csstore

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମାର ଲାଭାର୍ଥୀ ହେଲେ ବାସନ୍ତି ନନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଜଣେ ହିତାଧିକାରୀ ଚାରୁଭୁଜ ନନ୍ଦଙ୍କ ଦୁର୍ଘଟଣାରେ ପରଲୋକ ଘଟିଥିଲା । ତାଙ୍କ ଧର୍ମପତ୍ନୀ ବାସନ୍ତି ନନ୍ଦ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମାର ଲାଭାର୍ଥୀ ଭାବେ ୨ ଲକ୍ଷ ଟଙ୍କା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ରୁଷବ ରାଜ, ରିଜିଓନାଲ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ, ବଲାଙ୍ଗିର ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ହିରଣ୍ୟମୟ ଦଲାଇ ତାଙ୍କୁ ପ୍ରଦାନ କରିଥିଲେ ଏବଂ ଅଂଚଳରେ ବହୁ ଲୋକଙ୍କ ମଧ୍ୟରେ ଏକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ଯେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ନିଶ୍ଚୟ କରିବା ।

jayashree
Leave A Reply

Your email address will not be published.