Browsing Tag

balangir news

+୨ କଳା ପରୀକ୍ଷା ଫଳରେ ଓମ୍‌ ଏକାଡେମୀର ସଫଳତା : ୫୩୬ ମାର୍କ ଆଣି ଚର୍ଚ୍ଚାରେ ଛାତ୍ରୀ ସୁଚିସ୍ମିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ କଳା ପରୀକ୍ଷା ଫଳ ପ୍ରକଶ ପାଇଥିବା ବେଳେ ବଲାଙ୍ଗିର ସହରର ଓମ୍‌ ଏକାଡେ଼ମୀର ଛାତ୍ରୀ ସୁଚିସ୍ମିତା ପରିଡ଼ା ୫୩୬ ମାର୍କ ଆଣି ସାରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି । ସୁଚିସ୍ମିତା ଏତେ ମାର୍କ ପାଇବା
Read More...

ମହାବୀର ଯୁକ୍ତ ୨ କଲେଜର ଶତ ପ୍ରତିଶତ ପରୀକ୍ଷାଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ସ୍ଥିତ ମହାବୀର ଯୁକ୍ତ ୨ କଲେଜର ଛାତ୍ରଛାତ୍ରୀମାନେ ପୁଣି ଏହି ବର୍ଷ ବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ୧୦୦ ପ୍ରତିଶତ ରହିଥିବା ବେଳେ ମୋଟ ୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା
Read More...

ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡ (୮୯)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଜ୍ୟା ନିକଟରେ ତାଙ୍କ ପତ୍ନୀ ଇନ୍ଦିରା ମହାକୁଡ, ପୁତ୍ର ଶାନ୍ତନୁ ମହାକୁଡ, ପୁତ୍ରବଧୂ ସୋନିଆ ମହାକୁଡ, ଝିଅ ଲିଲି, ଟିକି, ଜ୍ୱାଇଁ ସୁବାଷ,
Read More...

ପରମ୍ପରା ବଜାୟ ରଖିଲା ସିଏନ୍‌ସି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇଥିବା +୨ ବାଣିଜ୍ୟ ଫଳାଫଳ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପରମ୍ପରା ବଜାୟ ରଖିଲା ସିଏନ୍‌ସି । ଅଂଶୁମାନ ମହାରଣା ୯୩.୧୭%(୫୫୯) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୮୫% ଉର୍ଦ୍ଧ୍ୱରେ ୧୨ ଜଣ , ୮୦% ରୁ ଉର୍ଦ୍ଧ୍ୱରେ ୨୧ ଜଣ ସ୍ଥାନ ପାଇଛନ୍ତି
Read More...

୩,୫୦,୦୦୦ହଜାର ଟଙ୍କାର କଫ୍‌ ସିରଫ୍‌ ଜବତ : ୩ ଜଣ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିପୁଳ ପରିମାଣରେ ୨ଟି ବ୍ରାଣ୍ଡର କଫ୍‌ ସିରଫ୍‌ ଜବତ କରିବା ସହ ତିନି ଜଣ କଫ୍‌ ସିରଫ୍‌ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ ବୋଲି ଟାଉନ୍‌ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି ।
Read More...

ଜେଏସ୍‌ଏମ୍ କଲେଜ୍ +୨ ବାଣିଜ୍ୟର ଫଳାଫଳରେ ଶତପ୍ରତିଶତ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ ବାଣିଜ୍ୟ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୪
Read More...

ମ.ରାମପୁର ବ୍ଲକ ଟପ୍ପର ଛାତ୍ରୀ ଇସିସ୍ମିତା ବିଶ୍ଵାଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ମାଟ୍ରିକ ଟପ୍ପର ହୋଇଛନ୍ତି ଇସିସ୍ମିତା ବିଶ୍ୱାଳ । ପିତା - ରବିଚନ୍ଦ୍ର ବିଶ୍ୱାଳ ଓ ମାତା - ପଦ୍ମାବତୀ ବିଶ୍ୱାଳ । ୬୦୦ରୁ୪୯୨ (୮୨%) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଇସିସ୍ମିତା । ସେ ମ.ରାମପୁର ବ୍ଲକ ଅଲାତରା
Read More...

ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି । ପରୀକ୍ଷାଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାସ ହାର ୧୦୦% ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ
Read More...

ବୃକ୍ଷରୋପଣ କରି ଜନ୍ମଦିନ ପାଳନ କଲେ ପ୍ରକୃତି ମିତ୍ର ଅସୀମ ଭୋଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନରେ ପାଶ୍ଚାତ୍ୟ ଦେଶର ପରମ୍ପରା ଆପଣାଇ ଜନ୍ମଦିନମାନଙ୍କରେ କେକ୍ କାଟି ଭୋଜିଭାତ, ନାଚଗୀତ ସହିତ ବଡ ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ଜନ୍ମଦିନକୁ ନିଆର ଭାବରେ ପାଳନ କରିଛନ୍ତି ଅସୀମ ଭୋଇ । ପଶ୍ଚିମ ଓଡିଶାର ଅନ୍ୟତମ
Read More...

ଓପିଏସ୍‌ସି ପରୀକ୍ଷାରେ କଣ୍ଠଶିଳ୍ପୀ ଅର୍ଚ୍ଚନାଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟିର ଗର୍ବ ଓ ଗୌରବ କଣ୍ଠଶିଳ୍ପୀ ଡ଼. ଅର୍ଚ୍ଚନା ପାଢୀ । ଅର୍ଚ୍ଚନା ଓପିଏସ୍‌ସି ପରୀକ୍ଷାରେ ୩୫ ର‍୍ୟାଙ୍କ ରଖି ସଫଳତା ପାଇ ପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ଶୁଭେଚ୍ଛୁ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Read More...