍ରତିଶ୍ର୍ରୁତି ଯୋଗୁଁ ପ୍ରତ୍ୟେକ ବର୍ଗର ଲୋକେ ହଇରାଣ ହେଉଛନ୍ତି । ଏଇ ଉଭୟ
Read More...

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ଅଂଚଳର ବହୁ ଯୁବକ ଓ ବୁଦ୍ଧିଜୀବୀ

ନରସିଂହଙ୍କ ନୀତି ଆଦର୍ଶ ଓ ସମରେନ୍ଦ୍ରଙ୍କ ନେତୃତ୍ୱରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ଦେଓଗାଁ ବ୍ଲକ୍‌ ଗୌରଗୋଠ ଗାଁ ତଥା ଆଖ ପାଖ ଅଂଚଳର ବହୁ ଯୁବକ ତଥା ଆଗଧାଡିର ଯୁବନେତାମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି
Read More...