Browsing Tag

balangir news

ନିଆଁରେ ପୋଡି ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନତି ଦୂରରେ ଅବସ୍ଥିତ କୁରୁଲ ରାମଜୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ଶୁଭଶ୍ରୀ ନାଏକଙ୍କ ଆକସ୍ମିକ ନିଆଁରେ ପୋଡି ଗତ ୨୪ ତାରିଖ ସକାଳେ କଟକ ସ୍ଥିତ ଶ୍ରୀରାମ
Read More...

ନିର୍ବାଚନ ପରେ ଗାଁ ବୁଲି ସମସ୍ୟା ଶୁଣିଲେ ନରସିଂହ

ବିସ୍ତାପିତଙ୍କ ସମସ୍ୟା ସମାଧାନ ପାଇଁ ଅବହେଳା କରାଯିବ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପରେ ଗାଁ ବୁଲି ସମସ୍ୟା ଶୁଣିଲେ ନରସିଂହ । ବିସ୍ତାପିତଙ୍କ ସମସ୍ୟା ସମାଧାନ ପାଇଁ ଅବହେଳା କରାଯିବ ନାହିଁ ବୋଲି ସେ କହିଛନ୍ତି । ନିର୍ବାଚନ ସରିଛି ସତ କିନ୍ତୁ ଲୋକଙ୍କର ବିଶ୍ୱାସ
Read More...

ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ : ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୪ ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ, ପରେ ମାରଣାସ୍ତ୍ର ଦେଖେଇ ଡ଼ିକିଖୋଲି ୪ ଲକ୍ଷ ଲୁଟିନେଲେ ୩ ଜଣ ଦୁର୍ବୁତ୍ତ । ଏହି ଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ କେନାଲ ନିକଟରେ ଘଟିଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି
Read More...

ବଞ୍ଚିବାର ରାହା ଦେଇଛି ତାଳ ସଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଳ ସଜ ଯିଏ ଖାଇଛି ସିଏ ହିଁ ଜାଣିଛି ଏହାର ମଜା । ପାଟିକୁ ଯେମିତି ସୁଆଦିଆ ଲାଗେ ଦେଖିବା ପାଇଁ ମଧ୍ୟ ସେତିକି ଲୋଭନୀୟ ଲାଗେ । ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜକୁ ଅଧିକାଂଶ ଲୋକେ ଖାଇବାକୁ ପଂସଦ କରିଥାନ୍ତି । ତାଳୁଫଟା ଖରାରେ
Read More...

ନୃସିଂହ ମନ୍ଦିରରେ ସାମୁହିକ ବ୍ରତୋପନୋୟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରରେ ମହନ୍ତ ମହାରାଜ ବ୍ରଜ ମୋହନ ଶରଣ ଦେବ ଓ ଗୁରୁ ଭାଇଭଉଣୀ ସେବା ସଂଘ ଟ୍ରଷ୍ଟ ମିଳିତ ସହଯୋଗରେ ନୃସିଂହ ମହାପ୍ରଭୁଙ୍କ ଆବିର୍ଭାବ ଦିବସରେ ବଲାଙ୍ଗିର, ବରଗଡ, ନୁଆପଡା, ଫୁଲବାଣୀ ଇତ୍ୟାଦି ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୭
Read More...

ନିର୍ଗୁଣ ମାହାତ୍ମ୍ୟ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଠକାର୍ପିତ ହେଲା ପୂଜ୍ୟ ଏ ମାଟିର କବି ଚୈତନ୍ୟ ଦାସଙ୍କ ବିରଚିତ ପୁସ୍ତକ ନିର୍ଗୁଣ ମାହାତ୍ମ୍ୟ । ପୂର୍ବରୁ ଦେବଦର୍ଶନ ପୁରାଣ ପ୍ରକାଶିତ ହୋଇଥିଲା । ମୂଳ ତାଳପତ୍ର ପୋଥିରୁ ଅବିକଳ ପାଠୋଦ୍ଧାର କରି ତାକୁ ପୁସ୍ତକ ରୂପ ଦେଇଛନ୍ତି ଡ. ଗୋବର୍ଦ୍ଧନ ନାୟକ ଓ ଡ.
Read More...

ମାଲପଡା ନାଗରିକ କମିଟିର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ମାସିକିଆ ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଡାର ଯଥା ୱାର୍ଡ ନଂ.୧୪ ଓ ୧୫ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନାମାନ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବାସିନ୍ଧାମାନେ
Read More...

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମତଦାନରେ ସହଯୋଗ କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଏହି ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ କିପରି ଭାବରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ପାରିବେ ତାର ବ୍ୟବସ୍ଥା କରିଛନ୍ତି । ସଂଗଠନର
Read More...

ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ଚୟନ ଉତ୍ସବକୁ ଉଦ୍‌ଘାଟନ କଲେ ଜିଲ୍ଲା ଶିକ୍ଷାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସରକାରୀ ଟାଉନ୍ ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଯୋଗ ଓଲମ୍ପିଆଡ ଚୟନ ପ୍ରତିଯୋଗୀତା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗୁଡ଼ଭେଲା ନିବାସୀ ଧନୀସୂତ ପ୍ରଧାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା ନିବାସୀ ଆଦିବାସୀ ଯୁବ ସଂଗଠନର ସଭାପତି ଧନୀସୂତ ପ୍ରଧାନୀ । ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୮ ତାରିଖ ଦିନ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ
Read More...