Browsing Tag

balangir news

ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ଚୟନ ଉତ୍ସବକୁ ଉଦ୍‌ଘାଟନ କଲେ ଜିଲ୍ଲା ଶିକ୍ଷାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସରକାରୀ ଟାଉନ୍ ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଯୋଗ ଓଲମ୍ପିଆଡ ଚୟନ ପ୍ରତିଯୋଗୀତା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗୁଡ଼ଭେଲା ନିବାସୀ ଧନୀସୂତ ପ୍ରଧାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା ନିବାସୀ ଆଦିବାସୀ ଯୁବ ସଂଗଠନର ସଭାପତି ଧନୀସୂତ ପ୍ରଧାନୀ । ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୮ ତାରିଖ ଦିନ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ
Read More...

ବଲାଙ୍ଗିର ରାଧାରାଣୀପଡ଼ା ନୃସିଂହ ଚତୁର୍ଦ୍ଦଶୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଦିବସରେ ନୃସିଂହ ଭଗବାନଙ୍କ ଆବିର୍ଭାବ ହୋଇଥିବା ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଏହି ଅବସରରେ ବଲାଙ୍ଗିର ରାଧାରାଣୀପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନୀତିକାନ୍ତି ଅନୁସାରେ ଭଗବାନ ବିଷ୍ଣୁଙ୍କ ନୃସିଂହ
Read More...

ପ୍ରେମବିବାହ ପାଇଁ ଶବକୁ ଜାତି ସମାଜ କରିଦେଲା ପର : ଅଛୁଆଁ ଶବ ଏବଂ ଅନ୍ୟ ଦୁଇ ଅପରିଚିତ ଶବକୁ ସସମ୍ମାନେ ସତ୍କାର କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିପ୍ରଥାର ଶିକାର ହୋଇଥିବା ଗୋଟିଏ ଶବ ଏବଂ ଦୁଇଟି ଅପରିଚିତ ଶବ ମିଶି ତିନୋଟି ଶବକୁ ଏକାସାଙ୍ଗରେ ସସମ୍ମାନେ ସତ୍କାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଭାଲୁମୁକୁନ୍ଦ ଗ୍ରାମର ବଶିଷ୍ଠ ଧରୁଆ ଅନ୍ୟ ଜାତିର ଝିଅକୁ
Read More...

ମତଦାନ କଲେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମତଦାନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ବୁଥ୍‌ ନଂ.୨୨୭ରେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଶ୍ରୀମତୀ ସାହୁ । ବଲାଙ୍ଗିରବାସୀ ବିକାଶ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଛନ୍ତି ବୋଲି ସେ
Read More...

ବଲାଙ୍ଗିର ସୁଦପଡ଼ା ବୁଥ୍‌ ନଂ. ୨୨୭ରେ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଲମ୍ବା ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୱାର୍ଡ ନଂ.୧୦ ସଖୀ ବୁଥ୍‌ ନଂ.୨୨୭ ସୁଦପଡ଼ା ମତଦାନ କେନ୍ଦ୍ରରେ ଭୋଟଦାତାଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଲୋକେ ଲାଇନ୍‌ରେ ଘଂଟା ଘଂଟା ଧରି ଛିଡ଼ା ହୋଇଥିବା ବେଳେ ବହୁତ ସ୍ଲୋ ପ୍ରୋସେସ୍‌ରେ ମତଦାନ
Read More...

ମତଦାନ କେନ୍ଦ୍ରରେ ସମାଜ ପକ୍ଷରୁ ଛାଁଚ୍‌ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀନଗରପଡ଼ା ପାଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭୋଟ୍‌ ଦାନ କେନ୍ଦ୍ରରେ ଗୁଜରାତି ସମାଜ ପକ୍ଷରୁ ଚାଲିଛି ଛାଁଚ୍‌ ବଂଟନ । ଆଜି ଭୀଷଣ ଖରାରେ ଲୋକେ ଲାଇନ୍‌ରେ ରହି ମତଦାନ କରୁଥିବା ବେଳେ ଗୁଜରାତି ସମାଜ ପକ୍ଷରୁ ଚାଲିଥିବା ଛାଁଚ୍‌ ବଂଟନ କାର୍ଯ୍ୟକ୍ରମ
Read More...

ବଲାଙ୍ଗିରରେ ୧୦୦୧ ଗଛ ଲଗାଇବା ଅଭିଯାନର ଆରମ୍ଭ : ପରିବେଶ ସୁରକ୍ଷାର ପଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ, ସହୟୋଗ ଫାଉଣ୍ଡେସନ୍‌ ଏବଂ ଗୋ ଗ୍ରିନ୍‌ ଅର୍ଗାନାଇଜେସନ୍‌, ଏହି ବର୍ଷ ୧୦୦୧ ଗଛ ଲଗାଇବା ପାଇଁ ସଂକଳ୍ପ ନେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଆରମ୍ଭ ଆଜି ଅନିଲ ମୋଦିଙ୍କ ନିବାସ ସ୍ଥାନ, ସୁଦପଡା,
Read More...

ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ

ସୁନ୍ଦରଗଡ଼ : ଆଜି ଗଣତନ୍ତ୍ରର ମହାନ ପର୍ବ । ଏହି ଅବସରରେ ସୁନ୍ଦରଗଡ଼ ପୌରାଞ୍ଚଳ ସୁନାରିପଡ଼ାେ ମତଦାନ ହେଉଥିବା ବେଳେ ସୁନାରିପଡ଼ା ୨୧୧ ନମ୍ବର ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ ହୋପଡ଼ିଥିବା ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି ଅଚେତ ହୋଇପଡ଼ିଥିବା ମହିଳା ପ୍ରିଜାଇଡିଂଙ୍କୁ
Read More...

ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ କଲେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡ଼ିପଡ଼ା ବୁଥ୍‌ରେ ମତଦାନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ବିଜେପିର ସଫଳତା ନେଇ ଗୋପାଳଜୀ ବିଶ୍ୱାସ ରଖିଥିବା ବେଳେ ମୋଦି ଗ୍ୟାରେଣ୍ଟି ସପକ୍ଷରେ ଲୋକେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍‌ନ୍ତି ।
Read More...