Browsing Tag

balangir news

ଅପରାଧମୁକ୍ତ ବିକଶିତ ସବୁଜ ବଲାଙ୍ଗିର ଗଢ଼ି ତୋଳିବାକୁ ସଂକଳ୍ପ ନେଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ପରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଜ ଧର୍ମପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ ଓ ସାଥୀ ସମର୍ଥକମାନଙ୍କ ସହ ମା’ ପାଟଣେଶ୍ୱରୀ ଏବଂ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବାକୁ ମନ୍ଦିରରେ ଆଜି ପୂର୍ବାହ୍ନରେ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପୁଳ ଭୋଟରେ ବିଜୟୀ ହେବା ପରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ପାଖରୁ ନିଜ ବିଜୟ ପ୍ରମାଣପତ୍ର ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି । ଏହି ଅବସରରେ ସେ ବଲାଙ୍ଗିରବାସୀଙ୍କୁ କୃତଜ୍ଞତା
Read More...

ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଳିକେଶ । ବିଜେଡ଼ି ସମୁଦାୟ ୮୪୮୬୭ ଖଂଡ଼ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୭୧୪୧୭ ଖଂଡ଼ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଗୋପାଳଜୀଙ୍କୁ ମିଳିଛି ୨୪୬୬୯ ଭୋଟ୍‌ । ତେବେ ପ୍ରଥମ
Read More...

୧୭ ନମ୍ବର ରାଉଣ୍ଡରେ ବି କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୭ ନମ୍ବର ରାଉଣ୍ଡରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୭ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ କଳିକେଶ ୭୨୯୯୪ ଖଂଡ଼ ଭୋଟ ପାଇଥିବା ବେଳେ
Read More...

୧୬ ନମ୍ବର ରାଉଣ୍ଡରେ ବଲାଙ୍ଗିରର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୬ ନମ୍ବର ରାଉଣ୍ଡରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ କଳିକେଶ ୬୭୮୬୦ ଖଂଡ଼ ଭୋଟ ପାଇଥିବା ବେଳେ
Read More...

ଚତୁର୍ଥ ରାଉଣ୍ଡରେ ବି ସମରେନ୍ଦ୍ର ଆଗରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚତୁର୍ଥ ରାଉଣ୍ଡରେ ବି ଆଗୁଆ ରହିଥିବା ଜଣାପଡ଼ିଛି । ସମରେନ୍ଦ୍ର ୧୮୭୭୧ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୧୪୯୩୯ ଖଂଡ଼ ଭୋଟ୍‌ ପାଇ ଦ୍ୱିତୀୟରେ
Read More...

ମୋ ସ୍କୁଲ ଅଭିଯାନ ସମାବେଶ ପାଇଁ ପ୍ରସ୍ତୁତି : କୁସଙ୍ଗ ହାଇସ୍କୁଲ ନୂତନ ଗୃହ ଉଦ୍‌ଘାଟିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ପୁରାତନ ସ୍କୁଲ ପୂର୍ବତନ ଛାତ୍ର, ଶିକ୍ଷକ ସାମିଲ ହେବେ । କୁସଙ୍ଗ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ କମିଟିର ସଭାପତି ବଂଶିଧର ସାଏ ଅଧ୍ୟକ୍ଷତାରେ ବିଦ୍ୟାଳୟର ପ୍ରଧାନ
Read More...

ଏସ୍‌ ଏନ୍‌ ଡିଜାଇନ୍ସ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦିକ ମହାବିଦ୍ୟାଳୟ ପଛପଟେ ବିନାୟକ ନଗରରେ ଉଦ୍‌ଘାଟିତ ହୋଇଯାଇଛି । ଅତ୍ୟାଧୁନିକ ସ୍ଥାପତ୍ୟ କଳା ପାଇଁ ଏସ୍‌ ଏନ୍‌ ଡିଜାଇନ୍ସର କାର୍ଯ୍ୟାଳୟ । ଏସ୍‌ ଏନ୍‌ ଡିଜାଇନ୍ସର ସତ୍ୱାଧିକାରୀ ହେଉଛନ୍ତି ଯୁବ ଆର୍‌ଚିଟେକ୍‌ଟ ଇଂଜିନିଅର୍‌ ଶୁଭମ୍‌
Read More...

ଟିପିଡବ୍ଲୁଓଡିଏଲ୍‌ ବିରୋଧରେ ପ୍ରତୀକ ଧର୍ମଘଟକୁ ଓହ୍ଲାଇଲା ବଲାଙ୍ଗିର ସିଟିଜନ୍‌ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ଦଫା ଦାବି ନେଇ ବଲାଙ୍ଗିର ପେଲେସ ଲାଇନ୍‌ ସ୍ଥିତ ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟରେ ପ୍ରତୀକ ଧର୍ମଘଟକୁ ଓହ୍ଲାଇଛି ବଲାଙ୍ଗିର ସିଟିଜନ୍‌ କମିଟି । କମିଟି ପକ୍ଷରୁ କୁହାଯାଇଛି ଯେ, ଘନ ଘନ ବିଦ୍ୟୁତ କାଟ ଯୋଗୁଁ ବଲାଙ୍ଗିର ସହରରେ ଜନଜୀବନ ଅସ୍ତବ୍ୟସ୍ତ
Read More...

୩୦ ଫୁଟ ଉଚ୍ଚତାରୁ ତଳକୁ ଖସିଲା ବୋଲେରୋ : ୨ ମୃତ, ୧୦ ଆହତ

ସମ୍ବଲପୁର : ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ । ବୋଲେରୋଟି ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡିଥିଲା, ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇହେେଇଥିବା ଜଣାପଡ଼ିଛି । ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି
Read More...