Browsing Tag

balangir news

ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ

ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଇଁଲାପାଲି ଓ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ସ୍ଥାନୀୟ ଲୋକମାନଙ୍କ ସହିତ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ
Read More...

ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୂଳ ନିବାସୀ ବହୁଜନ ମିଳିତ ମହାସଂଘ ଓଡିଶା ବଲାଙ୍ଗିର ଶାଖା ତରଫରୁ ୟୁଜିସି ନିର୍ଦ୍ଦେଶାନାମା ୨୦୨୬କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏକ କର୍ମଶାଳା ସାମ୍ବାଦିକ ଭବନ ବଲାଙ୍ଗିରରେ ବରିଷ୍ଠ ଆଇନଜଷବୀ ଦିନେଶ ନାଗଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ୟୁଜିସି
Read More...

ରେଳ ଉପଭୋକ୍ତ ସଂଘର ସାଧାରଣ ବୈଠକ : ବିକ୍ଷୋଭ ପାଇଁ ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟସମାଜ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭ୍ୟ ପ୍ରଦୀପ ସାହୁ, ଶିବ ନାରାୟଣ ରଥ, ଗୋପବନ୍ଧୁ ପୁରୋହିତ, କିଶୋର ପୁରୋହିତ, ନରେନ୍ଦ୍ର
Read More...

ପ୍ରଥମଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ ଗୃହର କାର୍ଯ୍ୟାଦେଶ ପ୍ରଦାନ ।

ବଲାଙ୍ଗୀର,(କେପିଏନଏସ) : ଗରିବ ମୁହଁରେ ଆଜି ହସ ଫୁଟିଲା । ଅନ୍ତୋଦୟ ସ୍ୱପ୍ନ ପୁରଣ ହେଲା ,ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ,ପ୍ରିୟ ଜନନେତା ସର୍ବମାନ୍ୟ ଡ଼ ମୁକେଶ ମହାଲିଙ୍ଗ…ଆଗଲପୁର ବ୍ଲକ ନଅଗାଁ(ଖ) ଠାରେ ସ୍ଥାନୀୟ ଜନତାଙ୍କ ନିକଟକୁ ଯାଇ ପ୍ରଥମ ଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ
Read More...

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାର୍ଟ୍ ଫୋନ୍ ପିଲାଙ୍କ ପାଠପଢାରେ ଯେତେ ସହାୟକ ହେଉଛି ତାଠାରୁ ଅଧିକ ସେମାନଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଫୋନରେ ଥିବା ବିଭିନ୍ନ ଅନଲାଇନ୍ ଗେମ୍ ଖେଳି ଛାତ୍ରଛାତ୍ରୀ କୁପଥଗାମୀ ହେବା ସହିତ ଅଶ୍ଲୀଳ ଓ ଅପରାଧିକ ଭିଡିଓ ଦେଖି ନିଜେ ଅପରାଧି
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଏକଦିବସୀୟ ଓଡ଼ିଆ ଭାଷା ସମ୍ପାନ

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ 'ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଲୋକସଂସ୍କୃତି ଓ ମାତୃଭାଷା ପ୍ରସଙ୍ଗ' ଶୀର୍ଷକରେ ଏକଦିବସୀୟ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ
Read More...

ବଲାଙ୍ଗିରରେ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ : କୁନିକୁନି ଛାତ୍ରଛାତ୍ରୀଙ୍କ ଡ୍ୟାନ୍ସରେ ଦୁଲୁକିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ନାରାୟନ୍ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରିନ୍ସିପାଲ୍ ଦିବ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବାର ଆସୋସିଏସନର ସଭାପତି ବାସୁଦେବ ରଥ ଯୋଗଦାନ
Read More...

ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଚେଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ

"ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳମନ୍ତ୍ର" ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଥିବା ଭୟ ଓ ଚାପକୁ ଦୂର କରିବା ସହ ସଫଳତାର ସଠିକ ଦିଗ ଦେଖାଇବା ପାଇଁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 'ପ୍ରଚେଷ୍ଟା'
Read More...

ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକା ଶ୍ରେଣୀର ୧୭ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ
Read More...

ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ପାଳନ ସାମାଜିକ ସମରସତା କହିକି ଜରୁରୀ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଫେବୃୟାରୀ ୧୨ ତାରିଖ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ଅବସରରେ ' ସମାଜରେ ସାମାଜିକ ସମରସତା କାହିଁକି ଜରୁରୀ ବିଷୟ ଉପରେ ଏକ ଆଲୋଚନା ସଭା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା
Read More...