Browsing Tag

balangir news

ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ

ସୁନ୍ଦରଗଡ଼ : ଆଜି ଗଣତନ୍ତ୍ରର ମହାନ ପର୍ବ । ଏହି ଅବସରରେ ସୁନ୍ଦରଗଡ଼ ପୌରାଞ୍ଚଳ ସୁନାରିପଡ଼ାେ ମତଦାନ ହେଉଥିବା ବେଳେ ସୁନାରିପଡ଼ା ୨୧୧ ନମ୍ବର ବୁଥରେ ମହିଳା ପ୍ରିଜାଇଡିଂ ଅଫିସର ଅଚେତ ହୋପଡ଼ିଥିବା ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି ଅଚେତ ହୋଇପଡ଼ିଥିବା ମହିଳା ପ୍ରିଜାଇଡିଂଙ୍କୁ
Read More...

ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ କଲେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡ଼ିପଡ଼ା ବୁଥ୍‌ରେ ମତଦାନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ । ବିଜେପିର ସଫଳତା ନେଇ ଗୋପାଳଜୀ ବିଶ୍ୱାସ ରଖିଥିବା ବେଳେ ମୋଦି ଗ୍ୟାରେଣ୍ଟି ସପକ୍ଷରେ ଲୋକେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍‌ନ୍ତି ।
Read More...

ମତଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବାପା ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ମା' ବିଜୟଲକ୍ଷ୍ମୀ ସିଂହଦେଓ ଏବଂ ଭାଇ ମନ୍ମଥ ନାରାୟଣଙ୍କ ସହ ଆଜି ବଲାଙ୍ଗିର
Read More...

ମତଦାନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗଣତନ୍ତ୍ରର ମହାନ୍‌ ପର୍ବ ସାଧାରଣ ନିର୍ବାଚନ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍‌ୱାର ରୁଗୁଡ଼ିପଡ଼ା ବୁଥ୍‌ ନଂ.୨୫୩ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଇସଲ୍‌ୱାର ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ
Read More...

ଆଜି ବଲାଙ୍ଗିରରେ ମତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ବଲାଙ୍ଗିର ଜିଲ୍ଲାରେ ଭୋଟଦାନ । ବଲାଙ୍ଗିରର ୧୩ ଲକ୍ଷ ଜନତା ଆଜି ନିଜର ନେତା ବାଛିବେ । ଜିଲ୍ଲାରେ ସମୁଦାୟ ୧୫୫୩ଟି ବୁଥ୍‌ରେ ଚାଲିଛି ମତଦାନ । ଲୋକସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ବିଧାନସଭା ଆସନ
Read More...

ନିର୍ବାଚନ ପାଇଁ ନିୟୋଜିତ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଶିକ୍ଷକଙ୍କ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶୀଳ କୁମାର
Read More...

ବିଶାଳ ରୋଡ଼୍‌ ସୋ’ରେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ବଲାଙ୍ଗିର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଏକ ବିଶାଳ ବାଇକ୍‌ ରାଲିରେ ବାହାରି ବିଜେପି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଏକ
Read More...

ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶଙ୍କୁ ଭେଟିଲେ ବଲାଙ୍ଗିରର କିନ୍ନର ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ସମାଜରେ ବିଶ୍ୱାସ ରହିଛି, କିନ୍ନରମାନଙ୍କ ଆଶୀର୍ବାଦ ଖୁବ୍‌ ମୂଲ୍ୟବାନ୍‌ । କିନ୍ନରମାନଙ୍କ ଆଶୀର୍ବାଦ ହେଉ କି ଅଭିଶାପ, କେବେ ବି ଫେଲ୍‌ ହୁଏନାହିଁ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଶୈଳଶ୍ରୀ ପେଲେସକୁ ଆସି ବଲାଙ୍ଗିରର କିନ୍ନର ସମୂହ ବିଜେଡ଼ି ବିଧାୟକ
Read More...

ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ନିର୍ବାଚନୀ ପ୍ରଚାର ମଇଦାନକୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସିଂହଦେଓ ଓହ୍ଲାଇଛନ୍ତି ନିର୍ବାଚନୀ ପ୍ରଚାର ମଇଦାନକୁ । ବଲାଙ୍ଗିର ସହରର ୱାର୍ଡ଼ ନମ୍ୱର ୨୦ରେ ଡୋର୍‌ ଟୁ ଡୋର୍‌ ବୁଲି ସେ ବିଜେଡ଼ି ସପକ୍ଷରେ
Read More...

ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି କନେଷ୍ଟବଳ ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇନ୍ଦ୍ରପସ୍ଥ ହୋଟେଲ ହତ୍ୟା ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଜଣେ କନେଷ୍ଟବଳ । ମୃତକ ଜଣକ ସୋନପୁର ରିଜର୍ଭ ପୋଲିସରେ ସାମିଲ୍‌ ଥିବା ସିଆଲବାହାଲି ଗାଁର ଶଙ୍କରଭାନୁ ବେହେରା(୪୦) । ହୋଟେଲ ବାଥ୍‌ରୁମ୍‌ରୁ ଶଙ୍କରଭାନୁଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ
Read More...