Browsing Tag

balangir news

ଭୋଟ ଗଣତି ପାଇଁ ଅଧିକାରୀଙ୍କୁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ଆଶାୟୀ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଗ୍ରହଣ ୨୦ ମେ'ରେ ହୋଇଥିବା ବେଳେ ଆସନ୍ତା ଜୁନ୍‌ ୪ରେ ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ଅଧିକାରୀଙ୍କ ତାଲିମ
Read More...

ଟାଟା ପାୱାର ଦ୍ୱାରା ସ୍ମାଟ୍‌ ମିଟର ଲଗାଣକୁ ବଲାଙ୍ଗିର ନାଗରିକ କମିଟିର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଟାଟା ପାୱାର ଜୋର ଜବରଦସ୍ତ ସ୍ମାଟ ମିଟର ଲଗାଉଥିବା ବିଷୟରେ ଅସନ୍ତୋଷ
Read More...

ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଆଟଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଟଗାଁର ସରପଂଚ ଶାଳିନୀ ସେଠ, ସିଏଚ୍‌ଓ ରଶ୍ମୀ ବାରିକ, ଆଶା ସାଥୀ ମିନା ପଟେଲ, ଆଙ୍ଗନୱାଡି କର୍ମୀ ବୈଷ୍ଣବି
Read More...

ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭାର ନିର୍ବାଚନ : ମନୋଜ ହେଲେ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ତେରାପନ୍ଥ ଭବନ ଠାରେ ମଙ୍ଗଳବାର ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୈନ ଧର୍ମର ଶ୍ରମଣୀ ନିର୍ଦ୍ଦେଶିକା ଜିନ ପ୍ରଜ୍ଞାଜୀ ଓ ଶ୍ରବଣୀ କ୍ଷତି ପ୍ରଜ୍ଞାଜୀଙ୍କ ଦ୍ୱାରା ନମସ୍କାର ମହାମନ୍ତ୍ର ସହ
Read More...

ଚମକିବ ବଲାଙ୍ଗିର ମହାରାଣୀ ସାଗର : ସୂଚନା ଦେଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚମକିବ ବଲାଙ୍ଗିର ମହାରାଣୀ ସାଗର । ଜୋର୍‌ସୋର୍‌ରେ କାମ ଚାଲିଛି । ଆଜି ପରିଦର୍ଶନରେ ଆସି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ମୌସୁମୀ ଆସିବା ପୂର୍ବରୁ କାମ ସରିଯିବ ବୋଲି ଆଶା ରଖିଛନ୍ତି ଲିକା । ମହାରାଣୀ ସାଗରର
Read More...

ବିବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରକୁ ଆସିବେ ମା' ଆଦିଶକ୍ତି ଓ ଦେବ ଦେବ ମହାଦେବ । ବେଦୀରେ ବସିବେ । ମଙ୍ଗଳ ବାଜା ବାଜିବ । ବରବେଶରେ ସଜେଇ ହୋଇ ମାଆ ପାର୍ବତୀଙ୍କୁ ନେବାକୁ ଆସିବେ ଦେବ ଦେବ ମହାଦେବ । ଯିଏ ଏ ସାରା ଜଗତର ସୃଷ୍ଟି କର୍ତ୍ତା ସେମାନଙ୍କୁ ଆଜି ପୁଅ ଝିଅ ରୂପେ ପାଇ ବେଶ ଖୁସି
Read More...

+୨ କଳା ପରୀକ୍ଷାରେ ଦାଶ ଟ୍ୟୁଟରିଆଲ୍‌ସ୍‌ର ସଫଳତା : ୧୮ ଜଣ ଛାତ୍ରଛାତ୍ରୀ ଆଣିଲେ ୮୦ ଶତକଡ଼ାରୁ ଅଧିକ ମାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବଲାଙ୍ଗିର ସହରର ପେଲେସ୍‌ଲାଇନ ଠାରେ ଥିବା ଦାଶ ଟ୍ୟୁଟରିଆଲ୍‌ସ୍‌ର ୧୮ ଜଣ ଛାତ୍ରଛାତ୍ରୀ ଆଣିଛନ୍ତି ୮୦ ଶତକଡ଼ାରରୁ ଅଧିକ ମାର୍କ ରଖିଥିବା ଖବର ମଳିଛି ।
Read More...

ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଯୁକ୍ତ ଆରବ ଏମିରଟ୍‌ସ୍‌ର ରାଜଧାନୀ ଆବୁଧାବିରେ ‘ଓଡ଼ିଆ ସମାଜ ଆବୁଧାବି’ ପକ୍ଷରୁ ଉକ୍ରଳ ଦିବସ ଉପଲକ୍ଷେ ଗତ ୨୬ ତାରିଖ ଦିନ ଇଣ୍ଡିଆନ୍‌ ସୋସିଆଲ୍‌ ଏଣ୍ଡ୍‌ କଲ୍‌ଚରାଲ୍‌ ସେଂଟର୍‌ ଠାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉକ୍ରର୍ଷ’ ଆୟୋଜିତ
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରେ କମାଲ୍‌ କଲା ଯୁବୋଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରେ ପୁଣି ବାଜି ମାରିଛି ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି
Read More...

ଆଗାମୀ ଦିନ ଜିଲ୍ଲାରେ ଲୋକ ମହୋତ୍ସବ ଜିଲ୍ଲା କଳାକାର ସମନ୍ୱୟ ସମିତି ୧୦ ଟଙ୍କା ଚାଉଳ ଏକ ଅଡାରେ କରିବାକୁ ନିଷ୍ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ଆନୁକୂଲ୍ୟରେ ସଦର ବ୍ଲକ ବଲାଙ୍ଗିର ଚୂଡ଼ାପାଲି ନିକଟସ୍ଥ ଭୁଏ ପାଲି ଠାରେ ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ସେ କହିଲେ । କଳାକାର ଆଜି
Read More...