Browsing Tag

balangir news

ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଛି ପ୍ରଥମ ଲଳିତ ନାୟକ ମେମୋରିଆଲ୍ ସର୍ବଭାରତୀୟ ଫ୍ଲଡ୍‌ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ମୁଖ୍ୟ ଅତିଥିଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ ଏହି…
Read More...

ରୋଜା ଆୱାର୍ଡ ୱାର୍ଲଡ ଉତ୍ସବ

ଡ. ରବିଚନ୍ଦ୍ର ପସାୟତଙ୍କ ସମେତ ରେଡକ୍ରସ କର୍ମୀ ସମ୍ବର୍ଦ୍ଧିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତାଲପାଲିପଡା ରଘୁନାଥ ଧାମ ପ୍ରାଙ୍ଗଣରେ ମାନବୀୟ ଅନୁଷ୍ଠାନ ରୋଜା ଆୱାର୍ଡ ୱାର୍ଲଡର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରୋଜାର ଫାଉଣ୍ଡର ଧର୍ମ ସିଂ ମିଶ୍ରଙ୍କ ତତ୍ୱାବଧାନରେ…
Read More...

ଭାଗିରଥି ନେପାକ ଓ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ତରଫରୁ ସରସ୍ୱତୀ ପୁତ୍ର ଭାଗିରଥି ନେପାକ ଓ ଶିଶୁ ବିକାଶ କେନ୍ଦ୍ରର ପ୍ରାଣ ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ସମାରୋହ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟିକ୍ରାପଡା ଦଧିବାମନ ମନ୍ଦିରରେ…
Read More...

ଭଗବାନ ପର୍ଶୁରାମ ବାହିନୀ ବଲାଙ୍ଗିର ଶାଖାର ସାଙ୍ଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତୁଳସୀନଗର ସ୍ଥିତ ଟାଙ୍ଗେଶ୍ୱର ମନ୍ଦିର ପରିସରରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ, ଓଁ କାର ଧ୍ୱନୀ ସହ ପର୍ଶୁରାମ ବାହିନୀର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଶିବ ଶଙ୍କର ଖୁଆସ, ଗଂଗାଧର ଚାନ୍ଦ, ଶିବ…
Read More...

ବଲାଙ୍ଗିର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମକର ସଂକ୍ରାନ୍ତି ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମକର ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ନଗରରେ ଥିବା ୬ଟି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶାଖାର ମିଳିତ ଉଦ୍ୟମରେ ସ୍ଥାନୀୟ ହାତୀସାଳପଡ଼ା ଠାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରଯାଇଛି । ମୂଖ୍ୟ ଅତିଥିଭାବରେ ଅବସର ପ୍ରାପ୍ତ ପ୍ରସାଶନିକ ଅଧିକାରୀ ସତ୍ୟାନନ୍ଦ…
Read More...

୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ଉଦ୍‌ଘାଟିତ

ଡାଲଖାଇ, ରସରକେଳି ଓ ହଳିଆଗୀତରେ କଳା ପ୍ରଦର୍ଶନ କଲେ କଳାକାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ରେ ୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୫ ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି…
Read More...

ବୀଣାପାଣି ଶିକ୍ଷାସୌଧରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳା ସ୍ଥିତ ବୀଣାପାଣି ଶିକ୍ଷାସୌଧଠାରେ ଫକୀର ମୋହନ ସେନାପତିଙ୍କ ୧୭୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ "ଭାଷା ଆନ୍ଦୋଳନର ବିନ୍ଧାଣୀ ଫକୀର ମୋହନ ସେନାପତି" ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମ୍ୟାନେଜିଂ…
Read More...

ଖୋର୍ଦ୍ଧା – ବଲାଙ୍ଗିର ରେଳପଥ ନିର୍ମାଣ ସ୍ଥିତି

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୬ ବର୍ଷ ପରେ ମଧ୍ୟ ଭାଗ୍ୟ ବଦଳି ନାହିଁ – ହେମନ୍ତ ପଣ୍ଡା ବଲାଙ୍ଗିର. (କେପିଏନ୍‌ଏସ୍‌) : ଗତ ୨୦୧୯ ମସିହା ଜାନୁୟାରୀ ୧୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଆସି ବହୁ ବିଳମ୍ବିତ ଖୋର୍ଦ୍ଧା ରୋଡ - ବଲାଙ୍ଗିର ରେଳପଥର ବଲାଙ୍ଗିର ପଟୁ ବିଛୁପାଲି…
Read More...

ଛେଲିଆପାଟ ଏଫ୍‌.ପି.ଓର ଆଉଟଲେଟ ଏବଂ କମ୍ୟୁଟର ଲାବ୍‌ର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷି ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମରେ ଛେଲିଆପାଟ ଏଫ୍‌.ପି.ଓ ର ଗୋଟିଏ ରିଟେଲ ଆଉଟଲେଟ ଏବଂ ଝରଣିପାଲି ଠାରେ ଏକ କମ୍ୟୁଟର ଲାବ୍‌ ନାବାର୍ଡର ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡଃ. ବିବେକ କୁମାର ନାୟକଙ୍କ ଦ୍ୱାରା ଉଦ୍‌ଘାଟନ…
Read More...

ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଫିସର ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଡ. ଧନଞ୍ଜୟ ସେଠ, ଯୁକ୍ତଦୁଇ ପ୍ରଥମ ବର୍ଷ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ୮ ଦିନ ପାଇଁ ଆତ୍ମ ସୁରକ୍ଷା ତାଲିମ ଉଦ୍‌ଘାଟନ…
Read More...