Browsing Tag

balangir news

ବୃକ୍ଷରୋପଣ ପାଇଁ ଅଂଟାଭିଡ଼ିଲା ବଲାଙ୍ଗିର ପୌର ପରିଷଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢ଼ିଚାଲିଥିବା ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ଏବେ ବଲାଙ୍ଗିର ପୌରାଂଚଳରେ ବୃକ୍ଷରୋପଣ ପାଇଁ ଅଂଟାଭିଡ଼ିଛି ବଲାଙ୍ଗିର ପୌର ପରିଷଦ । ଏଥିପାଇଁ ଆଜି ମ୍ୟୁନିସିପାଲିଟି ସମ୍ମିଳନୀ କକ୍ଷରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ
Read More...

ମହାରାଣୀ ସାଗର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବିପତ୍ର ଦେଲା ବଲାଙ୍ଗିର ନଗର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଣୀ ସାଗର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବିପତ୍ର ଦେଲା ବଲାଙ୍ଗିର ନଗର କଂଗ୍ରେସ କମିଟି । ମହାରାଣୀ ସାଗର କାମରେ ସରକାର ଓ ସଂପୃକ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ଦିଶା ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ
Read More...

ସ୍ୱରାଜ୍‌ ହସ୍‌ପିଟାଲ୍‌ ନାଁରେ ସାଂଘାତିକ ଅଭିଯୋଗ : ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭବତୀ ମହିଳାଙ୍କୁ ସିଏସ୍‌ କରିବା ପରେ ଚିକିତ୍ସାରେ ଅବହେଳା କରି ମୃତ୍ୟୁ ମୁଖକୁ ଠେଲିଦେଲା ବଲାଙ୍ଗିର ସ୍ୱରାଜ୍‌ ହସ୍‌ପିଟାଲ୍‌ । ଏକଥା ଆମେ କହୁନୁ, ନିଜ ଭଉଣୀଙ୍କୁ ଅକାରଣେ ହରାଇଥିବା ଜଣେ ବଡ଼ ଭଉଣୀ କହୁଛନ୍ତି । କେବଳ ସେ ମିଡ଼ିଆ ସାମ୍ନାରେ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା : ବଲାଙ୍ଗିରର ମାସିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିରର ମାସିକ ବୈଠକ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ସ୍ୱିକୃତି ପଠନ କରିଥିଲେ । ସଂଗଠନ ସମ୍ପାଦକ କିଶୋର ପୁରୋହିତ ଭଗବାନ ପର୍ଶୁରାମ ଜୟନ୍ତୀ
Read More...

ସର୍ବ ଭାରତୀୟ ଜୁନିୟର୍‌ କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗ ସିଲିଗୁଡିରେ ସର୍ବ ଭାରତୀୟ କନିଷ୍ଠ କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ ୨୦୨୪ ଜୁନ ୧୦ ତାରିଖରୁ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟରୁ ମୋଟ୍‌ ୪୫୦ ଜଣ ପ୍ରତିଯୋଗୀ ଭାଗନେଇ ଥିବାବେଳେ ବଲାଙ୍ଗିର କିକ୍‌
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ତରଫରୁ ଶୋକସଭା ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଉପସଭାପତି ପ୍ରଶନ୍ନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଘର ସଂପାଦକ ସ୍ୱର୍ଗତ ମଲିଆ ଗଡୁଆଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱର୍ଗତ ଆତ୍ମାର
Read More...

ବଲାଙ୍ଗିରର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆ ପାଇଲେ ସମ୍ମାନ ଜନକ ‘ରାଜ୍ୟ ସ୍ତରୀୟ ବସୁମତୀ ମାଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ୧୬ ଜୁନ, ୨୦୨୪ ଅପରାହ୍ନ ତିନିଟାରେ ରାମଚନ୍ଦ୍ର ଭବନ କଟକ ଠାରେ ରାଜ୍ୟ ସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ବରପାଲି ପଡାର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂକଳ୍ପପତ୍ରରେ ଯାହା କୁହାଯାଇଛି, ତାହା ପାଳନ କରିବା ଆରମ୍ଭ କରିଦେଇଛି ବିଜେପି ସରକାର ବୋଲି ବଲାଙ୍ଗିର ସାମ୍ବାଦିକ ଭବନରେ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଦୁଲ୍‌ଦୁଲି କଳା ପରିଷଦ ପକ୍ଷରୁ
Read More...

ଆୟୁଷ ଡ଼ାକ୍ତର ଏସୋସିଏସନ୍‌ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆୟୁଷ ଡ଼ାକ୍ତର ଏସୋସିଏସ୍‌ନ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର ତଥା ବ୍ୟଦ୍ୟୁତିକ ଓ ସୂଚନା ବେଷୟିିକ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
Read More...

ଶପଥ ନେଲେ ସୋମନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ପରିସରରେ ବଲାଙ୍ଗିର ଜିଲ୍ଲା ମେଡିକାଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ
Read More...